Jump to content

ସାକ୍ୱିନାଭିର

ଉଇକିପିଡ଼ିଆ‌ରୁ
(Saqinavirରୁ ଲେଉଟି ଆସିଛି)
ସାକ୍ୱିନାଭିର
Clinical data
Trade namesInvirase, Fortovase
AHFS/Drugs.commonograph
MedlinePlusa696001
Pregnancy
category
  • B1 (Australia)
ATC code
Pharmacokinetic data
Bioavailability~4% (without ritonavir boosting)[୧]
Protein binding98%
MetabolismHepatic, mainly by CYP3A4
Elimination half-life9–15 hours
Excretionfeces (81%) and urine (3%)
Identifiers
  • (2S)-N-[(2S,3R)-4-[(3S)-3-(tert-butylcarbamoyl)-decahydroisoquinolin-2-yl]-3-hydroxy-1-phenylbutan-2-yl]-2-(quinolin-2-ylformamido)butanediamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
NIAID ChemDB
Chemical and physical data
FormulaC38H50N6O5
Molar mass670.841 g/mol
3D model (JSmol)
  • O=C(N)C[C@H](NC(=O)c1nc2c(cc1)cccc2)C(=O)N[C@@H](Cc3ccccc3)[C@H](O)CN5[C@H](C(=O)NC(C)(C)C)C[C@@H]4CCCC[C@@H]4C5
  • InChI=1S/C38H50N6O5/c1-38(2,3)43-37(49)32-20-26-14-7-8-15-27(26)22-44(32)23-33(45)30(19-24-11-5-4-6-12-24)41-36(48)31(21-34(39)46)42-35(47)29-18-17-25-13-9-10-16-28(25)40-29/h4-6,9-13,16-18,26-27,30-33,45H,7-8,14-15,19-23H2,1-3H3,(H2,39,46)(H,41,48)(H,42,47)(H,43,49)/t26-,27+,30-,31-,32-,33+/m0/s1 checkY
  • Key:QWAXKHKRTORLEM-UGJKXSETSA-N checkY
  (verify)

ସାକ୍ୱିନାଭିର, ଔଷଧ ଇନଭିରେଜ ଓ ଫର୍ଟୋଭେସ ନାମରେ ମିଳେ ଯାହା ଏକ ଆଣ୍ଟରେଟ୍ରୋଭାଇରାଲ ଔଷଧ ଯାହା ଅନ୍ୟ ଔଷଧ ସ‌ହ ମିଶି ଏଚଆଇଭି/ଏଡ୍‌ସ୍ର ଚିକିତ୍ସା ବା ପ୍ରତିରୋଧ ନିମନ୍ତେ ବ୍ୟ‌ବହାର କରାଯାଏ ।[୨] ଏହା ସ୍ୱାଭାବିକ ଭାବେ ଏହା ରିଟୋନାଭିର ବା ଲୋପିନାଭିର/ରିଟୋନାଭର ସ‌ହିତ ଦିଆଯାଏ । ଏହା ପାଟିରେ ଦିଆଯାଏ । [୨]

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାମାନଙ୍କର ନାମ ଅଇ, ବାନ୍ତି, ତରଳ ଝାଡ଼ା ଓ ଥକ୍କା ଅନୁଭବ । ଅଧିକ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ନାମ କ୍ୟୁଟି ଲମ୍ବିବା ସମସ୍ୟା, ହାର୍ଟ ବ୍ଲକ୍, ଅଧିକ ଲିପିଡ ସ୍ତର ଓ ଯକୃତ ସମସ୍ୟା । ଗର୍ଭାବସ୍ଥାରେ ଏହା ବିପଦମୁକ୍ତ ଜଣାପଡ଼େ । ଏହା ପ୍ରୋଟିଏଜ ଇନହିବିଟର ଶ୍ରେଣୀର ଓ ଏଚଆଇଭି ପ୍ରୋଟିଏଜ ଅବରୋଧ କରେ ।[୨]

ସାକ୍ୱିନାଭିର ପ୍ରଥମେ ସନ ୧୯୯୫ରେ ବିକ୍ରୟ ହେଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ସନ ୨୦୧୫ ସୁଦ୍ଧା ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୋଇନାହିଁ ଓ ବ‌ହୁତ ଦାମିକା ଔଷଧ । [୫] ଏହାର ହୋଲସେଲ ଖର୍ଚ୍ଚ ଦିନ‌କୁ ୪.୫୦ ଆମେରିକୀୟ ଡଲାର । [୬]

  1. ↑ "Invirase (saquinavir mesylate) Capsules and Tablets, for Oral Use. Full Prescribing Information" (PDF). Genentech, Inc. Retrieved 23 November 2015.
  2. 1 2 3 "Saquinavir". The American Society of Health-System Pharmacists. Archived from the original on September 8, 2015. Retrieved Sep 5, 2015.
  3. ↑ Minor, Lisa K. (2006). Handbook of Assay Development in Drug Discovery. Hoboken: CRC Press. p. 117. ISBN 9781420015706.
  4. ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  5. ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 72. ISBN 9781284057560.
  6. ↑ "Saquinavir". International Drug Price Indicator Guide. Retrieved 6 September 2015.[permanent dead link]