କ୍ଲୋମିପ୍ରାମିନ

ଉଇକିପିଡ଼ିଆ‌ରୁ
(Clomipramineରୁ ଲେଉଟି ଆସିଛି)
କ୍ଲୋମିପ୍ରାମିନ
Skeletal formula of clomipramine
Ball-and-stick model of the clomipramine molecule
Clinical data
Trade namesAnafranil, Clofranil
AHFS/Drugs.commonograph
MedlinePlusa697002
data
Pregnancy
category
  • AU: C
  • US: C (Risk not ruled out)
Routes of
administration
Oral, IV[୧]
ATC code
Legal status
Legal status
Pharmacokinetic data
Bioavailability50%
Protein binding97-98%
MetabolismHepatic (CYP2D6-mediated)
Elimination half-life32 hr (69 hr for active metabolite)
ExcretionRenal (60%), faeces (32%)
Identifiers
  • 3-(3-chloro-10,11-dihydro-5H-dibenzo[b,f]azepin-5-yl)-N,N-dimethylpropan-1-amine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.005.587 Edit this at Wikidata
Chemical and physical data
FormulaC19H23ClN2
Molar mass314.9 g/mol
3D model (JSmol)
  • ClC1=CC(N(CCCN(C)C)C2=C(CC3)C=CC=C2)=C3C=C1
  • InChI=1S/C19H23ClN2/c1-21(2)12-5-13-22-18-7-4-3-6-15(18)8-9-16-10-11-17(20)14-19(16)22/h3-4,6-7,10-11,14H,5,8-9,12-13H2,1-2H3 checkY
  • Key:GDLIGKIOYRNHDA-UHFFFAOYSA-N checkY
  (verify)

କ୍ଲୋମିପ୍ରାମିନ, ବିକ୍ରୟ ନାମ ଆନାଫ୍ରାନିଲ, ଏକ ଟ୍ରାଇସାଇକ୍ଲିକ ଅବସାଦରୋଧୀ (ଟିସିଏ) ଔଷଧ । [୨] ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର, ପ୍ୟାନିକ ଡିଜ‌ଅର୍ଡ଼ର, ପ୍ରମୁଖ ଅବସାଦ ବେମାରୀ, ଓ ସ୍ଥାୟୀ ଯନ୍ତ୍ରଣା ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ । ଏହା ବୟସ୍କ ଲୋକଙ୍କର (>୬୫) ଆତ୍ମହତ୍ୟା ସଙ୍କଟ ଏହା କମେଇଦିଏ । ଏହା ପାଟିରେ ଦିଆଯାଏ ।[୨]

ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶୁଖଲା ପାଟି, କୋଷ୍ଠକାଠିନ୍ୟ,ଅରୁଚି, ନିଦ୍ରାଳୁଭାବ, ଓଜନ ଲାଭ, ଯୌନ ନିଷ୍କ୍ରୟତା ଓ ପରିସ୍ରା ସମସ୍ୟା ଇତ୍ୟାଦି ଦେଖାଯାଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା: ୨୫ ବର୍ଷ ବୟସରୁ କମ ଲୋକଙ୍କର ଆତ୍ମହତ୍ୟା ପ୍ରବଣତା, ଉନ୍ମାଦ (ମାନିଆ) ଓ ଯକୃତ ସମସ୍ୟା ଦେଖାଯାଏ । ଔଷଧ ନେବା ହଠାତ୍ ବନ୍ଦ କଲେ ପ୍ରତ୍ୟାହାର ଲକ୍ଷଣ ଦେଖାଯାଏ ଯେପରିକି ମୁଣ୍ଡବଥା, ଶିରଭ୍ରମ ଓ ଝାଳ ନିଷ୍କାସନ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ । ଏହାର କାର୍ଯ୍ୟ ପ୍ରଣାଳୀ ଜଣାଯାଇ ନ ଥିଲେ ମଧ୍ୟ ଅଧକ ସେରୋଟୋନିନ ସ୍ତର ବୃଦ୍ଧି କରୁଥିବା ବିଶ୍ୱାସ କରାଯାଏ । [୨]

ସନ ୧୯୬୪ରେ ସ୍ୱିଜରଲ୍ୟାଣ୍ଡର ସିବା-ଗାଇଗି କମ୍ପାନୀ କ୍ଲୋମିପ୍ରାମିନ ଆବିଷ୍କାର କରିଥଲେ ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୨] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଦୈନିକ ୦.୧୧ରୁ ୦.୨୧ ଆମେରିକୀୟ ଡଲାର ଥିଲା ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୧.୨୦ ଡଲାର । [୨] ଏହା ଇମିପ୍ରାମିନରୁ ପ୍ରସ୍ତୁତ କରାଯାଇଥିଲା । [୩]

ଆଧାର[ସମ୍ପାଦନା]

  1. Taylor, D; Paton, C; Shitij, K (2012). Maudsley Prescribing Guidelines in Psychiatry (11th ed.). West Sussex: Wiley-Blackwell. ISBN 978-0-47-097948-8.{{cite book}}: CS1 maint: multiple names: authors list (link)
  2. ୨.୦ ୨.୧ ୨.୨ ୨.୩ ୨.୪ "Clomipramine Hydrochloride". The American Society of Health-System Pharmacists. Retrieved Dec 2, 2015.
  3. ୩.୦ ୩.୧ Zohar, Joseph (2012). Obsessive-compulsive disorder current science and clinical practice. Chichester, West Sussex, UK: Wiley-Blackwell. p. 32. ISBN 9781118308011.
  4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  5. "Clomipramine". International Drug Price Indicator Guide. Retrieved 3 December 2015.[permanent dead link]