ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟ
Medroxyprogesterone acetate.svg
17-acetato de medroxiprogesterona3D.png
Clinical data
Trade names Provera, Depo-Provera, Depo-SubQ Provera 104, Curretab, Cycrin, Farlutal, Gestapuran, Perlutex, Veramix, others[୧]
AHFS/Drugs.com monograph
MedlinePlus a604039
Pregnancy
category
  • US: X (Contraindicated)
Routes of
administration
by mouth, intramuscular, subcutaneous
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability 99%[୨]
Protein binding 88% (to albumin)[୨]
Biological half-life By mouth: 12–33 hours[୩][୪]
I.M.: ~50 days[୫]
S.C.: ~40 days[୬]
Identifiers
Synonyms NSC-26386[୭]
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard 100.000.689
Chemical and physical data
Formula C24H34O4
Molar mass 386.52 g/mol
3D model (Jmol)
  (verify)

ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟ (ଇଂରାଜୀ ଭାଷାରେ Medroxyprogesterone acetate ବା MPA), ବିକ୍ରୟ ନାମ ଡେପୋ-ପ୍ରୋଭେରା/Depo-Provera) ଏକ କୃତ୍ରିମ ପ୍ରଜେସ୍ଟିନ (progestin) ଟାଇପର ହରମୋନ (hormone) ଯାହା କାରଖାନାରେ ପ୍ରସ୍ତୁତ କରାଯାଏ । ଏହା ଜନ୍ମ ନିରୋଧ (birth control) ନିମନ୍ତେ ଓ ଋତୁବନ୍ଦ ଲକ୍ଷଣ (menopausal symptoms) ଉପସମ ନିମନ୍ତେ ହରମୋନ ବଦଳ ଥେରାପି (hormone replacement therapy) ଭାବରେ ବ୍ୟବ‌ହାର କରାଯାଏ ।ଏଣ୍ଡୋମେଟ୍ରିଓସିସ, ଅସାଧାରଣ ଜରାୟୁ ରକ୍ତସ୍ରାବ (abnormal uterine bleeding), ପାରାଫିଲିଆ (abnormal sexuality in males) ଓ କେତେକ କର୍କଟ ରୋଗର ଚିକିତ୍ସାରେ ଦିଆଯାଏ । ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (into a muscle) ବା ଚର୍ମତଳ ଇଞ୍ଜେକସନ (under the skin) ଆକାରରେ ଦିଆଯାଏ ।[୮]

ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଋତୁରୋଧ (no periods), ପେଟ ଯନ୍ତ୍ରଣା, ମୁଣ୍ଡବଥାଉଦ୍‌ବେଗ (anxiety) ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ଓଷ୍ଟିଓପୋରୋସିସ, ରକ୍ତ ଜମାଟ (blood clots), ଆଲର୍ଜି ପ୍ରତିକ୍ରିୟା, ଅବସାଦ (depression) ଓ ଯକୃତ ସମସ୍ୟା (liver problems) ଦେଖାଯାଇପାରେ । ଗର୍ଭାବସ୍ଥାରେ ଦେଲେ ଶିଶୁର ହାନୀ ହୋଇପାରେ । ଦେହରୁ ନିର୍ଗତ ହେଉଥିବାଗୋନାଡୋଟ୍ରପିନ (gonadotropins) କ୍ଷରଣ ଏହା କମେଇ ଦେଇ କାର୍ଯ୍ୟକ୍ଷମ ହୁଏ ।[୮]

ସନ ୧୯୫୮ରେ ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟ ପେଟେଣ୍ଟ ହୋଇଥିଲା ଓ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୯] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଭାଏଲର ମୂଲ୍ୟ ୦.୫୯ରୁ ୧.୫୭ ଆମେରିକୀୟ ଡଲାର ।[୧୧] ଇଂଲଣ୍ଡରେ ଏହି ଡୋଜର ମୂଲ୍ୟ ପ୍ରାୟ ୬.୦୧ ପାଉଣ୍ଡ । [୧୨] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଡୋଜର ମୂଲ୍ୟ ପ୍ରାୟ ୨୫ ଆମେରିକୀୟ ଡଲାରରୁ କମ୍ ଥିଲା । [୧୩]

ଆଧାର[ସମ୍ପାଦନା]

  1. Index Nominum 2000: International Drug Directory. Taylor & Francis. January 2000. pp. 638–. ISBN 978-3-88763-075-1. 
  2. ୨.୦ ୨.୧ Schindler AE, Campagnoli C, Druckmann R, Huber J, Pasqualini JR, Schweppe KW, Thijssen JH (2008). "Classification and pharmacology of progestins". Maturitas 61 (1–2): 171–80. doi:10.1016/j.maturitas.2008.11.013. PMID 19434889. 
  3. "Provera" (PDF). FDA. 2007. Retrieved 23 December 2016. 
  4. Kuhl H (August 2005). "Pharmacology of estrogens and progestogens: influence of different routes of administration". Climacteric. 8 Suppl 1: 3–63. doi:10.1080/13697130500148875. PMID 16112947. 
  5. "Depo_Provera" (PDF). FDA. 2002. Retrieved 23 December 2016. 
  6. "depo-subQ Provera" (PDF). FDA. 2009. Retrieved 23 December 2016. 
  7. Elks J (14 November 2014). The Dictionary of Drugs: Chemical Data: Chemical Data, Structures and Bibliographies. Springer. p. 657. ISBN 978-1-4757-2085-3. 
  8. ୮.୦ ୮.୧ "Medroxyprogesterone Acetate". The American Society of Health-System Pharmacists. Retrieved 8 December 2016. 
  9. Fischer J, Ganellin CR (2006). Analogue-based Drug Discovery. John Wiley & Sons. p. 478. ISBN 978-3-527-60749-5. 
  10. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016. 
  11. "Medroxyprogesterone Acetate". International Drug Price Indicator Guide. Retrieved 8 December 2016. 
  12. British National Formulary : BNF 69 (69th ed.). British Medical Association. 2015. p. 555. ISBN 978-0-85711-156-2. 
  13. Hamilton R (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 363. ISBN 9781284057560.