Jump to content

ପ୍ରୋମେଥାଜିନ

ଉଇକିପିଡ଼ିଆ‌ରୁ
ପ୍ରୋମେଥାଜିନ
Clinical data
Trade namesଫିନର୍ଗାନ (Phenergan) ଓ ଅନ୍ୟାନ୍ୟ ନାମ[]
AHFS/Drugs.commonograph
MedlinePlusa682284
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    ପାଟିରେ, ସପୋଜିଟରି (rectal), IV, IM, topical
    ATC code
    Legal status
    Legal status
    • AU: S3 (Pharmacist only)
    • CA: OTC
    • UK: Pharmacy medicines (POM when injection)
    • US: Rx-ପ୍ରେସକ୍ରିପସନରେ ମିଳେ
    • South Africa: S5 IV S2 Oral
    Pharmacokinetic data
    Bioavailability88% absorbed but after first-pass metabolism reduced to 25% absolute bioavailability[]
    Protein binding93%
    Metabolismଯକୃତରେ ଗ୍ଲୁକୁରୋନାଇଡେସନ (glucuronidation) ଓ ସଲଫୋକ୍ସିଡେସନ (sulfoxidation
    Elimination half-life୧୬–୧୯ ଘଣ୍ଟା[][]
    Excretionବୃକ୍‌କ ଓ ବିଲିଆରି (biliary)
    Identifiers
    • (RS)-N,N-Dimethyl-1-(10H-phenothiazin-10-yl)propan-2-amine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.445 Edit this at Wikidata
    Chemical and physical data
    FormulaC17H20N2S
    Molar mass୨୮୪.୪୨ g·mol−1
    3D model (JSmol)
    ChiralityRacemic mixture
    • S2c1ccccc1N(c3c2cccc3)CC(N(C)C)C
    • InChI=1S/C17H20N2S/c1-13(18(2)3)12-19-14-8-4-6-10-16(14)20-17-11-7-5-9-15(17)19/h4-11,13H,12H2,1-3H3 checkY
    • Key:PWWVAXIEGOYWEE-UHFFFAOYSA-N checkY
      (verify)

    ପ୍ରୋମେଥାଜିନ (ଇଂରାଜୀ ଭାଷାରେ Promethazine) ଏକ ପ୍ରଥମ ପିଢ଼ୀର (first-generation) ଆଣ୍ଟିହିସ୍ଟାମିନ (antihistamine) ଔଷଧ ।[] ଆଲର୍ଜି (allergies), ନିଦ୍ରା ସମସ୍ୟା ଓ ଅଇ (nausea) ହେଲେ ଏହି ଔଷଧ ଦିଆଯାଏ ।[] ଶର୍ଦ୍ଦିର କେତେକ ଲକ୍ଷଣ ଏହି ଔଷଧ ଯୋଗୁ ଉପଶମ ହୋଇଯାଏ ।[] ଉତ୍ତେଜିତ ଓ ଉତ୍କଣ୍ଠିତ ରୋଗୀମାନେ ମଧ୍ୟ ଏହି ଔଷଧରେ ପ୍ରଶାନ୍ତି (sedating) ପାଆନ୍ତି ।[][] ପାଟିରେ (by mouth) ବା ମଳଦ୍ୱାର ବାଟେ ସପୋଜିଟରି (rectal suppository) ଆକାରରେ ଦିଆଯାଇପାରେ । []

    ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ପ୍ରଶାନ୍ତି ଭାବ ଓ ଦ୍ୱନ୍ଦ୍ୱ ପ୍ରକାଶ ପାଏ ।[] ଆଲକୋହୋଲ ଓ ଅନ୍ୟାନ୍ୟ ପ୍ରଶାନ୍ତିକରଣ ଦ୍ରବ୍ୟ ଏହାର ପ୍ରତିକ୍ରିୟାକୁ ଆହୁରି ଖରାପ କରିଦିଏ । [] ଗର୍ଭାବସ୍ଥା ବା ସ୍ତନ୍ୟପାନ (breastfeeding) ସମୟରେ ଏହି ଔଷଧର ପ୍ରଭାବ ବିଷୟ ସ୍ପଷ୍ଟ ହୋଇନାହିଁ ।[][] ୨ ବର୍ଷ ବୟଷରୁ କମ୍ ଶିଶୁଙ୍କୁ ଦେଲେ ଶ୍ୱାସକ୍ରିୟା ଉପରେ ବିପରୀତ ପ୍ରଭାବ ପଡ଼େ । [] ଇଞ୍ଜେକସନ ଆକାରରେ ଦେଲେ ଚର୍ମ ନଷ୍ଟ ହୋଇଯାଏ ।[] ଏହା ଫେନୋଥିଆଜିନ (phenothiazine) ପରିବାରର ଏକ ଔଷଧ ।[]

    ପ୍ରୋମେଥାଜିନ ଏକ ବୈଜ୍ଞାନିକ ଦଳଙ୍କଦ୍ୱାରା ସନ ୧୯୪୦ରେ ରୋନ-ପାଉଲେନ୍ସ (Rhône-Poulenc) ଲାବୋରେଟରୀରେ ପ୍ରସ୍ତୁତ କରାଯାଇଥିଲା ।[] ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୫୧ରେ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ସାରା ବିଶ୍ୱରେ ମିଳେ ।[] ପାଟିରେ ଦିଆଯାଉଥିବା ଫର୍ମୁଲାର ଏକ ଡୋଜର ହୋଲସେଲ ଦାମ ସନ ୨୦୧୮ରେ ୦.୨୦ ଆମେରିକୀୟ ଡଲାରରୁ କମ୍ ଥିଲା ।[] ସଂଯୁକ୍ତ ରାଷ୍ଟ୍ରରେ ଏହି ମାତ୍ରାର ଦାମ ୦.୨୫ ପାଉଣ୍ଡରୁ କମ ।[]

    ଏହା ମଧ୍ୟ ଦେଖନ୍ତୁ

    [ସମ୍ପାଦନା]
    • Purple drank (a recreational drug concoction containing promethazine)
    1. 1 2 "Promethazine international brands". Drugs.com. Retrieved 17 July 2017.
    2. 1 2 Strenkoski-Nix LC, Ermer J, DeCleene S, Cevallos W, Mayer PR (August 2000). "Pharmacokinetics of promethazine hydrochloride after administration of rectal suppositories and oral syrup to healthy subjects". American Journal of Health-System Pharmacy. 57 (16): 1499–505. PMID 10965395.
    3. Paton DM, Webster DR (1985). "Clinical pharmacokinetics of H1-receptor antagonists (the antihistamines)". Clinical Pharmacokinetics. 10 (6): 477–97. doi:10.2165/00003088-198510060-00002. PMID 2866055.
    4. 1 2 3 4 5 6 7 8 9 10 11 "Promethazine Hydrochloride Monograph for Professionals". Drugs.com. American Society of Health-System Pharmacists. Retrieved 24 October 2018.
    5. 1 2 3 British national formulary : BNF 74 (74 ed.). British Medical Association. 2017. p. 276. ISBN 978-0857112989.
    6. Malamed, Stanley F. (2009). Sedation: A Guide to Patient Management (in ଇଂରାଜୀ). Elsevier Health Sciences. p. 113. ISBN 978-0323075961.
    7. Li, Jie Jack (2006). Laughing Gas, Viagra, and Lipitor: The Human Stories behind the Drugs We Use. United Kingdom: Oxford University Press. p. 146. ISBN 9780199885282. Retrieved July 9, 2016.
    8. "NADAC as of 2018-10-24". Centers for Medicare and Medicaid Services (in ଇଂରାଜୀ). Archived from the original on 2019-06-24. Retrieved 24 October 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]
    • "Promethazine". U.S. National Library of Medicine and National Institutes of Health.