କୋକେନ

ଉଇକିପିଡ଼ିଆ‌ରୁ
କୋକେନ (INN)
Kokain - Cocaine.svg
Cocaine-from-xtal-1983-3D-balls.png
Clinical data
SynonymsBenzoylmethylecgonine
Coke
AHFS/Drugs.comMicromedex Detailed Consumer Information
Pregnancy
category
  • US: C (Risk not ruled out)
Dependence
liability
Physical: Yes[୧][୨]
Psychological: High[୨]
Addiction
liability
High[୩]
Routes of
administration
Topical, oral, insufflation, intravenous
ATC code
Legal status
Legal status
Pharmacokinetic data
BioavailabilityOral: 33%[୪]
Insufflated: 60[୫]–80%[୬]
Nasal spray: 25[୭]–43%[୪]
MetabolismHepatic CYP3A4
Onset of actionSeconds to minutes[୮]
Elimination half-life1 hour
Duration of action5 to 90 minutes[୮]
ExcretionKidney
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.000.030 Edit this at Wikidata
Chemical and physical data
FormulaC17H21NO4
Molar mass303.353 g/mol
3D model (JSmol)
Melting point98 °C (208 °F)
Boiling point187 °C (369 °F)
Solubility in waterHCl: 1800–2500 mg/mL (20 °C)
 ☒NcheckY (what is this?)  (verify)

କୋକେନ, ବା ବେଞ୍ଜୋଏଲମିଥାଇଲେକଗୋନିନ ବା କୋକ (ଇଂରାଜୀ ଭାଷାରେ Cocaine, ବା benzoylmethylecgonine ବା coke, ଏକ ତୀବ୍ର ଉତ୍ତେଜକ ଯାହା ଆମୋଦଦାୟକ ଔଷଧ ରୂପେ ବ୍ୟବହାର ହୁଏ । [୯] ଦେହ ମଧ୍ୟକୁ ଏହା ଶୁଙ୍ଘିବା ଦ୍ୱାରା, ପ୍ରଶ୍ୱାସରେ ବା ଶିରାରେ ଇଞ୍ଜେକସନ ସାହାଯ୍ୟରେ ଏହି ଔଷଧ ପ୍ରବେଶ କରେଇଦିଆଯାଏ ଅବାସ୍ତବତା, ତୀବ୍ର ସୁଖ ଅନୁଭବ ବା ଉତ୍ତେଜନା ଇତ୍ୟାଦି ମାନସିକ ପ୍ରଭାବ ଅନୁଭୁତ ହୁଏ । ଏହି ଔଷଧ ନେଲେ ଦ୍ରୁତ ହୃତ ସ୍ପନ୍ଦନ, ଝାଳ ନିଷ୍କାସନ ଓ ବଡ଼ ଆଖି ପୁଅ ଇତ୍ୟାଦି ଲକ୍ଷଣ ପ୍ରକାଶିତ ହୁଏ । [୮] ଅତ୍ୟଧିକ ମାତ୍ରାରେ ନେଲେ ଦେହ ଉତ୍ତାପ ବୃଦ୍ଧି, ଓ ଉଚ୍ଚ ରକ୍ତଚାପ ହୁଏ । [୧୦] ଏହା ବ୍ୟବହାର କରିବାର କିଛି ସେକେଣ୍ଡରୁ କିଛି ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇ ୫ରୁ ୯୦ ମିନିଟ ପର୍ଯ୍ୟନ୍ତ ରହେ । [୮] ଏହାର ଡାକ୍ତରୀ ବ୍ୟବହାର ବହୁତ ଅଳ୍ପ ଅଛି; ଦେହର ସ୍ଥାନୀୟ ଅପରେସନ ସମୟରେ କାଲୁଆ କରିବା ଓ ନାକ ଅପରେସନ ସମୟରେ ରକ୍ତସ୍ରାବ କମ କରିବା । [୧୧]

ମସ୍ତିସ୍କର ମେସୋଲିମ୍ବିକ ପାଥୱେ ସ୍ଥାନରେ କୋକେନ ଏକ ନିଶା ଦ୍ରବ୍ୟ ଭାବେ କାମ କରେ । ଅଳ୍ପ ବ୍ୟବହାର ପରେ ଲୋକ କୋକେନ ନିର୍ଭରଶୀଳ ହେବା ସଙ୍କଟ ଜାତ ହୁଏ । [୯] ଏହାକୁ ବ୍ୟବହାର କଲେ ଷ୍ଟ୍ରୋକ, ହୃଦଘାତ, ରକ୍ତ ସଂକ୍ରମଣହୃଦ୍‌ପାତ ରୋଗ ସଙ୍କଟ ଜାତ ହୁଏ ଓ ଏହାର ଧୂମ୍ରପାନ କଲେ ଫୁସଫୁସ ରୋଗ ହୁଏ । [୯][୧୨] ରାସ୍ତା କଡରେ ବିକ୍ରି ହେଉଥିବା କୋକେନରେ ଲୋକାଲ ଆନେସଥେଟିକ, କର୍ନଷ୍ଟାର୍ଚ, କୁଇନାଇନ କିମ୍ବା ସୁଗର ମିଶ୍ରିତ ହୋଇଥାଏ ଯାହାଦ୍ୱାରା ଅଧିକ ବିଷାକ୍ତ ହେବା ସମ୍ଭାବନା ରହେ [୧୩] ବାରମ୍ବାର ଏହା ଗ୍ରହଣ କଲେ ଆନନ୍ଦ ଅନୁଭୁତି ଶକ୍ତି କମିଯାଏ ଓ ଅଧିକ ଥକ୍କା ଲାଗେ । [୯]

ସେରୋଟୋନିନ–ନରଏପିନେଫ୍ରିନ–ଡୋପାମିନ ରିଅପଟେକ ଇନହିବିଟର ଭାବରେ କୋକେନ କାମ କରେ । ଏହା ଫଳରେ ସେହି ତିନି ନିଉରୋଟ୍ରାନ୍ସମିଟର ସାନ୍ଦ୍ରତା ବଢିଯାଏ । [୯] ଏହା ବ୍ଲଡ଼-ବ୍ରେନ ବାରିଅର ଅତିକ୍ରମ କରେ ଓ ଏହାକୁ ଭାଙ୍ଗି ଦେଇପାରେ ।[୧୪][୧୫] ଦକ୍ଷିଣ ଆମେରିକାରେ କୋକା ଗଛର ପତ୍ରରୁ କୋକେନ ପ୍ରସ୍ତୁତ କରାଯାଏ । [୮] ସନ ୨୦୧୩ରେ ୪୧୯ କିଲୋ ଆଇନଗତ କୋକେନ ପ୍ରସ୍ତୁତ କରାଯାଇଥିଲା । [୧୬] ଆକଳନରେ ଦେଖାଯାଇଛି ପ୍ରତିବର୍ଷ ବେଆଇନ ମାର୍କେଟରେ ୧୦୦ରୁ ୫୦୦ ବିଲିଅନ ୟୁଏସ ଡଲାରର କାରବାର ହୁଏ । ସାଧାରଣ କୋକେନ ପରିସ୍କାର କରି କ୍ରାକ କୋକେନ ତିଆରି ହୁଏ । [୯]

ପୃଥିବୀରେ ଗଞ୍ଜେଇ ପରେ ସର୍ବାଧିକ ବେଆଇନ ଡ୍ରଗ କୋକେନ ବ୍ୟବହାର ହୁଏ । [୧୭] ପ୍ରତି ବର୍ଷ ୧୪ରୁ ୨୧ ନିୟୁତ ଲୋକ ଏହା ବ୍ୟବହାର କରନ୍ତି । ଉତ୍ତର ଆମେରିକାରେ ଏହା ସର୍ବାଧିକ ବ୍ୟବହାର ହୁଏ ଓ ତା ପଛକୁ ୟୁରୋପ ଓ ଦକ୍ଷିଣ ଆମେରିକାରେ ବ୍ୟବହାର ହୁଏ । ବିକଶିତ ଦେଶମାନଙ୍କରେ ୧ରୁ ୩ % ଲୋକ ଜୀବନରେ କେତେବେଳେ ହେଲେ ଥରେ ଏହା ବ୍ୟବହାର କରିଥାଆନ୍ତି । [୯] ସନ ୧୯୯୦ରେ କୋକେନ ଯୋଗୁ ୨୪୦୦ ମୃତ୍ୟୁ ହୋଇଥିଲା ବେଳେ ୨୦୧୩ରେ ଏହା ବଢିଯାଇ ୪୩୦୦ ହୋଇଥିଲା । [୧୮] ଆଦିମ କାଳରୁ ପେରୁର ଲୋକମାନେ କୋକା ଗଛର ପତ୍ର ବ୍ୟବହାର କରୁଥିଲେ । [୧୩] ସନ ୧୮୬୦ରେ ପ୍ରଥମେ ପତ୍ରରୁ କୋକେନ ପ୍ରସ୍ତୁତ ହୋଇଥିଲା । [୯] ସନ ୧୯୬୧ରୁ ସିଙ୍ଗଲ କନଭେନସନ ଅନ ନାରକୋଟିକ ଡ୍ରଗ ଆବଶ୍ୟକ କରୁଛନ୍ତି; କୋକେନର ଆମୋଦ ବ୍ୟବହାରକୁ କାନୁନୀ ଅପରାଧ ଭାବେ ନିଆଯାଉ ।[୧୯]

ଆଧାର[ସମ୍ପାଦନା]

  1. Freye, Enno (2009). Pharmacology and abuse of cocaine, amphetamines, ecstasy and related designer drugs a comprehensive review on their mode of action, treatment of abuse and intoxication (Online-Ausg. ed.). Dordrecht: Springer. p. 63. ISBN 9789048124480.
  2. ୨.୦ ୨.୧ Hamid Ghodse (2010). Ghodse's Drugs and Addictive Behaviour: A Guide to Treatment (4 ed.). Cambridge University Press. p. 91. ISBN 9781139485678.
  3. Introduction to Pharmacology Third Edition. Abingdon: CRC Press. 2007. pp. 222–223. ISBN 9781420047424.
  4. ୪.୦ ୪.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  5. Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  6. Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  7. Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  8. ୮.୦ ୮.୧ ୮.୨ ୮.୩ ୮.୪ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  9. ୯.୦ ୯.୧ ୯.୨ ୯.୩ ୯.୪ ୯.୫ ୯.୬ ୯.୭ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  10. Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  11. Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  12. Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  13. ୧୩.୦ ୧୩.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  14. Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  15. Karch, Steven B. (2009). Karch's pathology of drug abuse (4 ed.). Boca Raton: CRC Press. p. 70. ISBN 9780849378812.
  16. Narcotic Drugs 2014 (pdf). INTERNATIONAL NARCOTICS CONTROL BOARD. 2015. p. 21. ISBN 9789210481571.
  17. Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  18. Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  19. Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.