Jump to content

ଓମେପ୍ରାଜୋଲ

ଉଇକିପିଡ଼ିଆ‌ରୁ
ଓମେପ୍ରାଜୋଲ (INN)
Clinical data
Pronunciation/ˈmɛprəzl/
Trade namesLosec, Prilosec, Zegerid, others[]
AHFS/Drugs.commonograph
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    Oral, IV
    ATC code
    Legal status
    Legal status
    Pharmacokinetic data
    Bioavailability35–76%[][]
    Protein binding95%
    MetabolismHepatic (CYP2C19, CYP3A4)
    Elimination half-life1–1.2 hours
    Excretion80% (urine)
    20% (feces)
    Identifiers
    • 6-methoxy-2-[(4-methoxy-3,5-dimethylpyridin-2-yl)methylsulfinyl]-1H-benzimidazole
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    PDB ligand
    ECHA InfoCard100.122.967 Edit this at Wikidata
    Chemical and physical data
    FormulaC17H19N3O3S
    Molar mass345.42 g/mol
    3D model (JSmol)
    • CC1=CN=C(C(=C1OC)C)CS(=O)C2=NC3=C(N2)C=C(C=C3)OC
    • InChI=1S/C17H19N3O3S/c1-10-8-18-15(11(2)16(10)23-4)9-24(21)17-19-13-6-5-12(22-3)7-14(13)20-17/h5-8H,9H2,1-4H3,(H,19,20) checkY
    • Key:SUBDBMMJDZJVOS-UHFFFAOYSA-N checkY
      (verify)

    ଓମେପ୍ରାଜୋଲ, ବିକ୍ରୟ ନାମ ପ୍ରିଲୋସେକଲୋସେକ ଇତ୍ୟାଦି, ଏକ ଔଷଧ ଯାହା ପାକସ୍ଥଳୀରେ ପ୍ରସ୍ତୁତ ହେଉଥିବା ପାକସ୍ଥଳୀ ଅମ୍ଳ କମେଇଦିଏ ।[] ଏହା ପାକସ୍ଥଳୀ ଘାଆ ରୋଗ (peptic ulcer disease), ଗ୍ୟାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜଜଲିଞ୍ଜର ଏଲିସନ ସିଣ୍ଡ୍ରୋମ ରୋଗ ଚିକିତ୍ସାରେ ବ୍ୟବ‌ହାର କରାଯାଏ । [] ଏହା ଉପର ଖାଦ୍ୟନଳୀ ରକ୍ତସ୍ରାବର ପ୍ରତିଷେଧ ଭାବରେ ବ୍ୟବ‌ହାର କରାଯାଏ । [] ଏହା ପାଟିରେ ଦିଆଯାଏ ।[]

    ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ବାନ୍ତି, ମୁଣ୍ଡବଥା ଓ ଅଧିକ ଅନ୍ତନଳୀ ବାୟୁ ଦେଖାଯାଏ । ପାର୍ଶ୍ୱ ପ୍ରତିକ୍ରିୟା ସାଙ୍ଘାତିକ ହେଲେ ନିମୋନିଆପାକସ୍ଥଳୀ କର୍କଟ ଲକ୍ଷଣ ଲୁଚିଯିବା ସଙ୍କଟ, କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସ ରୋଗ ସଙ୍କଟ ହୋଇପାରେ । ଗର୍ଭାବସ୍ଥାରେ ଏହାର ବିପଦ ବିଷୟ ସ୍ପଷ୍ଟ ନୁହେଁ । ଓମେପ୍ରାଜୋଲ ଏକ ପ୍ରୋଟୋନ ପମ୍ପ ଇନହିବିଟର ଔଷଧ ଯାହା ପାକସ୍ଥଳୀରୁ ଅମ୍ଲ କ୍ଷରଣ କମେଇଦିଏ ।[]

    ସନ ୧୯୭୯ରେ ଓମେପ୍ରାଜୋଲ ଆବିଷ୍କୃତ ହୋଇଥିଲେ ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ସନ ୨୦୧୪ରେ ଏହାର ଏକ ଡୋଜ ପିଛା ହୋଲସେଲ ମୂଲ୍ୟ ୦.୦୧ରୁ ୦.୦୭ ଆମେରିକୀୟ ଡଲାର ଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ପିଲ ପିଛା ପ୍ରାୟ ୧ ଡଲାର ଖର୍ଚ୍ଚ ହୁଏ ।[]

    1. 1 2 3 4 5 6 7 8 "Omeprazole". The American Society of Health-System Pharmacists. Retrieved Dec 1, 2015.
    2. Prilosec Prescribing Information Archived 2010-02-16 at the Wayback Machine.. AstraZeneca Pharmaceuticals.
    3. Vaz-Da-Silva, M; Loureiro, AI; Nunes, T; Maia, J; Tavares, S; Falcão, A; Silveira, P; Almeida, L; Soares-Da-Silva, P (2005). "Bioavailability and bioequivalence of two enteric-coated formulations of omeprazole in fasting and fed conditions". Clin Drug Investig. 25 (6): 391–9. doi:10.2165/00044011-200525060-00004. PMID 17532679.
    4. Fischer, edited by János; Ganellin, C. Robin (2006). Analogue-based drug discovery. Weinheim: Wiley-VCH. p. 88. ISBN 9783527607495. {{cite book}}: |first1= has generic name (help)
    5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    6. "Omeprazole". International Drug Price Indicator Guide. Archived from the original on 10 May 2017. Retrieved 1 December 2015.