ନିକୋଟିନାମାଇଡ

ଉଇକିପିଡ଼ିଆ ରୁ
Jump to navigation Jump to search
ନିକୋଟିନାମାଇଡ
Nicotinamid.svg
Nicotinamide-from-xtal-2011-Mercury-3D-sf.png
Clinical data
Pronunciation /ˌnɪkəˈtɪnəmd/
Synonyms3-pyridinecarboxamide
niacinamide
nicotinic acid amide
vitamin PP
nicotinic amide
vitamin B3
AHFS/Drugs.com
Pregnancy
category
  • US: A (No risk in human studies) and C[୧]
Routes of
administration
by mouth, topical
ATC code
Identifiers
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.002.467 Edit this at Wikidata
Chemical and physical data
FormulaC6H6N2O
Molar mass୧୨୨.୧୩ g·mol−1
3D model (JSmol)
Density1.40 g/cm3[୨] g/cm3
Melting point୧୨୯.୫ °C (୨୬୫.୧ °F)
Boiling point୩୩୪ °C (୬୩୩ °F)

ନିକୋଟିନାମାଇଡ (ଇଂରାଜୀରେ Nicotinamide ବା NAA, ଅନ୍ୟ ନାମ ନିଆସିନାମାଇଡ) ଏକ ପ୍ରକାର ଭିଟାମିନ ବା ଜୀବସାର ଯାହା ଖାଦ୍ୟରେ ଓ ଖାଦ୍ୟ ଅନୁପୂରକରେ ଥାଏ ଓ ଆବଶ୍ୟକ ସ୍ଥଳେ ଔଷଧ ରୂପରେ ବ୍ୟବ‌ହାର କରାଯାଏ ।[୩][୪][୫] ନିଆସିନ ଅଭାବ ଜନିତ ପେଲାଗ୍ରା (pellagra) ରୋଗର ପ୍ରତିଷେଧ ଓ ଚିକିତ୍ସାରେ ଏହା ପାଟିରେ ଦିଆଯାଏ । ଏହି ରୋଗରେ ନିକୋଟିନିକ ଏସିଡ (ନିଆସିନ) ବ୍ୟବ‌ହାର କରାଯାଇପାରେ କିନ୍ତୁ ନିକୋଟିନାମାଇଡ ଦେଲେ ଚର୍ମ ଫ୍ଲସିଙ୍ଗ/ଲାଲ (skin flushing) ହୁଏନାହିଁ ।[୪] ବ୍ରଣ (acne) ରୋଗରେ ଏହା କ୍ରିମ ଆକାରରେ ଲଗାଯାଏ ।[୫]

ନିକୋଟିନାମାଇଡର ଖୁବ୍ କମ୍ ପ୍ରତିକ୍ରିୟା ହୁଏ ।[୬][୭] ମାତ୍ରାଧିକ ଡୋଜ ଦେଲେ ଯକୃତ ସମସ୍ୟା (liver problems) ହୋଇପାରେ ।[୬] ନିର୍ଦ୍ଦିଷ୍ଟ ମାତ୍ରା ଦେଲେ ଗର୍ଭାବସ୍ଥାରେ ଏହା ନିରାପଦ ରହେ ।[୧] ଜୀବସାର ଖ ଶ୍ରେଣୀ ବିଶେଷତଃ ଭିଟାମିନ ବି୩ କମ୍ପ୍ଲେକ୍ସର (vitamin B3 complex) ଏହା ଏକ ଔଷଧ ।[୮][୯] ନିକୋଟିନିକ ଏସିଡର ଏହା ଏକ ଆମାଇଡ (amide) ।[୬] ଇସ୍ଟ (yeast), ମାଂସ (meat), ଦୁଧ ଓ ସବୁଜ ପରିବାରେ (green vegetables) ନିକୋଟିନାମାଇଡ ଥାଏ ।[୧୦]

ସନ୧୯୩୫ରୁ ୧୯୩୭ ମଧ୍ୟରେ ଆବିଷ୍କୃତ ହୋଇଥିଲା ।[୧୧][୧୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୩] ଏହା ଜେନେରିକ ଔଷଧ ନାମରେ (generic medication) ଦୋକାନରେ ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[୮] ଇଂଲଣ୍ଡରେ ଏହାର ଏକ ୬୦ଗ୍ରାମ ଟ୍ୟୁବର ଦାମ ପ୍ରାୟ ୭.୧୦ ପାଉଣ୍ଡ ।[୫] ବ୍ୟବସାୟୀକ ଭିତ୍ତିରେ ଏହା ନିକୋଟିନିକ ଏସିଡରୁ ବା ୩-ସ୍ୟାନୋପାଇରିଡିନରୁ ତିଆରି ହୁଏ । ଅନେକ ଦେଶମାନଙ୍କରେ ଖାଦ୍ୟଶସ୍ୟରେ ଏହା ଯୋଗକରାଯାଇଥାଏ ।[୧୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Niacinamide Use During Pregnancy | Drugs.com". www.drugs.com. Retrieved 29 December 2016.
  2. ଛାଞ୍ଚ:GESTIS
  3. Bender DA (2003). Nutritional Biochemistry of the Vitamins. Cambridge University Press. p. 203. ISBN 978-1-139-43773-8.
  4. ୪.୦ ୪.୧ WHO Model Formulary 2008 (PDF). World Health Organization. 2009. pp. 496, 500. ISBN 978-924-154765-9. Retrieved 8 December 2016.
  5. ୫.୦ ୫.୧ ୫.୨ British National Formulary: BNF 69 (69th ed.). British Medical Association. 2015. p. 822. ISBN 978-0-85711-156-2.
  6. ୬.୦ ୬.୧ ୬.୨ Knip M, Douek IF, Moore WP, Gillmor HA, McLean AE, Bingley PJ, Gale EA (November 2000). "Safety of high-dose nicotinamide: a review". Diabetologia. 43 (11): 1337–45. doi:10.1007/s001250051536. PMID 11126400.
  7. MacKay D, Hathcock J, Guarneri E (June 2012). "Niacin: chemical forms, bioavailability, and health effects". Nutrition Reviews. 70 (6): 357–66. doi:10.1111/j.1753-4887.2012.00479.x. PMID 22646128.
  8. ୮.୦ ୮.୧ "Niacinamide: Indications, Side Effects, Warnings - Drugs.com". www.drugs.com. Retrieved 29 December 2016.
  9. Krutmann, Jean; Humbert, Philippe (2010). Nutrition for Healthy Skin: Strategies for Clinical and Cosmetic Practice (in ଇଂରାଜୀ). Springer Science & Business Media. p. 153. ISBN 9783642122644.
  10. Burtis CA, Ashwood ER, Bruns DE (2012). Tietz Textbook of Clinical Chemistry and Molecular Diagnostics (5th ed.). Elsevier Health Sciences. p. 934. ISBN 978-1-4557-5942-2.
  11. Sneader W (2005). Drug Discovery: A History. John Wiley & Sons. p. 231. ISBN 978-0-470-01552-0.
  12. ୧୨.୦ ୧୨.୧ "Vitamins, 11. Niacin (Nicotinic Acid, Nicotinamide)". Ullmann's encyclopedia of industrial chemistry (6th ed.). Weinheim: Wiley-VCH. 2015. ISBN 978-3-527-30385-4.
  13. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.