ପ୍ରାଜୋସିନ

ଉଇକିପିଡ଼ିଆ‌ରୁ
ପ୍ରାଜୋସିନ
Clinical data
SynonymsMinipress, Vasoflex, Lentopres, others
AHFS/Drugs.commonograph
MedlinePlusa682245
data
Routes of
administration
By mouth
ATC code
Legal status
Legal status
Pharmacokinetic data
Bioavailability~60%
Protein binding97%
Onset of action30–90 minutes[୧]
Elimination half-life2–3 hours
Identifiers
  • [4-(4-Amino-6,7-dimethoxy-2-quinazolinyl)-1-piperazinyl](2-furyl)methanone
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.038.971 Edit this at Wikidata
Chemical and physical data
FormulaC19H21N5O4
Molar mass୩୮୩.୪୧ g·mol−1
3D model (JSmol)
  • O=C(N3CCN(c2nc1cc(OC)c(OC)cc1c(n2)N)CC3)c4occc4
  • InChI=1S/C19H21N5O4/c1-26-15-10-12-13(11-16(15)27-2)21-19(22-17(12)20)24-7-5-23(6-8-24)18(25)14-4-3-9-28-14/h3-4,9-11H,5-8H2,1-2H3,(H2,20,21,22) checkY
  • Key:IENZQIKPVFGBNW-UHFFFAOYSA-N checkY
  (verify)

ପ୍ରାଜୋସିନ (ଇଂରାଜୀ ଭାଷାରେ Prazosin) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ବର୍ଦ୍ଧିତ ପ୍ରୋସ୍ଟେଟ (enlarged prostate) ଓ ଆଘାତପର ଚାପ ବା ପିଟିଏସଡି (posttraumatic stress disorder/ PTSD) ଆଦି ଅବସ୍ଥାର ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ ।[୨] ଉଚ୍ଚ ରକ୍ତଚାପ ନିମନ୍ତେ ଏହା କମ ପସନ୍ଦ କରାଯାଏ ।[୨] ହୃଦ୍‌ପାତରେନ‌ଡ ସିଣ୍ଡ୍ରୋମ ରୋଗ ଚିକିତ୍ସାରେ ମଧ୍ୟ ଦିଆଯାଏ ।[୩] ଏହା ପାଟିରେ ଦିଆଯାଏ ।[୨]

ପ୍ରାଜୋସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ନିଦ୍ରାଳୁ ଭାବ, ଅଇ, ହୃତ୍‌ପିଣ୍ଡ ପାଲପିଟେସନ ବା ଛାତି ଧଡ଼୍ ଧଡ଼୍ ହୁଏ ।[୨] ପ୍ରତିକ୍ରିୟା ସାଂଘାତିକ ହେଲେ ଠିଆ ହେଲେ ଅଳ୍ପ ରକ୍ତଚାପ (low blood pressure with standing) ଓ ଅବସାଦ ହୋଇପାରେ ।[୨][୩] ପ୍ରାଜୋସିନ ଏକ ଆଲଫା-୧ ବ୍ଲକର (α1-blocker) ଔଷଧ ।[୨] ଏହା ରକ୍ତ ନଳୀମାନଙ୍କୁ (blood vessels) ସ୍ଫୀତ କରି ରକ୍ତଚାପ କମାଏ ଓ ପ୍ରୋସ୍ଟେଟକୁ ଶିଥିଳ କରି ମୂତ୍ର ବାହାରିବାରେ ସାହାଯ୍ୟ କରେ ।[୨] ପିଟିଏସଡି ଅବସ୍ଥାରେ କାମ କରିବା ଶୈଳୀ ଅସ୍ପଷ୍ଟ ଅଛି ।[୨]

ପ୍ରାଜୋସିନ ସନ ୧୯୬୫ରେ ପେଟେଣ୍ଟ ହେବା ପରେ ସନ ୧୯୭୪ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ସନ ୨୦୧୯ରେ ଏହାର ଏକ ମାସର ଡୋଜ ପିଛା ପ୍ରାୟ ୩.୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୨୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୫] ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୨୦ତମ ସ୍ଥାନରେ ଥଲା ।[୬]

ଆଧାର[ସମ୍ପାଦନା]

  1. Packer M, Meller J, Gorlin R, Herman MV (1979). "Hemodynamic and clinical tachyphylaxis to prazosin-mediated afterload reduction in severe chronic congestive heart failure". Circulation. 59 (3): 531–9. doi:10.1161/01.cir.59.3.531. PMID 761333.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Prazosin Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
  3. ୩.୦ ୩.୧ ୩.୨ British national formulary : BNF 76 (76 ed.). Pharmaceutical Press. 2018. p. 766. ISBN 9780857113382.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 455. ISBN 9783527607495.
  5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  6. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]