ଗଳା ପ୍ରଦାହ

ଉଇକିପିଡ଼ିଆ‌ରୁ
(Pharyngitisରୁ ଲେଉଟି ଆସିଛି)
ଗଳା ପ୍ରଦାହ
acute sore throat
ଭୁତାଣୁ ଜନିତ ଗଳା ପ୍ରଦାହ । ଗଳା ଲାଲ ଦେଖାଯାଉଛି ଓ ଫୁଲିଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/fær[invalid input: 'ɨ']nˈt[invalid input: 'ɨ']s/
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦J02., J31.2
ଆଇସିଡ଼ି-୯-ସିଏମ୍462, 472.1
ରୋଗ ଡାଟାବେସ24580
ମେଡ଼ିସିନ-ପ୍ଲସ000655
ଇ-ମେଡ଼ିସିନemerg/419
MeSHD010612

ଗଳା ପ୍ରଦାହ ରୋଗରେ ତଣ୍ଟି ପଛ ପାଖରେ ପ୍ରଦାହ ହୁଏ । ଏହା ଫଳରେ ଜ୍ୱରଗଳା ଯନ୍ତ୍ରଣା (sore throat) ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ନାକରୁ ପାଣି ବୋହିବା, କାଶ, ମୁଣ୍ଡବଥା, କର୍କଶ ସ୍ୱର (hoarse voice) ହୁଏ । ଲକ୍ଷଣ ପ୍ରାୟ ୩ରୁ ୫ ଦିନ ପର୍ଯ୍ୟନ୍ତ ରହେ ।ରୋଗ ଜଟିଳ ହେଲେ ସାଇନୁସାଇଟିସ (sinusitis) , ଆକ୍ୟୁଟ ଓଟାଇଟିସ ମିଡିଆ ହୁଏ (acute otitis media) । ଗଳା ପ୍ରଦାହ ରୋଗ ଏକ ପ୍ରକାର ଶ୍ୱାସନଳୀ ସଂକ୍ରମଣ ଯୋଗୁ ହୁଏ ।[୧]


ଆଧାର[ସମ୍ପାଦନା]

  1. "Pharyngitis". National Library of Medicine. Retrieved 4 August 2016.