Jump to content

ଡାସାଟିନିବ

ଉଇକିପିଡ଼ିଆ‌ରୁ
ଡାସାଟିନିବ
Clinical data
Trade namesSprycel
AHFS/Drugs.commonograph
MedlinePlusa607063
data
Pregnancy
category
  • AU: D
  • US: D (Evidence of risk)
    Routes of
    administration
    By mouth (tablets)
    ATC code
    Legal status
    Legal status
    • AU: S4 (Prescription only)
    • US: ℞-only
    • ℞ (Prescription only)
    Pharmacokinetic data
    Protein binding96%
    MetabolismLiver
    Elimination half-life1.3 to 5 hours
    ExcretionFaecal (85%), kidney (4%)
    Identifiers
    • N-(2-chloro-6-methylphenyl)-2-[[6-[4-(2-hydroxyethyl)-
      1-piperazinyl]-2-methyl-4-pyrimidinyl]amino]-5-thiazole
      carboxamide monohydrate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.228.321 Edit this at Wikidata
    Chemical and physical data
    FormulaC22H26ClN7O2S
    Molar mass488.01 g/mol
    3D model (JSmol)
    • Cc1cccc(c1NC(=O)c2cnc(s2)Nc3cc(nc(n3)C)N4CCN(CC4)CCO)Cl
    • InChI=1S/C22H26ClN7O2S/c1-14-4-3-5-16(23)20(14)28-21(32)17-13-24-22(33-17)27-18-12-19(26-15(2)25-18)30-8-6-29(7-9-30)10-11-31/h3-5,12-13,31H,6-11H2,1-2H3,(H,28,32)(H,24,25,26,27) checkY
    • Key:ZBNZXTGUTAYRHI-UHFFFAOYSA-N checkY
     ☒NcheckY (what is this?)  (verify)

    ଡାସାଟିନିବ (ଇଂରାଜୀ ଭାଷାରେ Dasatinib, ଏକ ବିକ୍ରୟ ନାମ ସ୍ପ୍ରାଇସେଲ) ଏକ କେମୋଥେରାପି ଔଷଧ (chemotherapy medication) ଯାହା କେତେକ କ୍ରନିକ ମାୟେଲୋଜେନସ ଲିଉକେମିଆ (ସିଏମଏଲ) (chronic myelogenous leukemia) ଓ ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ (ଏଏଲଏଲ) (acute lymphoblastic leukemia) ରୋଗରେ ଦିଆଯାଏ ।[] ବିଶେଷତଃ ଫିଲାଡେଲଫିଆ କ୍ରୋମୋଜୋମ-ପଜିଟିଭ (Philadelphia chromosome)-positive (Ph+) ଥିବା ରୋଗରେ ଦିଆଯାଏ ।[] ଏହି ଔଷଧକୁ ପାଟିରେ ଦିଆଯାଏ । []

    ଡାସାଟିନିବର ସାଧାରଣ ପ୍ରତିକ୍ରିୟାରେ ଅଳ୍ପ ଶ୍ୱେତ ରକ୍ତ କଣିକା (low white blood cells), ଅଳ୍ପ ରକ୍ତ ପ୍ଲାଟେଲେଟ (low white blood cells), ଆନିମିଆ , ଇଡିମା (swelling), ରାସ ଓ ତରଳ ଝାଡ଼ା ହୋଇପାରେ ।[] ପ୍ରତିକ୍ରିୟା ସାଂଘାତିକ ହେଲେ ରକ୍ତସ୍ରାବ, ପଲମୋନାରୀ ଇଡିମା (pulmonary edema), ହୃଦ୍‌ପାତପ୍ରଲୋଙ୍ଗଡ କ୍ୟୁଟି ସିଣ୍ଡ୍ରୋମ (prolonged QT syndrome) ହୋଇପାରେ ।[] ଗର୍ଭାବସ୍ଥାରେ ଏହା ଶିଶୁ ପ୍ରତି ହାନୀକାରକ ହୋଇପାରେ ।[] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର (tyrosine kinase inhibitor) ଯାହା ବିସିଆର-ଏବିଏଲ (Bcr-Abl) ଭଳି ଟାଇରୋସିନ କାଇନେଜଏସସିଆର କାଇନେଜ ପରିବାରକୁ (Src kinase family) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଡାସାଟିନିବ ସ୍ୱୀକୃତ ହୋଇଥିଲା । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ସନ ୨୦୧୫ରେ ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସକୁ (NHS) ଏକ ମାସ ଚିକିତ୍ସା ବାବଦ ୨,୫୦୫.୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଗୋଟିଏ ଭାରତୀୟ କମ୍ପାନୀ ଦାବୀ କରିଛି ସେ ଏହାର ଜେନେରିକ ସଂସ୍କରଣକୁ ମାତ୍ର ୪ ଆମେରିକୀୟ ଡଲାରରେ ବିକ୍ରୟ କରିପାରିବ ।[]

    1. 1 2 3 4 5 6 7 8 "Dasatinib". The American Society of Health-System Pharmacists. Retrieved 8 December 2017.
    2. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
    3. British national formulary : BNF 69 (69 ed.). British Medical Association. 2015. p. 614. ISBN 9780857111562.
    4. Cohen, D (4 November 2014). "US trade rep is pressing Indian government to forbid production of generic cancer drug, consortium says". BMJ (Clinical research ed.). 349: g6593. doi:10.1136/bmj.g6593. PMID 25370846.

    ବାହ୍ୟ ଲିଙ୍କ

    [ସମ୍ପାଦନା]