Jump to content

ମିରାବେଗ୍ରନ

ଉଇକିପିଡ଼ିଆ‌ରୁ
(Mirabegronରୁ ଲେଉଟି ଆସିଛି)
ମିରାବେଗ୍ରନ
Clinical data
Trade namesMyrbetriq, Betanis, Betmiga, others
SynonymsYM-178
AHFS/Drugs.commonograph
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth (tablets)
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • ℞ (Prescription only)
    Pharmacokinetic data
    Bioavailability29–35%[]
    Protein binding71%[]
    MetabolismHepatic via (direct) glucuronidation, amide hydrolysis, and minimal oxidative metabolism in vivo by CYP2D6 and CYP3A4. Some involvement of butylcholinesterase[]
    Elimination half-life50 hours[]
    ExcretionUrine (55%), faeces (34%)[]
    Identifiers
    • 2-(2-Amino-1,3-thiazol-4-yl)-N-[4-(2-{[(2R)-2-hydroxy-2-phenylethyl]amino}ethyl)phenyl]acetamide
    CAS Number
    PubChem CID
    ChemSpider
    ECHA InfoCard100.226.392 Edit this at Wikidata
    Chemical and physical data
    FormulaC21H24N4O2S
    Molar mass396.506 g/mol
    3D model (JSmol)
    • O=C(Nc1ccc(cc1)CCNC[C@H](O)c2ccccc2)Cc3nc(sc3)N
    • InChI=1S/C21H24N4O2S/c22-21-25-18(14-28-21)12-20(27)24-17-8-6-15(7-9-17)10-11-23-13-19(26)16-4-2-1-3-5-16/h1-9,14,19,23,26H,10-13H2,(H2,22,25)(H,24,27)/t19-/m0/s1
    • Key:PBAPPPCECJKMCM-IBGZPJMESA-N

    ମିରାବେଗ୍ରନ (ଇଂରାଜୀ ଭାଷାରେ Mirabegron, ଏକ ବିକ୍ରୟ ନାମ ମିରବେଟ୍ରିକ/ Myrbetriq) ଏକ ଔଷଧ ଯାହା ଅତିସକ୍ରିୟ ମୂତ୍ରାଶୟ ଚିକିତ୍ସାରେ (overactive bladder) ବ୍ୟବ‌ହାର କରାଯାଏ ।[] ଅକ୍ସିବ୍ୟୁଟିନିନ (oxybutynin) ଭଳି ଆଣ୍ଟିମସ୍କାରିନିକ ଔଷଧ (antimuscarinic medication) ଅପେକ୍ଷା ଅଳ୍ପ ପସନ୍ଦ କରାଯାଏ । [] ଏହା ପାଟିରେ ଦିଆଯାଏ ।[]

    ମିରାବେଗ୍ରନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ମୁଣ୍ଡ ବିନ୍ଧାମୂତ୍ରନଳୀ ସଂକ୍ରମଣ ହୋଇପାରେ ।[] ଏହା ବ୍ୟତୀତ ଆଞ୍ଜିଓଇଡିମା, ଅନିୟମିତ ହୃଦ୍‌ଗତି irregular heart rateୟୁରିନାରି ରିଟେନସନ ହୋଇପାରେ ।[][] ଏହା ବିଟା-୩ ଆଡ୍ରେନର୍ଜିକ ରିସେପ୍ଟରକୁ (β3 adrenergic receptor) ସକ୍ରିୟ କରିବା ଯୋଗୁ ମୂତ୍ରାଶୟ (bladder) ଶିଥିଳ ହୋଇଯାଏ । [][]

    ମିରାବେଗ୍ରନ ସନ ୨୦୧୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[][] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨୯ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୩୬୯ ଆମେରିକୀୟ ଡଲାର ।[] ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୬୩ ତମ ସ୍ଥାନରେ ଥଲା ।[]

    1. 1 2 3 4 5 "mirabegron (Rx) - Myrbetriq". Medscape Reference. WebMD. Retrieved 17 November 2013.
    2. 1 2 3 4 5 6 "Mirabegron Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
    3. 1 2 3 4 British national formulary : BNF 76 (76 ed.). Pharmaceutical Press. 2018. p. 763. ISBN 9780857113382.
    4. Sacco, E; Bientinesi, R; et al. (Apr 2014). "Discovery history and clinical development of mirabegron for the treatment of overactive bladder and urinary incontinence". Expert Opin Drug Discov. 9 (4): 433–48. doi:10.1517/17460441.2014.892923. PMID 24559030.
    5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    6. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]