Jump to content

ମୋକ୍ସିଫ୍ଲୋକ୍ସାସିନ

ଉଇକିପିଡ଼ିଆ‌ରୁ
ମୋକ୍ସିଫ୍ଲୋକ୍ସାସିନ
Clinical data
Trade namesAvelox, Vigamox, Moxeza, others
AHFS/Drugs.commonograph
MedlinePlusa600002
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth, IV, local (eyedrops)
    Drug classFluoroquinolone
    ATC code
    Legal status
    Legal status
    Pharmacokinetic data
    Bioavailability86%[]
    Protein binding47%[]
    MetabolismGlucuronide and sulfate conjugation;
    cytochrome P450 system not involved
    Elimination half-life12.1 hours[]
    Identifiers
    • 1-Cyclopropyl-7-[(1S,6S)-2,8-diazabicyclo[4.3.0]nonan-8-yl]-6-fluoro-8-methoxy-4-oxoquinoline-3-carboxylic acid
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEMBL
    NIAID ChemDB
    ECHA InfoCard100.129.459 Edit this at Wikidata
    Chemical and physical data
    FormulaC21H24FN3O4
    Molar mass401.431 g/mol
    3D model (JSmol)
    • COc1c2c(cc(c1N3C[C@@H]4CCCN[C@@H]4C3)F)c(=O)c(cn2C5CC5)C(=O)O
    • InChI=1S/C21H24FN3O4/c1-29-20-17-13(19(26)14(21(27)28)9-25(17)12-4-5-12)7-15(22)18(20)24-8-11-3-2-6-23-16(11)10-24/h7,9,11-12,16,23H,2-6,8,10H2,1H3,(H,27,28)/t11-,16+/m0/s1 checkY
    • Key:FABPRXSRWADJSP-MEDUHNTESA-N checkY
      (verify)

    ମୋକ୍ସିଫ୍ଲୋକ୍ସାସିନକୁ (ଇଂରାଜୀ ଭାଷାରେ Moxifloxacin, ଏକ ବିକ୍ରୟ ନାମ ଆଭେଲକ୍ସ) ଏକ ଆଣ୍ଟିବାୟୋଟିକ ଯାହା ଅନେକ ଜୀବାଣୁ ସଂକ୍ରମଣରେ ଦିଆଯାଏ ।[] ନିମୋନିଆ, ନେତ୍ରାବରଣ ପ୍ରଦାହ, ଏଣ୍ଡୋକାର୍ଡ଼ାଇଟିସ, ଯକ୍ଷ୍ମା, ଓ ସାଇନୁସାଇଟିସ ଇତ୍ୟାଦି ରୋଗରେ ଏହି ଔଷଧ ଦିଆଯାଏ ।[][] ଏହା ପାଟିରେ, ଶିରାଭ୍ୟନ୍ତର ଇଞ୍ଜେକସନ ଓ ଆଖି ଟୋପା ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଦବୁଲା ଓ ମୁଣ୍ଡ ବିନ୍ଧା ହୁଏ ।[] ସାଂଘାତିକ ପ୍ରତିକ୍ରିୟା ହେଲେ ପେରିଫେରାଲ ନିଉରୋପାଥି (nerve damage), ସଙ୍କଟ ଜନ‌କ ମାୟୋପାଥି (mayopathy) ଓ ପେଶୀ ରାଜ୍ଜୁ ଛିଣ୍ଡିଯାଏ (en:tendon rupture) ।[] ଗର୍ଭାବସ୍ଥା ବା ସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ଅସ୍ପଷ୍ଟ ଅଛି ।[] ଫ୍ଲୋରୋକୁଇନୋଲିନ (fluoroquinolone ଶ୍ରେଣୀର ଏହା ଏକ ଔଷଧ ।[] ଜୀବାଣୁର ଡିଏନଏ ଦ୍ୱିଭାଗ ନ ହୋଇପାରିବାରୁ ବାକ୍ଟେରିସାଇଡାଲ ମୃତ୍ୟୁ ହୁଏ ।[]

    ଆମେରିକାରେ ସନ ୧୯୯୯ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଏହ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ ସନ ୨୦୧୫ରେ ଏହାର ଏକ ଦିନର ଖର୍ଚ୍ଚ ୦.୪୫ ଆମେରିକୀୟ ଡଲାର ଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଦିନର ଖର୍ଚ୍ଚ ୪ଡଲାର ।[]

    1. 1 2 3 Zhanel GG, Fontaine S, Adam H, Schurek K, Mayer M, Noreddin AM, Gin AS, Rubinstein E, Hoban DJ (2006). "A Review of New Fluoroquinolones : Focus on their Use in Respiratory Tract Infections". Treat Respir Med. 5 (6): 437–65. doi:10.2165/00151829-200605060-00009. PMID 17154673.
    2. 1 2 3 4 5 6 "Moxifloxacin Hydrochloride". The American Society of Health-System Pharmacists. Retrieved 29 August 2017.
    3. 1 2 British national formulary : BNF 69 (69 ed.). British Medical Association. 2015. pp. 408, 757. ISBN 9780857111562.
    4. "Moxifloxacin Use During Pregnancy". Drugs.com. Retrieved 10 December 2017.
    5. "Details for NDA:021085". DrugPatentWatch. Retrieved 17 July 2009.
    6. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
    7. "Single Drug Information". International Medical Products Price Guide. Archived from the original on 10 December 2017. Retrieved 9 December 2017.
    8. "NADAC as of 2017-12-06". Centers for Medicare and Medicaid Services (in ଇଂରାଜୀ). Archived from the original on 2017-12-10. Retrieved 10 December 2017.