Jump to content

ହାଇଡ୍ରକ୍ସିଜିନ

ଉଇକିପିଡ଼ିଆ‌ରୁ
(Hydroxyzineରୁ ଲେଉଟି ଆସିଛି)
ହାଇଡ୍ରକ୍ସିଜିନ
Clinical data
Pronunciation/hˈdrɒksɪzn/
Trade namesAtarax, Vistaril, others
SynonymsUCB-4492
AHFS/Drugs.commonograph
MedlinePlusa682866
Pregnancy
category
  • AU: A
  • US: C (Risk not ruled out)
    Routes of
    administration
    By mouth, intramuscular injection
    ATC code
    Legal status
    Legal status
    • AU: S4 (Prescription only)
    • ℞ (Prescription only)
    Pharmacokinetic data
    BioavailabilityHigh
    Protein binding93%
    MetabolismHepatic
    MetabolitesCetirizine, others
    Elimination half-lifeAdults: 20.0 hours[][]
    Children: 7.1 hours[]
    ExcretionUrine, feces
    Identifiers
    • (±)-2-(2-{4-[(4-chlorophenyl)-phenylmethyl]piperazin-1-yl}ethoxy)ethanol
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.630 Edit this at Wikidata
    Chemical and physical data
    FormulaC21H27ClN2O2
    Molar mass374.904 g/mol
    3D model (JSmol)
    • Clc1ccc(cc1)C(c2ccccc2)N3CCN(CC3)CCOCCO
    • InChI=1S/C21H27ClN2O2/c22-20-8-6-19(7-9-20)21(18-4-2-1-3-5-18)24-12-10-23(11-13-24)14-16-26-17-15-25/h1-9,21,25H,10-17H2 checkY
    • Key:ZQDWXGKKHFNSQK-UHFFFAOYSA-N checkY
      (verify)

    ହାଇଡ୍ରକ୍ସିଜିନ (ଇଂରାଜୀ ଭାଷାରେ Hydroxyzine, ଏକ ବିକ୍ରୟ ନାମ ଆଟାରାକ୍ସ/ Atarax) ଏକ ପ୍ରକାର ଆଣ୍ଟିହିସ୍ଟାମିନ (antihistamine) ଟାଇପର ଔଷଧ ।[] ଉଦ୍‌ବେଗ, ଅଇ (nausea) ଓ ଗଲୁ (itchiness) ହେଉଥିଲେ ଏହି ଔଷଧ ଦିଆଯାଏ ।[] ଏହି ଔଷଧ ପାଟିରେ (by mouth) ବା ମାଂସପେଶୀରେ (injection into a muscle) ଇଞ୍ଜେକସନ ଆକାରରେ ଦିଆଯାଏ । []

    ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବିନ୍ଧା ଓ ଶୁଷ୍କ ପାଟି (dry mouth) ହୋଇଯାଏ ।[][] ସାଂଘାତିକ ପ୍ରତିକ୍ରିୟା ହେଲେ ଇସିଜିରେ କ୍ୟୁଟି ଲମ୍ବ ହୋଇଯାଏ (QT prolongation) ।[] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହି ଔଷଧର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[] ହିସ୍ଟାମିନ (histamine) ପ୍ରଭାବକୁ ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।[] ପିପେରାଜିନ (piperazine) ରାସାୟନିକ ଦ୍ରବ୍ୟମାନଙ୍କ ପରିବାରର ଏହା ଏକ ସଦସ୍ୟ । []

    ସନ ୧୯୫୬ରେ ୟୁନିଅନ ସିମିକ ବେଲଗେ (en:Union Chimique Belge) ପ୍ରଥମେ ହାଇଡ୍ରକ୍ସିଜିନ ଔଷଧ ସିନଥେସିସ (made) ବା ପ୍ରସ୍ତୁତ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଏହାକୁ ସେହି ବର୍ଷ ଫାଇଜର (Pfizer) କମ୍ପାନୀଦ୍ୱାରା ବିକ୍ରୟ ନିମନ୍ତେ ସ୍ୱୀକୃତି ଦେଇଥିଲେ ।[][] ସଂଯୁକ୍ତ ରାଷ୍ଟ୍ରରେ ୨୮ ମାତ୍ରାର ଔଷଧର ୧ ପାଉଣ୍ଡରୁ କମ ମୂଲ୍ୟରେ ବିକ୍ରୟ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହାର ଏକ ଡୋଜର ହୋଲସେଲ ମୁଲ୍ୟ ପ୍ରାୟ ୦.୦୫ ଆମେରିକୀୟ ଡଲାର ଥିଲା ।[] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୮ ନିୟୁତ ପ୍ରେସକ୍ରିପସନ ଥିଲା ।[]

    1. 1 2 Paton DM, Webster DR (1985). "Clinical pharmacokinetics of H1-receptor antagonists (the antihistamines)". Clin Pharmacokinet. 10 (6): 477–97. doi:10.2165/00003088-198510060-00002. PMID 2866055.
    2. Simons FE, Simons KJ, Frith EM (January 1984). "The pharmacokinetics and antihistaminic of the H1 receptor antagonist hydroxyzine". The Journal of Allergy and Clinical Immunology. 73 (1 Pt 1): 69–75. doi:10.1016/0091-6749(84)90486-x. PMID 6141198.
    3. 1 2 3 4 5 6 7 "Hydroxyzine Hydrochloride Monograph for Professionals". Drugs.com. American Society of Health-System Pharmacists. Retrieved 21 November 2018.
    4. 1 2 3 4 British national formulary : BNF 74 (74 ed.). British Medical Association. 2017. p. X. ISBN 978-0857112989.
    5. Shorter, Edward (2009). Before Prozac: the troubled history of mood disorders in psychiatry. Oxford [Oxfordshire]: Oxford University Press. ISBN 0-19-536874-6.
    6. "NADAC as of 2018-11-21". Centers for Medicare and Medicaid Services (in ଇଂରାଜୀ). Archived from the original on 2019-06-01. Retrieved 21 November 2018.
    7. "The Top 300 of 2019". clincalc.com (in ଇଂରାଜୀ). Retrieved 21 November 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]