Jump to content

ଭେକୁରୋନିଅମ ବ୍ରୋମାଇଡ

ଉଇକିପିଡ଼ିଆ‌ରୁ
ଭେକୁରୋନିଅମ ବ୍ରୋମାଇଡ
Clinical data
AHFS/Drugs.commonograph
Pregnancy
category
  • US: C (Risk not ruled out)
    Routes of
    administration
    Intravenous
    ATC code
    Legal status
    Legal status
    Pharmacokinetic data
    Bioavailability100% (IV)
    Metabolismliver 30%
    Onset of action< 1 min[]
    Elimination half-life51–80 minutes (longer with renal failure)
    Duration of action15 - 30 min[]
    ExcretionFecal (40-75%) and kidney (30% as unchanged drug and metabolites)
    Identifiers
    • [(2S,3S,5S,8R,9S,10S,13S,14S,16S,17S)-17-Acetyloxy-10,13-dimethyl-16-(1-methyl-3,4,5,6-tetrahydro-2H-pyridin-1-yl)-2-(1-piperidyl)-2,3,4,5,6,7,8,9,11,12,14,15,16,17-tetradecahydro-1H-cyclopenta[a]phenanthren-3-yl] acetate bromide
    CAS Number
    PubChem CID
    ChemSpider
    UNII
    ChEMBL
    ECHA InfoCard100.051.549 Edit this at Wikidata
    Chemical and physical data
    FormulaC34H57BrN2O4
    Molar mass637.73 g/mol
    3D model (JSmol)
    • CC(=O)O[C@H]1C[C@@H]2CC[C@@H]3[C@@H]([C@]2(C[C@@H]1N4CCCCC4)C)CC[C@]5([C@H]3C[C@@H]([C@@H]5OC(=O)C)[N+]6(CCCCC6)C)C.[Br-]
    • InChI=1S/C34H57N2O4.BrH/c1-23(37)39-31-20-25-12-13-26-27(34(25,4)22-29(31)35-16-8-6-9-17-35)14-15-33(3)28(26)21-30(32(33)40-24(2)38)36(5)18-10-7-11-19-36;/h25-32H,6-22H2,1-5H3;1H/q+1;/p-1/t25-,26+,27-,28-,29-,30-,31-,32-,33-,34-;/m0./s1 ☒N
    • Key:VEPSYABRBFXYIB-PWXDFCLTSA-M ☒N
     ☒NcheckY (what is this?)  (verify)

    ଭେକୁରୋନିଅମ ବ୍ରୋମାଇଡ (ଇଂରାଜୀ ଭାଷାରେ Vecuronium bromide, ବିକ୍ରୟ ନାମ ନରକ୍ୟୁରନ/Norcuron) ଏକ ଔଷଧ ଯାହା ମେକାନିକାଲ ଭେଣ୍ଟିଲେସନ (mechanical ventilation) ଓ ଅପରେଶନ ସମୟରେ କଙ୍କାଳୀୟ ମାଂସପେଶୀର ଶିଥିଳତା (skeletal muscle relaxation) ଆଣିବା ନିମନ୍ତେ ଶାରୀରିକ ନିଶ୍ଚେତନ (general anesthesia) ସମୟରେ ଦିଆଯାଏ । ଏଣ୍ଡୋଟ୍ରାକିଆଲ ଇନଟ୍ୟୁବେସନ କରିବା ପୂର୍ବରୁ ଏହା ଦିଆଯାଇପାରେ କିନ୍ତୁ ଅତି ଶୀଘ୍ର ଆବଶ୍ୟକତା ଥିଲେ ସକ୍ସାମେଥୋନିଅମ ଅଧିକ ପସନ୍ଦ‌ଯୋଗ୍ୟ । ଏହା ଶିରାଭ୍ୟନ୍ତରରେ ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ  ଚାରି ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ରହେ ।[]

    ଭେକୁରୋନିଅମ ବ୍ରୋମାଇଡର ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ (low blood pressure) ଓ ଦୀର୍ଘକାଳୀନ ପକ୍ଷାଘାତ (paralysis) ହୋଇପାରେ ।[] ଏହାର ଆଲର୍ଜି (Allergic reactions) କ୍ୱଚିତ୍ ହୁଏ ।[]ଗର୍ଭାବସ୍ଥାରେ ଶିଶୁପ୍ରତି ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ । ଏହା ନନ୍‌-ଡିପୋଲାରାଇଜିଙ୍ଗ (non-depolarizing) ଟାଇପର ନିଉରୋମସ୍କୁଲାର ବ୍ଲକର (neuromuscular-blocker) ଔଷଧ । କଙ୍କାଳୀୟ ମାଂସପେଶୀ (skeletal muscles) ଉପରେ ଆସେଟାଇଲକୋଲିନର (acetylcholine) ପ୍ରଭାବକୁ ଅବରୋଧ କରିଦିଏ ।[]

    ସନ ୧୯୮୪ରେ ଭେକୁରୋନିଅମ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଭେକୁରୋନିଅମ ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[] ଏହାର ପ୍ରଭାବକୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ନିଓସ୍ଟିଗମିନ (neostigmine) ଓ ଆଟ୍ରୋପିନ ଆବଶ୍ୟକ ହୁଏ []

    1. 1 2 3 4 5 6 "Vecuronium Bromide". The American Society of Health-System Pharmacists. Retrieved 8 December 2016.
    2. 1 2 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 23. ISBN 9781284057560.
    3. "NORCURON 10mg - Summary of Product Characteristics (SPC) - (eMC)". www.medicines.org.uk. 4 August 2000. Archived from the original on 20 December 2016. Retrieved 16 December 2016.
    4. WHO Model Formulary 2008 (PDF). World Health Organization. 2009. p. 431. ISBN 9789241547659. Retrieved 8 December 2016.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.