ଗ୍ଲୁଟାରାଲଡିହାଇଡ

ଉଇକିପିଡ଼ିଆ ରୁ
Jump to navigation Jump to search
ଗ୍ଲୁଟାରାଲଡିହାଇଡ
Skeletal formula of glutaraldehyde
Ball-and-stick model of the glutaraldehyde molecule
Names
Preferred IUPAC name
Pentanedial[୧]
Other names
Glutaraldehyde
Glutardialdehyde
Glutaric acid dialdehyde
Glutaric aldehyde
Glutaric dialdehyde
1,5-Pentanedial
Identifiers
CAS number 111-30-8 YesY
PubChem 3485
ChemSpider 3365 YesY
UNII T3C89M417N YesY
KEGG D01120 YesY
Jmol-3D images Image 1
Properties
Appearance Clear liquid
Odor pungent[୨]
Density 1.06 g/mL
Melting point −୧୪ °C (୭ °F; ୨୫୯ K)
Boiling point ୧୮୭ °C (୩୬୯ °F; ୪୬୦ K)
Solubility in water Miscible, reacts
Vapor pressure 17 mmHg (20°C)[୨]
Hazards
US health exposure limits (NIOSH):
Except where noted otherwise, data are given for materials in their standard state (at 25 °C (77 °F), 100 kPa)
 YesY (verify) (what is: YesY/N?)
Infobox references

ଗ୍ଲୁଟାରାଲଡିହାଇଡ Glutaraldehyde, ବିକ୍ରୟ ନାମ ଗ୍ଲୁଟେରାଲ ) ଏକ ଡିସଇନଫେକ୍ଟାଣ୍ଟ (disinfectant ) ଓ ଔଷଧ । [୩][୪] ଏହାଦ୍ୱାରା ଅପରେଶନ ଯନ୍ତ୍ରପାତି ଇତ୍ୟାଦି ଜୀବାଣୁମୁକ୍ତ ବା ସ୍ଟେରିଲାଇଜ (surgical instruments) କରାଯାଏ ।[୩] ପାଦରେ ହେଉଥିବା ଭାତୁଡ଼ିରେ (warts on the bottom of the feet|) ଏହା ଔଷଧ ଭାବରେ ଲଗାଯାଏ ।[୪] ଏହା ତରଳ ପଦାର୍ଥ ଆକାରରେ ବ୍ୟବ‌ହାର କରାଯାଏ । [୩]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ଜଳାପୋଡ଼ା ହୁଏ ।[୪] ବେଶୀ ପରିମାଣ ସଂସ୍ପର୍ଶରେ ଆସିଲେ ଅଇ, ମୁଣ୍ଡବଥା ଓ ଅଣନିଶ୍ୱାସୀ ଲାଗେ ।[୩] ବ୍ୟବ‌ହାର କଲାବେଳେ ସୁରକ୍ଷାକାରୀ ଯନ୍ତ୍ରପାତି (Protective equipment) ଆବଶ୍ୟକ ପଡ଼ିପାରେ । ଅନେକ ଅଣୁଜୀବ (microorganisms) ଓ ତାଙ୍କର ସ୍ପୋର (spores) ବିରୁଦ୍ଧରେ ଏହା କାର୍ଯ୍ୟକାରୀ ହୁଏ ।[୩][୫] ଏହା ଅନେକ ଉପାୟରେ କାର୍ଯ୍ୟକ୍ଷମ ହୁଏ ।[୫]

ସନ ୨୯୬୦ରୁ ଗ୍ଲୁଟାରାଲଡିହାଇଡ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର କରାଗଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଲିଟର ୨% ତରଳ ପଦାର୍ଥରକ୍ରୟ ମୂଲ୍ୟ ୧.୫୦ରୁ ୭.୪୦ ଆମେରିକୀୟ ଡଲାର ।[୮] ଏହା ଅନେକ ବ୍ରାଣ୍ଡ ନାମରେ ବିକ୍ରୟ ହୁଏ ଯେପରି ସାଇଡେକ୍ସ[୯] ଚମଡ଼ା ଟାନିଙ୍ଗ (leather tanning) ଭଳି ଅନେକ ବ୍ୟବସାୟରେ ମଧ୍ୟ ଏହା ବ୍ୟବ‌ହାର କରାଯାଏ ।[୧୦]

ଆଧାର[ସମ୍ପାଦନା]

  1. Nomenclature of Organic Chemistry : IUPAC Recommendations and Preferred Names ୨୦୧୩ (Blue Book). Cambridge: The Royal Society of Chemistry. ୨୦୧୪. p. ୯୦୭. doi:୧୦.୧୦୩୯/୯୭୮୧୮୪୯୭୩୩୦୬୯-FP୦୦୧. ISBN ୯୭୮-୦-୮୫୪୦୪-୧୮୨-୪. 
  2. ୨.୦ ୨.୧ ୨.୨ "CDC - NIOSH Pocket Guide to Chemical Hazards -Glutaraldehyde". www.cdc.gov. Retrieved 11 January 2017. 
  3. ୩.୦ ୩.୧ ୩.୨ ୩.୩ ୩.୪ WHO Model Formulary ୨୦୦୮ (PDF). World Health Organization. ୨୦୦୯. p. ୩୨୩, ୩୨୫. ISBN ୯୭୮୯୨୪୧୫୪୭୬୫୯. Retrieved ୮ January ୨୦୧୭. 
  4. ୪.୦ ୪.୧ ୪.୨ British national formulary : BNF ୬୯ (୬୯ ed.). British Medical Association. ୨୦୧୫. p. ୮୨୫. ISBN ୯୭୮୦୮୫୭୧୧୧୫୬୨. 
  5. ୫.୦ ୫.୧ Fraise, Adam P.; Maillard, Jean-Yves; Sattar, Syed (୨୦୧୨). Russell, Hugo and Ayliffe's Principles and Practice of Disinfection, Preservation and Sterilization (in ଇଂରାଜୀ). John Wiley & Sons. p. Chapter ୨. ISBN ୯୭୮୧୧୧୮୪୨୫୮୬୨. 
  6. Booth, Anne (୧୯୯୮). Sterilization of Medical Devices (in ଇଂରାଜୀ). CRC Press. p. ୮. ISBN ୯୭୮୧୫୭୪୯୧୦୮୭୨. 
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016. 
  8. "Glutaraldehyde". International Drug Price Indicator Guide. Retrieved 8 December 2016. 
  9. Bonewit-West, Kathy (୨୦୧୫). Clinical Procedures for Medical Assistants (in ଇଂରାଜୀ). Elsevier Health Sciences. p. ୯୬. ISBN ୯୭୮୧୪୫୫୭୭୬୬୧୦. 
  10. Rietschel, Robert L.; Fowler, Joseph F.; Fisher, Alexander A. (୨୦୦୮). Fisher's Contact Dermatitis (in ଇଂରାଜୀ). PMPH-USA. p. ୩୫୯. ISBN ୯୭୮୧୫୫୦୦୯୩୭୮୦.