ଫ୍ଲୁସିଟୋସିନ

ଉଇକିପିଡ଼ିଆ‌ରୁ
(Flucytocineରୁ ଲେଉଟି ଆସିଛି)
ଫ୍ଲୁସିଟୋସିନ
Clinical data
Trade namesAncobon, Ancotil, others
AHFS/Drugs.commonograph
MedlinePlusa601132
Pregnancy
category
  • AU: B3
  • US: C (Risk not ruled out)
Routes of
administration
by mouth, intravenous
ATC code
Legal status
Legal status
Pharmacokinetic data
Bioavailability75 to 90% (by mouth)
Protein binding2.9 to 4%
Metabolismminimal, in the GI tract
Elimination half-life2.4 to 4.8 hours
Excretionkidney (90%)
Identifiers
  • 4-amino-5-fluoro-1,2-dihydropyrimidin-2-one
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.016.336 Edit this at Wikidata
Chemical and physical data
FormulaC4H4FN3O
Molar mass129.093 g/mol
3D model (JSmol)
  • FC=1\C=N/C(=O)NC=1N
  • InChI=1S/C4H4FN3O/c5-2-1-7-4(9)8-3(2)6/h1H,(H3,6,7,8,9) checkY
  • Key:XRECTZIEBJDKEO-UHFFFAOYSA-N checkY
  (verify)

ଫ୍ଲୁସିଟୋସିନ (ଇଂରାଜୀ ଭାଷାରେ Flucytosine ବା 5-fluorocytosine ବା 5-FC) ଏକ କବକରୋଧୀ ଔଷଧ (antifungal medication) ସାଂଘାତିକ କାଣ୍ଡିଡା ସଂକ୍ରମଣ (Candida infection) ଓ କ୍ରିପ୍ଟୋକ‌କୋସିସ (cryptococcosis) ସଂକ୍ରମଣରେ ଏହା ଆମ୍ପୋଟେରିସିନ ବି (amphotericin B) ସ‌ହିତ ଦିଆଯାଏ । କ୍ରୋମୋମାଇକୋସିସ (chromomycosis) ରୋଗରେ ଏହା ଏକ‌କ ଭାବରେ ଦିଆଯାଇପାରେ ବା ଅନ୍ୟାନ୍ୟ କବକରୋଧୀ ଔଷଧ ସ‌ହିତ ଦିଆଯାଇପାରେ ।[୧] ଫ୍ଲୁସିଟୋସିନ ପାଟିରେ ବା ଶିରାଭ୍ୟନ୍ତରରେ ଦିଆଯାଏ (injection into a vein) ।[୧][୨]

ଫ୍ଲୁସିଟୋସିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression), ଅରୁଚି, ତରଳ ଝାଡ଼ା, ବାନ୍ତି ଓ ସାଇକୋସିସ (psychosis) ଇତ୍ୟାଦି ହୋଇପାରେ । ଆନାଫାଇଲାକ୍‌ସିସ anaphylaxis ଓ ଅନ୍ୟାନ୍ୟ ଆଲର୍ଜି ପ୍ରତିକ୍ରିୟା allergic reactions ସାମୟିକ ଦେଖାଯାଇପାରେ । ଗର୍ଭାବସ୍ଥାରେ ଶିଶୁ ପ୍ରତି ବିପଦ ବିଷୟରେ ସ୍ପଷ୍ଟ ଚିତ୍ର ନାହିଁ ।[୩] ଫ୍ଲରିନେଟେଡ ପାଇରିମିଡିନ ଆନାଲଗ (pyrimidine analogue) ଶ୍ରେଣୀର ଫ୍ଲୁସିଟୋସିନ ଏକ ଔଷଧ । ଏହା କବକ ଭିତରେ ଫ୍ଲୋରୋୟୁରାସିଲରେ (fluorouracil) ପରିବର୍ତ୍ତିତ ହୋଇ ତାହାର ପ୍ରୋଟିନ (protein) ତିଆରି ସାମର୍ଥ୍ୟକୁ ଅବରୋଧ କରିଦିଏ ।[୧]

ଫ୍ଲୁସିଟୋସିନ ପ୍ରଥମେ ସନ ୧୯୫୭ରେ ପ୍ରସ୍ତୁତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସନ ୨୦୧୬ରେ ଏକ ଦିନ ଡୋଜର ମୂଲ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ପ୍ରାୟ ୨୦୦୦ ଆମେରିକୀୟ ଡଲାର ଓ ଇଂଲଣ୍ଡରେ ୨୨ ଆମେରିକୀୟ ଡଲାର ।[୬] ବିକାଶଶୀଳ ଦେଶମାନଙ୍କରେ ଏହା ପ୍ରାୟ ମିଳେନାହିଁ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Flucytosine". The American Society of Health-System Pharmacists. Retrieved 8 December 2016.
  2. WHO Model Formulary 2008 (PDF). World Health Organization. 2009. p. 147. ISBN 9789241547659. Retrieved 8 December 2016.
  3. "Flucytosine (Ancobon) Use During Pregnancy". www.drugs.com. Retrieved 11 December 2016.
  4. Network, Northern Neonatal (2008). Neonatal Formulary: Drug Use in Pregnancy and the First Year of Life (in ଇଂରାଜୀ) (5 ed.). John Wiley & Sons. p. 108. ISBN 9780470750353.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. Merry, Matthew; Boulware, David R. (15 June 2016). "Cryptococcal Meningitis Treatment Strategies Affected by the Explosive Cost of Flucytosine in the United States: A Cost-effectiveness Analysis". Clinical Infectious Diseases. 62 (12): 1564–1568. doi:10.1093/cid/ciw151. PMID 27009249.
  7. Lisak, Robert P.; Truong, Daniel D.; Carroll, William M.; Bhidayasiri, Roongroj (2016). International Neurology (in ଇଂରାଜୀ) (2 ed.). John Wiley & Sons. p. 343. ISBN 9781118777350.