Jump to content

ପ୍ରୋପ୍ରାନୋଲୋଲ୍

ଉଇକିପିଡ଼ିଆ‌ରୁ

ପ୍ରୋପ୍ରାନୋଲୋଲ୍
Clinical data
Trade namesInderal
AHFS/Drugs.commonograph
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth, rectal, IV
    ATC code
    Legal status
    Legal status
    Pharmacokinetic data
    Bioavailability26%
    MetabolismLiver (extensive) 1A2, 2D6; minor: 2C19, 3A4
    Elimination half-life4–5 hours
    ExcretionKidney (<1%)
    Identifiers
    • (RS)-1-(1-methylethylamino)-3-(1-naphthyloxy)propan-2-ol
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.007.618 Edit this at Wikidata
    Chemical and physical data
    FormulaC16H21NO2
    Molar mass259.34 g/mol
    3D model (JSmol)
    Chirality1 : 1 mixture (racemate)
    • CC(NCC(O)COC1=C(C=CC=C2)C2=CC=C1)C
    • InChI=1S/C16H21NO2/c1-12(2)17-10-14(18)11-19-16-9-5-7-13-6-3-4-8-15(13)16/h3-9,12,14,17-18H,10-11H2,1-2H3 checkY
    • Key:AQHHHDLHHXJYJD-UHFFFAOYSA-N checkY
      (verify)

    ପ୍ରୋପ୍ରାନୋଲୋଲ୍ ଏକ ବିଟା ବ୍ଲକର ଶ୍ରେଣୀର ଔଷଧ ।[]ଉଚ୍ଚ ରକ୍ତଚାପ, ଅନେକ ପ୍ରକାରର ଅନିୟମିତ ହୃତ୍‌ସ୍ପନ୍ଦନ, ଥାଇରୋଟକ୍ସିକୋସିସ୍, କାପିଲାରି ହେମାଞ୍ଜିଓମା, ପରଫରମାନ୍ସ ଆଙ୍ଗଜାଇଟିଏସେନସିଆଲ ଟ୍ରେମର ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ । [][][] ନିରୋଧକ ଭାବରେ ଏହା ଅଧକପାଳୀ, ହୃତ୍‌ପିଣ୍ଡ ସମସ୍ୟା ଥିବା ଆଞ୍ଜାଇନା ବା ପୂର୍ବରୁ ଥିବା ହୃଦ୍‌ଘାତ ଇତ୍ୟାଦି ରୋଗରେ ଦିଆଯାଏ ।[] ଏହା ପାଟିରେ ବା ଶିରାଭ୍ୟନ୍ତରରେ ଦିଆଯାଏ  ପାଟିରେ ଦିଆଯାଉଥିବା ଔଷଧ ଦୁଇ ପ୍ରକାର ଥାଏ; ସ୍ୱଳ୍ପ କାଳୀନ ଓ ଦୀର୍ଘକାଳୀନ ।। ପାଟିରେ ଦେଲେ ଏହାର ସର୍ବାଧିକ ପ୍ରଭାବ ୯୦ ମିନିଟରେ ଅନୁଭୂତ ହୁଏ । []

    ଅଇ, ପେଟ ଯନ୍ତ୍ରଣାକୋଷ୍ଠକାଠିନ୍ୟ ଆଦି ପାର୍ଶ୍ୱ ପ୍ରତିକ୍ରିୟା ଏହି ଔଷଧରେ ଦେଖାଯାଏ । ଧୀର ହୃତ୍‌ପିଣ୍ଡ ଗତି ଓ ଅଧିକାଂଶ ହୃଦ୍‌ଘାତ ରୋଗୀଙ୍କୁ ଏହା ଦିଆଯାଏ ନାହିଁ । କରୋନାରୀ ଧମନୀ ରୋଗରେ ଦିଆଯାଉଥିବା ଏହି ଔଷଧ ହଠାତ୍ ବନ୍ଦ କରିଦେଲେ ସମସ୍ୟା ସୃଷ୍ଟି ହୁଏ । ଏହା ଯୋଗୁ ଆଜ୍‌ମା ରୋଗ ଲକ୍ଷଣ ବଢ଼ିଯାଏ । ଯକୃତ ଓ ବୃକ୍‌କ ସମସ୍ୟା ଥିଲେ ଅଧିକ ଯତ୍ନରେ ଏହି ଔଷଧ ଦିଆଯାଏ ।[] ଗର୍ଭାବସ୍ଥାରେ ପ୍ରୋପ୍ରାନୋଲୋଲ୍ ଦେଲେ ଶିଶୁପ୍ରତି ବିପଦ ଜନ‌କ ପ୍ରଭାବ ପଡ଼େ ।[] ସ୍ତନ୍ୟପାନ ସମୟରେ ଏହା ଦେଲେ ସମସ୍ୟା ଜଣାଯାଉ ନ ଥିଲେ ମଧ୍ୟ ଶିଶୁର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ, ତେଣୁ ସତର୍କ ପର୍ଯ୍ୟଲୋଚନା ଆବଶ୍ୟକ ।[] ଏହା ଏକ ନନ୍ ସିଲେକ୍ଟିଭ ବିଟା ବ୍ଲକର ଯାହା β-ଆଡ୍ରେନର୍ଜିକ ରିସେପ୍ଟରମାନଙ୍କୁ ଅବରୋଧ କରେ ।[]

    ସନ ୧୯୬୪ରେ ପ୍ରୋପ୍ରାନୋଲୋଲ୍ ଆବିଷ୍କୃତ ହୋଇଥିଲା ।[][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ଏକ ମାସରେ ଏହି ଔଷଧ ପିଛା ୦.୨୪ରୁ ୨.୧୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ଏହି ଔଷଧ ଖର୍ଚ୍ଚ ପ୍ରାୟ ୧୫ ଡଲାର ।[]

    1. 1 2 3 4 5 6 7 8 "Propranolol hydrochloride". Monograph. The American Society of Health-System Pharmacists. Retrieved 1 ଜାନୁଆରୀ 2015.
    2. Davidson, JR (2006). "Pharmacotherapy of social anxiety disorder: what does the evidence tell us?". The Journal of clinical psychiatry. 67 Suppl 12: 20–6. PMID 17092192.
    3. Chinnadurai, S; Fonnesbeck, C; Snyder, KM; Sathe, NA; Morad, A; Likis, FE; McPheeters, ML (ଫେବୃଆରୀ 2016). "Pharmacologic Interventions for Infantile Hemangioma: A Meta-analysis". Pediatrics. 137 (2). PMID 26772662.
    4. "Prescribing medicines in pregnancy database". Australian Government. 3 ମାର୍ଚ୍ଚ 2014. Retrieved 22 ଅପ୍ରେଲ 2014.
    5. Yaffe, Gerald G. Briggs, Roger K. Freeman, Sumner J. (2011). Drugs in pregnancy and lactation : a reference guide to fetal and neonatal risk (9th ed.). Philadelphia: Wolters Kluwer Health/Lippincott Williams & Wilkins. p. 1226. ISBN 9781608317080.{{cite book}}: CS1 maint: multiple names: authors list (link)
    6. Russell, RM (ଜାନୁଆରୀ 2004). "The enigma of beta-carotene in carcinogenesis: what can be learned from animal studies". The Journal of nutrition. 134 (1): 262S–268S. PMID 14704331.
    7. Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. p. 331. ISBN 9783527326693.
    8. "WHO Model List of EssentialMedicines" (PDF). World Health Organization. ଅକ୍ଟୋବର 2013. Retrieved 22 ଅପ୍ରେଲ 2014.
    9. "Name". International Drug Price Indicator Guide. Retrieved January 2016. {{cite web}}: Check date values in: |accessdate= (help)[permanent dead link]