କ୍ଲିଣ୍ଡାମାଇସିନ

ଉଇକିପିଡ଼ିଆ ରୁ
Jump to navigation Jump to search
କ୍ଲିଣ୍ଡାମାଇସିନ (rINN)
Clindamycin skeletal improved.png
Clindamycin 3D 3jz0.png
Clinical data
Pronunciation /klɪndəˈmsɪn/
Trade namesCleocin, Dalacin
Synonyms7-chloro-lincomycin
7-chloro-7-deoxylincomycin
AHFS/Drugs.commonograph
MedlinePlusa682399
data
Pregnancy
category
  • AU: A
  • US: B (No risk in non-human studies)
Routes of
administration
Oral, topical, IV, intravaginal
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability90% (oral)
4–5% (topical)
Protein binding95%
MetabolismHepatic
Elimination half-life2–3 hours
ExcretionBiliary and renal (around 20%)
Identifiers
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.038.357 Edit this at Wikidata
Chemical and physical data
FormulaC18H33ClN2O5S
Molar mass424.98 g/mol
3D model (JSmol)
 NYesY (what is this?)  (verify)

କ୍ଲିଣ୍ଡାମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାର ଜୀବାଣୁ ସଂକ୍ରମଣରେ ବ୍ୟବ‌ହୃତ ହୁଏ ।[୧] ଏହି ସଂକ୍ରମଣ ମଧ୍ୟରେ ମଧ୍ୟ କର୍ଣ୍ଣ ସଂକ୍ରମଣ, ଅସ୍ଥି ଓ ଗଣ୍ଠି ସଂକ୍ରମଣ, ପେଲଭିକ ଇନଫ୍ମାମେଟରି ଡିଜିଜ, ସ୍ଟ୍ରେପ ଥ୍ରୋଟ, ନିମୋନିଆଏଣ୍ଡୋକାର୍ଡ଼ାଇଟିସ ଇତ୍ୟାଦି ଉଲ୍ଲେଖନୀୟ । [୧]ଏହା କେତେକ ମେଥିସିଲିନ ପ୍ରତିରୋଧିତ ସ୍ଟାଫିଲୋକୋକସ ଅରିଅସ ସଂକ୍ରମଣ ରୋଗ ସମୁହ ନିମନ୍ତେ ମଧ୍ୟ ବ୍ୟବ‌ହାର କରାଯାଏ ।[୨] ବ୍ରଣରେ ଦିଆଯାଏ ଓ ମ୍ୟାଲେରିଆରେ କୁଇନାଇନ ସ‌ହିତ ଦିଆଯାଏ । ଏହା ପାଟିରେ ଦେବା ଔଷଧ, ଶୀରା ଇଞ୍ଜେକସନ ଓ କ୍ରିମ ଆକାରରେ ଚର୍ମ ତ‌ଥା ଯୋନୀରେ ଲଗାଇବାକୁ ମିଳେ ।[୧][୩]

ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ କଷ୍ଟ, ଅଇ, ରାସ୍ ଓ ତରଳ ଝାଡ଼ା ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା ।[୧] ଏହା କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସ ରୋଗ ସଙ୍କଟ ୪ ଗୁଣ ବଢ଼େଇ ଦିଏ ।[୪] ଏହା ଯୋଗୁ ଅନ୍ୟ ଆଣ୍ଟିବାୟୋଟିକ ଦିଆଯାଏ । [୧] ଗର୍ଭାବସ୍ଥାରେ ଏହା ନିରାପଦ । ଏହା ଲିଙ୍କୋସାମାଇଡ ଶ୍ରେଣୀର ଔଷଧ ଓ ଜୀବାଣୁର ପ୍ରୋଟିନ ତିଆରି ପଦ୍ଧତିକୁ ପ୍ରତିହତ କରି କାମ କରେ ।[୧]

କ୍ଲିଣ୍ଡାମାଇସିନ ପ୍ରଥମେ ସନ ୧୯୬୭ରେ ତିଆରି ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ ।[୭]ଗୋଟିଏ ପିଲ ପିଛା ଏହାର ମୂଲ୍ୟ ୦.୦୬ରୁ ୦.୧୨ ଆମେରିକୀୟ ଡଲାର ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ଡୋଜ ପିଛା ୨.୭୦ ଡଲାର ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Clindamycin Hydrochloride". The American Society of Health-System Pharmacists. Retrieved Sep 4, 2015.
  2. Daum RS (2007). "Clinical practice. Skin and soft-tissue infections caused by methicillin-resistant Staphylococcus aureus". N Engl J Med. 357 (4): 380–90. doi:10.1056/NEJMcp070747. PMID 17652653.
  3. Leyden, James J. (2006). Hidradenitis suppurativa. Berlin: Springer. p. 152. ISBN 9783540331018.
  4. Thomas C, Stevenson M, Riley TV (2003). "Antibiotics and hospital-acquired Clostridium difficile-associated diarrhoea: a systematic review" (PDF). J Antimicrob Chemother. 51 (6): 1339–50. doi:10.1093/jac/dkg254. PMID 12746372.CS1 maint: Multiple names: authors list (link)
  5. eonatal Formulary: Drug Use in Pregnancy and the First Year of Life (7 ed.). John Wiley & Sons. 2014. p. 162. ISBN 9781118819517.
  6. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 108. ISBN 9781284057560.
  8. "Clindamycin". International Drug Price Indicator Guide. Retrieved 6 September 2015.