ଭାରତରେ ଟ୍ରାଫିକ ଚିହ୍ନ
Jump to navigation
Jump to search
ସାଧାରଣତନ୍ତ୍ର ଭାରତର ରାସ୍ତା ଚିହ୍ନ ଇଂଲଣ୍ଡର ରାସ୍ତା ଚିହ୍ନର ଅନୁରୂପ, କେବଳ ଗୋଟିଏ ପାର୍ଥକ୍ୟ, ଭାରତରେ ଦୁଇ ବା ଅଧିକ ଭାଷାରେ ଲେଖାଥାଏ ।
ଅଧିକାଂଶ ସହରର ରାସ୍ତାଚିହ୍ନରେ ପ୍ରାଦେଶିକ ଭାଷା ଓ ଇଂଲିଶ ଭାଷା ପ୍ରୟୋଗ କରାଯାଇ ଥାଏ । ଜାତୀୟ ରାଜପଥରେ ପ୍ରାଦେଶିକ ଭାଷା, ହିନ୍ଦି ଓ ଇଂରାଜୀ ଭାଷାରେ ଲେଖା ଥାଏ ।
ସନ ୨୦୧୨ରେ କେରଳର ପର୍ଯ୍ୟଟନ ବିଭାଗ ଏକ ପ୍ଲାନ ଘୋଷଣା କଲେ ଯେଉଁଥିରେ ରାସ୍ତାଚିହ୍ନ ସହିତ ପାର୍ଶ୍ୱବର୍ତ୍ତି ଡାକ୍ତରଖାନା ମାନଚିତ୍ର ରହିବ । [୧] ପୁରୁଣା ସାଇନବୋର୍ଡ଼କୁ ବଦଳେଇ ନୁଆ ଫ୍ଲୋରିସେଣ୍ଟ ବୋର୍ଡ଼ ଲଗେଇବାକୁ ନୋଇଡ଼ା ଅଥରିଟି ଘୋଷଣା କଲେ ।[୨]
ଗ୍ୟାଲେରି[ସମ୍ପାଦନା]
ଗ୍ୟାଲେରି[ସମ୍ପାଦନା]
ଅନିବାର୍ଯ୍ୟ ଚିହ୍ନ[ସମ୍ପାଦନା]
ଲାଲ ବୃତ୍ତ ମଧ୍ୟରେ ଅନିବାର୍ଯ୍ୟ ଚିହ୍ନ ଥାଏ ।
ସାବଧାନ ଚିହ୍ନ[ସମ୍ପାଦନା]
ଲାଲ ତ୍ରିଭୁଜ ସାବଧାନ ଚିହ୍ନ ଦର୍ଶାଏ
ବାହ୍ୟ ଲିଙ୍କ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ Nair, Sangeetha (2012-07-15). "Tourism dept to update signboards across Kerala". Trivandrum. Times of India. Retrieved 2012-07-21.
- ↑ Keelor, Vandana (2012-07-18). "Blue road signboards give way to red ones". Times of India. Retrieved 2012-07-21.