Jump to content

ରାନିଟିଡିନ

ଉଇକିପିଡ଼ିଆ‌ରୁ
ରାନିଟିଡିନ
Clinical data
Pronunciation/rəˈnɪtɪdn/
Trade namesZantac, others
SynonymsDimethyl [(5-{[(2-{[1-(methylamino)-
2-nitroethenyl]amino}ethyl)sulfanyl]
methyl}furan-2-yl)methyl]amine
AHFS/Drugs.commonograph
MedlinePlusa601106
data
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    Oral, IV
    ATC code
    Legal status
    Legal status
    Pharmacokinetic data
    Bioavailability39 to 88%
    Protein binding15%
    MetabolismHepatic: FMOs, including FMO3; other enzymes
    Onset of action55–65 minutes (150 mg dose)[]
    55–115 minutes (75 mg dose)[]
    Elimination half-life23 hours
    Excretion3070% Renal
    Identifiers
    • N-(2-[(5-[(dimethylamino)methyl]furan-2-yl)methylthio]ethyl)-N'-methyl-2-nitroethene-1,1-diamine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.060.283 Edit this at Wikidata
    Chemical and physical data
    FormulaC13H22N4O3S
    Molar mass314.4 g/mol
    3D model (JSmol)
    • CNC(=C[N+](=O)[O-])NCCSCc1ccc(o1)CN(C)C
    • InChI=1S/C13H22N4O3S/c1-14-13(9-17(18)19)15-6-7-21-10-12-5-4-11(20-12)8-16(2)3/h4-5,9,14-15H,6-8,10H2,1-3H3 ☒N
    • Key:VMXUWOKSQNHOCA-UHFFFAOYSA-N ☒N
     ☒NcheckY (what is this?)  (verify)

    ରାନିଟିଡିନ, ଏକ ବିକ୍ରୟ ନାମ ଜାନଟାକ, ଏକ ପ୍ରକାର ଔଷଧ ଯାହା ଅମ୍ଳରୋଗ, ଗ୍ୟାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜଜଲିଞ୍ଜର ଏଲିସନ ସିଣ୍ଡ୍ରୋମ ରୋଗ ଚିକିତ୍ସାରେ ବ୍ୟବ‌ହାର କରାଯାଏ । [] ହାଇଭ୍ସରେ ଉପକାର ମିଳିବା ଭଳି କୌଣସି ପ୍ରମାଣ ମିଳିନାହିଁ ।[] ଏହାର ପାଟିରେ ବା ମାଂସପେଶୀ ଇଞ୍ଜେକସନଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଇପାରେ । []

    ରାନିଟିଡିନ ଇଞ୍ଜେକସନ ଦେଲେ ମୁଣ୍ଡବଥା, ଇଞ୍ଜେକସନ ନେଇଥିବା ଜାଗାରେ କଷ୍ଟ ଓ ଜଳାପୋଡ଼ା ଭଳି ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଯକୃତ ସମସ୍ୟା, କମ ହୃତସ୍ପନ୍ଦନ ହାର, ନିମୋନିଆ ଓ ସମ୍ଭାବ୍ୟ ପାକସ୍ଥଳୀ କର୍କଟ ଲକ୍ଷଣ ଲୁଚିଯିବା ସଙ୍କଟ ହୋଇପାରେ ।[] କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସ ରୋଗ ହେବା ସଙ୍କଟ ଅଧିକ ହୁଏ ।[] ଗର୍ଭାବସ୍ଥାରେ ସାଧାରଣତଃ ଏହା ବିପଦମୁକ୍ତ ଥାଏ । ଏହାଦ୍ୱାରା ପାକସ୍ଥଳୀର ଜୀବକୋଷରୁ କ୍ଷରିତ ଅମ୍ଳ ପରିମାଣ କମିଯାଏ, ତେଣୁ ଏହାକୁ ହିସ୍ଟାମିନ ରିସେପ୍ଟର ଆଣ୍ଟାଗୋନିସ୍ଟ କୁହାଯାଏ ।[]

    ସନ ୧୯୭୬ରେ ଗ୍ଲାକ୍ସୋ ଫାର୍ମାସିଉଟିକାଲଦ୍ୱାରା (ଅଧୁନା ଗ୍ଲାକ୍ସୋସ୍ମିଥ କ୍ଲାଇନର ଏକା ଅଂଶ) ରାନିଟିଡିନ ଆବିଷ୍କୃତ ହୋଇଥିଲା । [][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ପିଲ ପିଛା ଏହାର ମୂଲ୍ୟ ୦.୦୧ରୁ ୦.୦୬ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ପ୍ରତ୍ୟେକ ଡୋଜ ପିଛା ୦.୦୫ ଆମେରିକୀୟ ଡଲାର । []

    1. 1 2 Gardner JD, Ciociola AA, Robinson M, McIsaac RL (July 2002). "Determination of the time of onset of action of ranitidine and famotidine on intra-gastric acidity". Aliment. Pharmacol. Ther. 16 (7): 1317–1326. doi:10.1046/j.1365-2036.2002.01291.x. PMID 12144582.
    2. 1 2 3 4 5 6 "Ranitidine". The American Society of Health-System Pharmacists. Retrieved Dec 1, 2015.
    3. Fedorowicz, Z; van Zuuren, EJ; Hu, N (14 March 2012). "Histamine H2-receptor antagonists for urticaria". The Cochrane database of systematic reviews. 3: CD008596. doi:10.1002/14651858.CD008596.pub2. PMID 22419335.
    4. Tleyjeh, IM; Abdulhak, AB; Riaz, M; Garbati, MA; Al-Tannir, M; Alasmari, FA; Alghamdi, M; Khan, AR; Erwin, PJ; Sutton, AJ; Baddour, LM (2013). "The association between histamine 2 receptor antagonist use and Clostridium difficile infection: a systematic review and meta-analysis". PLOS ONE. 8 (3): e56498. doi:10.1371/journal.pone.0056498. PMC 3587620. PMID 23469173.{{cite journal}}: CS1 maint: unflagged free DOI (link)
    5. Fischer, Janos (2010). Analogue-based Drug Discovery II. John Wiley & Sons. p. 4. ISBN 9783527632121.
    6. Hara, Takuji (2003). Innovation in the pharmaceutical industry the process of drug discovery and development. Cheltenham, U.K.: Edward Elgar. p. 94. ISBN 9781843765660.
    7. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    8. "Ranitidine". International Drug Price Indicator Guide. Archived from the original on 10 May 2017. Retrieved 1 December 2015.