କ୍ଲୋକ୍ସାସିଲିନ

ଉଇକିପିଡ଼ିଆ ରୁ
Jump to navigation Jump to search
କ୍ଲୋକ୍ସାସିଲିନ
Cloxacillin.svg
Cloxacillin ball-and-stick.png
Clinical data
Trade namesCloxapen, others
AHFS/Drugs.comMicromedex Detailed Consumer Information
Pregnancy
category
  • US: B (No risk in non-human studies)
Routes of
administration
by mouth, IM
ATC code
Pharmacokinetic data
Bioavailability37 to 90%
Protein binding95%
Elimination half-life30 minutes to 1 hour
Excretionkidney and biliary
Identifiers
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.468 Edit this at Wikidata
Chemical and physical data
FormulaC19H18ClN3O5S
Molar mass435.88 g/mol
3D model (JSmol)
  (verify)

କ୍ଲୋକ୍ସାସିଲିନ (ଇଂରାଜୀ ଭାଷାରେCloxacillin) ଏକ ଆଣ୍ଟବାୟୋଟିକ ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ । ଏହି ସଂକ୍ରମଣମାନଙ୍କର ନାମ ଇମ୍ପେଟିଗୋ (impetigo), ସେଲ୍ୟୁଲାଇଟିସ (cellulitis), ନିମୋନିଆ, ସେପ୍ଟିକ ଆର୍ଥ୍ରାଇଟିସ (septic arthritis) ଓ ବ‌ହିଃକର୍ଣ୍ଣ ପ୍ରଦାହ (otitis externa) ଇତ୍ୟାଦି ।[୧] ମେଥିସିଲିନ-ରୋଧୀ ସ୍ଟାଫିଲୋକୋକସ (Methicillin-resistant Staphylococcus aureus ବା MRSA) ଜୀବାଣୁ ନିମନ୍ତେ କାର୍ଯ୍ୟକାରୀ ହୁଏନାହିଁ । [୨] ଉଭୟ ପାଟିରେ ଓ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧]

କ୍ଲୋକ୍ସାସିଲିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ାଆନାଫାଇଲାକ୍ସିସ (anaphylaxis) ସ‌ହିତ ଆଲର୍ଜି (allergic reaction) ହୋଇପାରେ ।[୧] କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା (Clostridium difficile diarrhea) ହୋଇପାରେ ।[୨] ଅତୀତରେ ପେନିସିଲିନ ଆଲର୍ଜି (penicillin allergy) ଥିବା ବ୍ୟକ୍ତିଙ୍କୁ ଏହି ଔଷଧ ଦିଆଯାଏ ନାହିଁ । ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ଜଣାଯାଏ । [୧] ଏହା ପେନିସିଲିନ (penicillin) ପରିବାରର ଏକ ଔଷଧ । [୨]

ସନ ୧୯୬୦ରେ କ୍ଲୋକ୍ସାସିଲିନ ପେଟେଣ୍ଟ ହୋଇ ୧୯୬୫ରେ ଡାକ୍ତରୀ ବ୍ୟବ‌ହାରରେ ଲାଗିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ ଏକ ଦିନର ଏହି ଔଷଧର ବଟିକା ଖର୍ଚ୍ଚ ପ୍ରାୟ ୦.୧୬ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବ୍ୟବସାୟୀକ ଭିତ୍ତିରେ ତିଆରି ହୁଏନାହିଁ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ WHO Model Formulary 2008 (PDF). World Health Organization. 2009. pp. 110, 586. ISBN 9789241547659. Retrieved 8 December 2016.
  2. ୨.୦ ୨.୧ ୨.୨ ୨.୩ "Cloxacillin (Professional Patient Advice)". www.drugs.com. Retrieved 10 December 2016.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 490. ISBN 9783527607495.
  4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  5. "Cloxacillin Sodium". International Drug Price Indicator Guide. Retrieved 8 December 2016.