Jump to content

ଡୋନେପେଜିଲ

ଉଇକିପିଡ଼ିଆ‌ରୁ
(Donepezilରୁ ଲେଉଟି ଆସିଛି)
ଡୋନେପେଜିଲ
Clinical data
Trade namesAricept, others
AHFS/Drugs.commonograph
MedlinePlusa697032
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth (tablets)
    ATC code
    Legal status
    Legal status
    • AU: S4 (Prescription only)
    • US: ℞-only
    • ℞ (Prescription only)
    Pharmacokinetic data
    Bioavailability100%
    Protein binding96%
    Elimination half-life70 hours
    Excretion0.11-0.13 (L/h/kg)
    Identifiers
    • (RS)-2-[(1-Benzyl-4-piperidyl)methyl]-5,6-dimethoxy-2,3-dihydroinden-1-one
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    PDB ligand
    ECHA InfoCard100.125.198 Edit this at Wikidata
    Chemical and physical data
    FormulaC24H29NO3
    Molar mass୩୭୯.୫0 g·mol−1
    3D model (JSmol)
    ChiralityRacemic mixture
    • O=C2c1cc(OC)c(OC)cc1CC2CC4CCN(Cc3ccccc3)CC4
    • InChI=1S/C24H29NO3/c1-27-22-14-19-13-20(24(26)21(19)15-23(22)28-2)12-17-8-10-25(11-9-17)16-18-6-4-3-5-7-18/h3-7,14-15,17,20H,8-13,16H2,1-2H3 checkY
    • Key:ADEBPBSSDYVVLD-UHFFFAOYSA-N checkY
      (verify)

    ଡୋନେପେଜିଲ (ଇଂରାଜୀ ଭାଷାରେ Donepezil, ଏକ ବିକ୍ରୟ ନାମ ଆରିସେପ୍ଟ/ Aricept ଯାହା ଆଲଜିମର ରୋଗ ଚିକିତ୍ସା ନିମନ୍ତେ ଦିଆଯାଏ ।[] ଏହା ମାନସିକ ସ୍ଥିତିରେ ସାମାନ୍ୟ ଉନ୍ନତି ଆଣେ ।[] ଏହାର ବ୍ୟବ‌ହାରରେ କିନ୍ତୁ ରୋଗର ପ୍ରଗତିରେ କିଛି ପରିବର୍ତ୍ତନ ଆସେନି ।[] କୌଣସି ଉପକାର ନମିଳିଲେ ଏହି ଔଷଧ ବନ୍ଦ କରିବାକୁ ଉପଦେଶ ଦିଆଯାଏ । [] ଏହାକୁ ପାଟିରେ ଦିଆଯାଏ । []

    ଡୋନେପେଜିଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ନିଦ୍ରା ସମସ୍ୟା, ତରଳ ଝାଡ଼ା, ଆକ୍ରମଣଶୀଳ, ଥକ୍କା ଅନୁଭବ ଓ ମାଂସପେଶୀ କ୍ରାମ୍ପ ହୋଇପାରେ । [][] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଅନିୟମିତ ହୃଦ୍‌ଗତି (heart arrythmia), ମୂତ୍ରାବଧାରଣ (urinary retention) ବା ବାତ (seizures) ହୋଇପାରେ ।[] ଡୋନେପେଜିଲ ଏକ କେନ୍ଦ୍ରୀୟ ଆସେଟାଇଲ୍ଲକୋଲିନଇସ୍ଟରେଜ ଅବରୋଧକାରୀ (acetylcholinesterase inhibitor) ଔଷଧ ।[]

    ସନ ୧୯୯୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଡୋନେପେଜିଲ ଔଷଧ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଖର୍ଚ୍ଚ ବାବଦକୁ ପ୍ରାୟ ୮.୪୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼େ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧.୩୮ ଆମେରିକୀୟ ଡଲାର ।[] ସନ ୨୦୧୬ରେ ଏହାର ୭ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୯୮ତମ ସ୍ଥାନରେ ତାଲିକାଭୁକ୍ତ ହୋଇଥିଲା ।[]

    1. 1 2 3 4 5 6 "Donepezil Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 4 February 2019.
    2. Birks, JS; Harvey, RJ (18 June 2018). "Donepezil for dementia due to Alzheimer's disease". The Cochrane Database of Systematic Reviews. 6: CD001190. doi:10.1002/14651858.CD001190.pub3. PMID 29923184.
    3. Swedish Council on Health Technology Assessment (June 2008). "Dementia -- Caring, Ethics, Ethnical and Economical Aspects: A Systematic Review". PMID 28876770. {{cite journal}}: Cite journal requires |journal= (help)
    4. 1 2 3 4 British national formulary : BNF 76 (76 ed.). Pharmaceutical Press. 2018. p. 300. ISBN 9780857113382.
    5. "NADAC as of 2019-01-30". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-27. Retrieved 4 February 2019.
    6. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]