ସାଇକ୍ଲୋସେରିନ

ଉଇକିପିଡ଼ିଆ ରୁ
Jump to navigation Jump to search
ସାଇକ୍ଲୋସେରିନ
Cycloserine.svg
Cycloserine ball-and-stick model.png
Clinical data
Trade namesSeromycin
Synonyms4-amino-3-isoxazolidinone
AHFS/Drugs.commonograph
data
Pregnancy
category
  • C
ATC code
Legal status
Legal status
Pharmacokinetic data
Bioavailability~70% to 90%
Metabolismliver
Elimination half-life10 hrs (normal kidney function)
Excretionkidney
Identifiers
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.000.626 Edit this at Wikidata
Chemical and physical data
FormulaC3H6N2O2
Molar mass102.092 g/mol
3D model (JSmol)
  (verify)

ସାଇକ୍ଲୋସେରିନ (ଇଂରାଜୀ ଭାଷାରେ Cycloserine, ବ୍ୟବସାୟୀକ ନାମ ସେରୋମାଇସିନ) ଏକ ଆଣ୍ଟିବାୟୋଟିକ ଯାହା ଯକ୍ଷ୍ମା ରୋଗ ଚିକିତ୍ସାରେ ଦିଆଯାଏ । ସକ୍ରିୟ ଔଷଧ ବିରୋଧୀ ଯକ୍ଷ୍ମାରେ (drug resistant tuberculosis) ଅନ୍ୟାନ୍ୟ ଯକ୍ଷ୍ମାରୋଧୀ ଔଷଧ antituberculosis medication ସ‌ହିତ ଏହି ସାଇକ୍ଲୋସେରିନ ଦିଆଯାଏ । ଏହା ପାଟିରେ ଦିଆଯାଏ । [୧]

ସାଇକ୍ଲୋସେରିନର ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା (allergic reactions), ବାତ (seizures), ନିଦ୍ରାଳୁ ଭାବ (sleepiness), କାଲୁଆ ଅନୁଭବ numbness ଓ ଅସ୍ଥିରତା ଇତ୍ୟାଦି ଲକ୍ଷଣ ଦେଖାଯାଏ । ବୃକ୍‌କ ଫେଲ (kidney failure), ଅପସ୍ମାର ବାତ, ମେଜର ଡିପ୍ରେସିଭ ଡିଜଅର୍ଡ଼ର (depression) ଓ ମଦ୍ୟାତ୍ୟୟ ଲୋକଙ୍କୁ ଏହା ଦିଆଯାଏ ନାହିଁ । ଗର୍ଭାବସ୍ଥାରେ ଶିଶୁ ଉପରେ ଏହାର ପ୍ରଭାବ ବିଷୟରେ ସ୍ପଷ୍ଟ ସୂଚନା ନାହିଁ । ଏହା ଆମିନୋ ଏସିଡ (amino acid) ଡି-ଆଲାନିନ (amino acid) ଶ୍ରେଣୀର ଔଷଧ ଓ ଜୀବାଣୁର ଆବରଣ ତିଆରିରେ ବାଧା ସୃଷ୍ଟି କରେ । [୧]

ସାଇକ୍ଲୋସେରିନ ଏକ ପ୍ରକାର ସ୍ଟ୍ରେପ୍ଟୋମାଇସେସ (Streptomyces) ଓ ଏହା ସନ ୧୯୫୪ରେ ଆବିଷ୍କୃତ ହୋଇଥିଲା । [୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର କ୍ରୟ ମୂଲ୍ୟ ୨୯.୭ରୁ ୫୧.୩୦ ଆମେରିକୀୟ ଡଲାର । [୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସ ଔଷଧର ମୂଲ୍ୟ ପ୍ରାୟ ୩୧୫୦ ଆମେରିକୀୟ ଡଲାର ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Cycloserine". The American Society of Health-System Pharmacists. Retrieved 8 December 2016.
  2. Gottlieb, David; Shaw, Paul D. (2012). Mechanism of Action (in ଇଂରାଜୀ). Springer Science & Business Media. p. 41. ISBN 9783642460517.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Cycloserine". International Drug Price Indicator Guide. Retrieved 8 December 2016.
  5. Andrew Pollack (21 September 2015). "Big Price Increase for Tuberculosis Drug Is Rescinded". NYT. Retrieved 24 September 2015.