ଭାଇଲାଜୋଡନ
Clinical data | |
---|---|
Pronunciation | /ˈvaɪbrɪd/ VY-brid |
Trade names | Viibryd |
Synonyms | EMD-68843; SB-659746A |
AHFS/Drugs.com | monograph |
MedlinePlus | a611020 |
data | |
Pregnancy category |
|
Routes of administration | By mouth |
Drug class | Serotonin modulator[୧] |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 72% (oral, with food)[୨] |
Metabolism | Hepatic via CYP3A4[୨] |
Elimination half-life | 25 hours[୨] |
Excretion | Faecal and renal[୨] |
Identifiers | |
| |
CAS Number | |
PubChem CID | |
IUPHAR/BPS | |
ChemSpider | |
UNII | |
KEGG | |
ChEBI | |
ChEMBL | |
Chemical and physical data | |
Formula | C26H27N5O2 |
Molar mass | 441.524 g/mol |
3D model (JSmol) | |
| |
| |
(what is this?) (verify) |
ଭାଇଲାଜୋଡନ Vilazodone, ଏକ ବିକ୍ରୟ ନାମ ଭାଇବ୍ରିଡ/ Viibryd) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀର ଚିକିତ୍ସାରେ ବ୍ୟବହାର କରାଯାଏ ।[୧] ଜେନେରାଲାଇଜଡ ଆଙ୍ଗଜାଇଟି ଡିଜଅର୍ଡ଼ର (generalized anxiety disorder) ରୋଗର ଚିକିତ୍ସା ନିମନ୍ତେ ହେଉଥିବା ଏହାର ଅନୁଶୀଳନ ସନ ୧୯୧୭ରେ ବନ୍ଦ କରିଦିଆଗଲା ।[୩] ପାଟିରେ ଏହି ଔଷଧ ଦିଆଯାଏ ।[୧]
ଭାଇଲାଜୋଡନର ସାଧାରଣ ପ୍ରତିକ୍ରିୟରେ ଅଇ ତରଳ ଝାଡ଼ା ଓ ନିଦ୍ରା ସମସ୍ୟା ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ୨୫ ବର୍ଷ ବୟସରୁ କମ୍ ଲୋକମାନଙ୍କର ଆତ୍ମହତ୍ୟା ପ୍ରବଣ, ମାନିଆ, ସେରୋଟୋନିନ ସିଣ୍ଡ୍ରୋମ, ରକ୍ତସ୍ରାବ ଓ ଏସଆଇଡିଏଚ (SIADH) ହୋଇପାରେ ।[୧] ଏହାର ମାତ୍ରା ଦୃତ ଗତିରେ କମେଇଲେ ଅବସାଦରୋଧୀ ବିରତି ସିଣ୍ଡ୍ରୋମ ହୋଇପାରେ । [୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ କରେଇବା ସମୟରେ ଏହାର ସେବନ ନିଷେଧ । [୪] ଏହା ଏକ ସେରୋଟୋନିନ ମୋଡ୍ୟୁଲେଟର (serotonin modulator) ଶ୍ରେଣୀର ଔଷଧ ଯାହା ଏସଏସଆରଆଇ (SSRI) ଭାବରେ ଓ ୫-ଏଚଟି୧ଏ ରିସେପ୍ଟରକୁ (5-HT1A receptor|) ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[୧]
ଭାଇଲାଜୋଡନ ସନ ୨୦୧୧ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୧] ସନ ୨୦୧୬ ସୁଦ୍ଧା ଏହା ଅନ୍ୟାନ୍ୟ ଦେଶମାନଙ୍କରେ ସ୍ୱୀକୃତ ହୋଇନାହିଁ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୨୬୧ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୬] ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୭୮ତମ ସ୍ଥାନରେ ଥଲା ।[୭]
ଏହା ମଧ୍ୟ ଦେକନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Vilazodone Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
- ↑ ୨.୦ ୨.୧ ୨.୨ ୨.୩ "VIIBRYD (vilazodone hydrochloride) tablet VIIBRYD (vilazodone hydrochloride) kit [Forest Laboratories, Inc.]". DailyMed. Forest Laboratories, Inc. December 2012. Archived from the original on 29 October 2013. Retrieved 28 October 2013.
- ↑ "New Medicines Newsletter" (PDF). NHS. Archived from the original (PDF) on 21 March 2019. Retrieved 21 March 2019.
- ↑ "Vilazodone (Viibryd) Use During Pregnancy". Drugs.com (in ଇଂରାଜୀ). Retrieved 21 March 2019.
- ↑ Song, Lin; Liu, Yao; Liu, Fang; Zhang, Ruoqi; Ji, Huanhuan; Jia, Yuntao (8 September 2016). "Vilazodone for major depressive disorder in adults". Cochrane Database of Systematic Reviews. doi:10.1002/14651858.CD012350.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.