ଭାରତରେ ଟ୍ରାଫିକ ଚିହ୍ନ
Appearance
ସାଧାରଣତନ୍ତ୍ର ଭାରତର ରାସ୍ତା ଚିହ୍ନ ଇଂଲଣ୍ଡର ରାସ୍ତା ଚିହ୍ନର ଅନୁରୂପ, କେବଳ ଗୋଟିଏ ପାର୍ଥକ୍ୟ, ଭାରତରେ ଦୁଇ ବା ଅଧିକ ଭାଷାରେ ଲେଖାଥାଏ ।
ଅଧିକାଂଶ ସହରର ରାସ୍ତାଚିହ୍ନରେ ପ୍ରାଦେଶିକ ଭାଷା ଓ ଇଂଲିଶ ଭାଷା ପ୍ରୟୋଗ କରାଯାଇ ଥାଏ । ଜାତୀୟ ରାଜପଥରେ ପ୍ରାଦେଶିକ ଭାଷା, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖା ଥାଏ ।
ସନ ୨୦୧୨ରେ କେରଳର ପର୍ଯ୍ୟଟନ ବିଭାଗ ଏକ ପ୍ଲାନ ଘୋଷଣା କଲେ ଯେଉଁଥିରେ ରାସ୍ତାଚିହ୍ନ ସହିତ ପାର୍ଶ୍ୱବର୍ତ୍ତି ଡାକ୍ତରଖାନା ମାନଚିତ୍ର ରହିବ । [୧] ପୁରୁଣା ସାଇନବୋର୍ଡ଼କୁ ବଦଳେଇ ନୂଆ ଫ୍ଲୋରିସେଣ୍ଟ ବୋର୍ଡ଼ ଲଗେଇବାକୁ ନୋଇଡ଼ା ଅଥରିଟି ଘୋଷଣା କଲେ ।[୨]
ଗ୍ୟାଲେରି
[ସମ୍ପାଦନା]-
କେରଳର ଚିହ୍ନ ପଟ
-
ଲଦାଖର ରାସ୍ତା ଚିହ୍ନ - ମଦ୍ୟପାନ ପରେ ଗାଡ଼ି ଚାଳନା ବିପଦ ଜନକ ("After Whiskey Driving Risky.")
-
"ବିବାହିତଙ୍କ ବିଚ୍ଛେଦ ବେଗ" ଲଦାଖ
-
ବେଙ୍ଗାଲୁରୁରେ ଥିବା ଚିହ୍ନ
-
ଗୁରୁଗାଁଓ ଏକ୍ସପ୍ରେସ୍
-
ସିଓନ ପାନଭେଲ ରାଜପଥ
-
ନୁବ୍ରା ଉପତ୍ୟକା, ଲଦାଖ
-
ଲହୌ ରାସ୍ତାପାର୍ଶ୍ୱ ଚିହ୍ନ
-
କନ୍ନୁର ଟ୍ରାଫିକ୍ ଚିହ୍ନ
ଗ୍ୟାଲେରି
[ସମ୍ପାଦନା]ଅନିବାର୍ଯ୍ୟ ଚିହ୍ନ
[ସମ୍ପାଦନା]ଲାଲ ବୃତ୍ତ ମଧ୍ୟରେ ଅନିବାର୍ଯ୍ୟ ଚିହ୍ନ ଥାଏ ।
ସାବଧାନ ଚିହ୍ନ
[ସମ୍ପାଦନା]ଲାଲ ତ୍ରିଭୁଜ ସାବଧାନ ଚିହ୍ନ ଦର୍ଶାଏ
ବାହ୍ୟ ଲିଙ୍କ
[ସମ୍ପାଦନା]- Indian Traffic Rules and Signals
- 63 Traffic Signs and Their Proper Meanings in India
- Traffic Symbols & Signs in Odia: Everything You Need to Know
ଆଧାର
[ସମ୍ପାଦନା]- ↑ Nair, Sangeetha (2012-07-15). "Tourism dept to update signboards across Kerala". Trivandrum. Times of India. Archived from the original on 2013-02-27. Retrieved 2012-07-21.
- ↑ Keelor, Vandana (2012-07-18). "Blue road signboards give way to red ones". Times of India. Archived from the original on 2013-01-03. Retrieved 2012-07-21.