Jump to content

ଡେକ୍ସାମେଥାଜୋନ

ଉଇକିପିଡ଼ିଆ‌ରୁ
ଡେକ୍ସାମେଥାଜୋନ
Skeletal formula of dexamethasone
Ball-and-stick model of the dexamethasone molecule
Clinical data
AHFS/Drugs.commonograph
MedlinePlusa682792
Pregnancy
category
  • AU: A
  • US: C (Risk not ruled out)
    Routes of
    administration
    Oral, IV, IM, SC and IO
    ATC code
    Legal status
    Legal status
    Pharmacokinetic data
    Bioavailability80-90%
    Protein binding77%
    Metabolismhepatic
    Elimination half-life190 minutes
    ExcretionUrine (65%)
    Identifiers
    • (8S,9R,10S,11S,13S,14S,16R,17R)-9- Fluoro-11,17-dihydroxy-17-(2-hydroxyacetyl)-10,13,16-trimethyl-6,7,8,9,10,11,12,13,14,15,16,17- dodecahydro-3H-cyclopenta[a]phenanthren-3-one
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.004 Edit this at Wikidata
    Chemical and physical data
    FormulaC22H29FO5
    Molar mass392.461 g/mol
    3D model (JSmol)
    Melting point262 °C (504 °F)
    • O=C(CO)[C@]3(O)[C@]2(C[C@H](O)[C@]4(F)[C@@]/1(\C(=C/C(=O)\C=C\1)CC[C@H]4[C@@H]2C[C@H]3C)C)C
    • InChI=1S/C22H29FO5/c1-12-8-16-15-5-4-13-9-14(25)6-7-19(13,2)21(15,23)17(26)10-20(16,3)22(12,28)18(27)11-24/h6-7,9,12,15-17,24,26,28H,4-5,8,10-11H2,1-3H3/t12-,15+,16+,17+,19+,20+,21+,22+/m1/s1 checkY
    • Key:UREBDLICKHMUKA-CXSFZGCWSA-N checkY
     ☒NcheckY (what is this?)  (verify)

    ଡେକ୍ସାମେଥାଜୋନ ଏକ ପ୍ରକାର ସ୍ଟିରଏଡ ଔଷଧ । [] ରିଉମାଟିକ ସମସ୍ୟା, ଅନେକ ପ୍ରକାର ଚର୍ମ ରୋଗ, ଗମ୍ଭୀର ଆଲର୍ଜି, ଆଜମା, କ୍ରନିକ ଅବସ୍ଟ୍ରକ୍ଟିଭ ଫୁସଫୁସ ରୋଗ, କ୍ରୁପ, ମସ୍ତିଷ୍କ ଫୁଲାଯକ୍ଷ୍ମାରେ(ଆଣ୍ଟିବାୟୋଟିକ ସ‌ହିତ) ଇତ୍ୟାଦି ରୋଗମାନଙ୍କରେ ଡେକ୍ସାମେଥାଜୋନ ବ୍ୟବ‌ହାର କରାଯାଏ । [] ଆଡ୍ରେନୋକର୍ଟିକାଲ ଅଭାବ ଥିଲେ ଏହା ସ‌ହିତ ଫ୍ଲୁଡ୍ରୋକର୍ଟିଜୋନ ଭଳି ମିନେରାଲୋକର୍ଟିକଏଡ ଦିଆଯାଏ । [] ଶିଶୁର ଉନ୍ନତି ନିମନ୍ତେ ଅପରିପକ୍ୱ ପ୍ରସବରେ ଏହା ଦିଆଯାଏ । [] ଏହା ପାଟିରେ ଦିଆଯାଏ, ମାଂସପେଶୀରେଶୀରାରେ ଇଞ୍ଜେକସନ ଆକାରରେ ଦିଆଯାଏ । [] ଡେକ୍ସାମେଥାଜୋନ ପ୍ରଭାବ ଗୋଟିଏ ଦିନ ଭିତରେ ଆରମ୍ଭ ହୁଏ ଓ ୩ ଦିନ ପର୍ଯ୍ୟନ୍ତ ରହେ । []

    ଦୀର୍ଘକାଳ ଧରି ବ୍ୟବ‌ହାର କଲେ ଥ୍ରସ, ଅସ୍ଥି କ୍ଷୟ, ପରଳ, ସ‌ହଜ ବ୍ରୁଇସ, ମାଂସପେଶୀ ଦୁର୍ବଳ ହୁଏ । [] ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଗର୍ଭସ୍ଥ ଶିଶୁର କୌଣସି କ୍ଷତି ହେବା ଜଣାଯାଇ ନଥିବା ଯୋଗୁ ଆମେରିକାର ଏହାର ଗର୍ଭାବସ୍ଥା ଶ୍ରେଣୀ ସି ଓ ଅଷ୍ଟ୍ରେଲିଆରେ ଗର୍ଭାବସ୍ଥା ଶ୍ରେଣୀ ଏ ମାନ୍ୟତା ଦିଆଯାଇଛି । [][] ସ୍ତନ୍ୟପାନ କରେଇବା ସମୟରେ ଏହା ନେବା ଉଚିତ ନୁହେଁ । [] ଡେକ୍ସାମେଥାଜୋନର ପ୍ରଦାହ ବିରୋଧୀ ଓ ଶରୀର-ପ୍ରତିରକ୍ଷା ଅବରୋଧକାରୀ ଗୁଣ ପ୍ରଭାବ ଅଛି । []

    ଡେକ୍ସାମେଥାଜୋନ ପ୍ରଥମେ ସନ ୧୯୫୭ରେ ତିଆରି ହୋଇଥିଲା । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [] ଡେକ୍ସାମେଥାଜୋନ ମୂଲ୍ୟବାନ ନୁହେଁ । [] ଆମେରିକାରେ ଏହି ଔଷଧର ମାସିକ କ୍ରୟ ଖର୍ଚ୍ଚ ୨୫ ଅମେରିକୀୟ ଡଲାରରୁ କମ । [] ଅପରିପକ୍ୱ ପ୍ରସବ ନିମନ୍ତେ ଭାରତରେ ଏହାର ଖର୍ଚ୍ଚ ପ୍ରାୟ ୦.୫ ଆମେରିକୀୟ ଡଲାର । [] ପୃଥିବୀର ଅଧିକାଂଶ ସ୍ଥାନରେ ଏହା ମିଳେ । []

    1. 1 2 3 4 5 6 7 8 9 10 11 "Dexamethasone". The American Society of Health-System Pharmacists. Retrieved Jul 29, 2015.
    2. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
    3. Rankovic, Zoran; Hargreaves, Richard; Bingham, Matilda (2012). Drug discovery and medicinal chemistry for psychiatric disorders. Cambridge: Royal Society of Chemistry. p. 286. ISBN 9781849733656. {{cite book}}: Missing |author1= (help)
    4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    5. 1 2 3 "DEXAMETHASONE FOR ACCELERATING LUNG MATURATION IN PRETERM BABIES" (PDF). Retrieved 29 July 2015.