Jump to content

ଲୁରାସିଡନ

ଉଇକିପିଡ଼ିଆ‌ରୁ
ଲୁରାସିଡନ
Ball-and-stick model of the lurasidone molecule
Clinical data
Pronunciation/ljʊəˈræsɪdn/
Trade namesLatuda, others
SynonymsSM-13,496
AHFS/Drugs.commonograph
MedlinePlusa611016
data
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    By mouth
    Drug classAtypical antipsychotic[]
    ATC code
    Legal status
    Legal status
    Pharmacokinetic data
    Bioavailability9–19% (oral)[]
    Protein binding~99%[]
    MetabolismLiver (CYP3A4-mediated)[]
    Elimination half-life18–40 hours[][]
    ExcretionFaecal (67–80%),
    renal (9–19%)[][]
    Identifiers
    • (3aR,4S,7R,7aS)-2-{(1R,2R)-2-[4-(1,2-benzisothiazol-3-yl)piperazin-1-ylmethyl] cyclohexylmethyl}hexahydro-4,7-methano-2H-isoindole-1,3-dione
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.225.187 Edit this at Wikidata
    Chemical and physical data
    FormulaC28H36N4O2S
    Molar mass492.68 g/mol
    3D model (JSmol)
    Specific rotation[α]20D −59°
    Melting point176 to 178 °C (349 to 352 °F)
    Solubility in water0.224 mg/mL (20 °C)
    • C1CC[C@H]([C@@H](C1)CN2CCN(CC2)C3=NSC4=CC=CC=C43)CN5C(=O)[C@H]6[C@@H]7CC[C@@H](C7)[C@H]6C5=O
    • InChI=1S/C28H36N4O2S/c33-27-24-18-9-10-19(15-18)25(24)28(34)32(27)17-21-6-2-1-5-20(21)16-30-11-13-31(14-12-30)26-22-7-3-4-8-23(22)35-29-26/h3-4,7-8,18-21,24-25H,1-2,5-6,9-17H2/t18-,19+,20-,21-,24+,25-/m0/s1
    • Key:PQXKDMSYBGKCJA-CVTJIBDQSA-N

    ଲୁରାସିଡନ (ଇଂରାଜୀ ଭାଷାରେ Lurasidone, ଏକ ବିକ୍ରୟ ନାମ ଲାଟୁଡା/Latuda) ଏକ ଆଣ୍ଟିସାଇକୋଟିକ (antipsychotic) ଔଷଧ ଯାହା ସିଜୋଫ୍ରେନିଆବାଇପୋଲାର ଡିଜଅଡର ରୋଗ ଚିକିତ୍ସା ନିମନ୍ତେ ଦିଆଯାଏ ।[] ବାଇପୋଲାର ଡିଜଅଡର ରୋଗରେ ଏହା ସ‌ହିତ ଭାଲପ୍ରୋଏଟ ବା ଲିଥିଅମ (lithium) ଭଳି ମୁଡ ସ୍ଟାବିଲାଇଜର (mood stabilizer) ଔଷଧ ଦିଆଯାଏ ।[] ଏହା ପାଟିରେ ଦିଆଯାଏ ।[]

    ଲୁରାସିଡନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଅଇ, ତରଳ ଝାଡ଼ା, ଚଳନ ଅସୁବିଧା (movement disorders) ହୋଇପାରେ ।[] ପ୍ରତିକ୍ରିୟା ସାଂଘାତିକ ହେଲେ ସ୍ଥାୟୀ ଚଳପ୍ରଚଳ ଅସୁବିଧା (tardive dyskinesia), ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଆତ୍ମହତ୍ୟା ସଙ୍କଟ, ଆଞ୍ଜିଓଇଡିମା ଓ ଅଧିକ ରକ୍ତ ଶର୍କରା ଦେଖାଯାଇପାରେ ।[] ବ‌ୟସ୍କ ଲୋକର ଡିମେନ୍ସିଆ ଯୋଗୁ ସାଇକୋସିସ ଥିଲେ ମୃତ୍ୟୁ ସଙ୍କଟ ଅଧିକ ରହେ ।[] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[] ଏହାର କାର୍ଯ୍ୟବିଧି ଅସ୍ପଷ୍ଟ ଥିଲେ ମଧ୍ୟ ମସ୍ତିଷ୍କରେ ଥବା ଡୋପାମିନ୍ସେରୋଟୋନିନ (serotonin) ଉପରେ ପ୍ରଭାବ ଥିବା ବିଶ୍ୱାସ କରାଯାଏ ।[]

    ଲୁରାସିଡନ ସନ ୨୦୧୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୯୦.୭୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧୯୦.୨୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[] ସନ ୨୦୧୬ରେ ଏହାର ୨.୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୨୭ ତମ ସ୍ଥାନରେ ଥଲା ।[]

    ଏହା ମଧ୍ୟ ଦେଖନ୍ତୁ

    [ସମ୍ପାଦନା]
    1. 1 2 3 4 5 6 7 8 9 "Lurasidone Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 21 March 2019.
    2. 1 2 3 4 "Product information Latuda (lurasidone hydrochloride)" (PDF). TGA eBusiness Services. Therapeutic Goods Administration. 16 April 2014. Retrieved 1 May 2014.
    3. 1 2 3 ଆଧାର ଭୁଲ: ଅଚଳ <ref> ଚିହ୍ନ; EMA ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
    4. 1 2 British national formulary : BNF 76 (76 ed.). Pharmaceutical Press. 2018. pp. 393–394. ISBN 9780857113382.
    5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    6. "The Top 300 of 2019". clincalc.com. Retrieved 26 February 2019.

    ବାହ୍ୟ ଲିଙ୍କ

    [ସମ୍ପାଦନା]