Jump to content

ଲାମିଭୁଡିନ

ଉଇକିପିଡ଼ିଆ‌ରୁ
ଲାମିଭୁଡିନ
Clinical data
Trade namesଏପିଭିର (Epivir) ଓ ଅନ୍ୟାନ୍ୟ[୧]
SynonymsL-2′,3′-dideoxy-3′-thiacytidine
AHFS/Drugs.commonograph
MedlinePlusa696011
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailability86%
    Protein bindingLess than 36%
    Elimination half-life5 to 7 hours
    ExcretionKidney (circa 70%)
    Identifiers
    • 4-amino-1-[(2R,5S)-2-(hydroxymethyl)-1,3-oxathiolan-5-yl]-1,2-dihydropyrimidin-2-one
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEMBL
    NIAID ChemDB
    PDB ligand
    ECHA InfoCard100.132.250 Edit this at Wikidata
    Chemical and physical data
    FormulaC8H11N3O3S
    Molar mass229.26 g/mol
    3D model (JSmol)
    • O=C1/N=C(/N)\C=C/N1[C@@H]2O[C@@H](SC2)CO
    • InChI=1S/C8H11N3O3S/c9-5-1-2-11(8(13)10-5)6-4-15-7(3-12)14-6/h1-2,6-7,12H,3-4H2,(H2,9,10,13)/t6-,7+/m1/s1 checkY
    • Key:JTEGQNOMFQHVDC-RQJHMYQMSA-N checkY
     ☒NcheckY (what is this?)  (verify)

    ଲାମିଭୁଡିନ (ଇଂରାଜୀ ଭାଷାରେ Lamivudine, ସାଧାରଣ ନାମ 3TC), ଏଚଆଇଭି/ଏଡସ୍ (HIV/AIDS) ନିମନ୍ତେ ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ । [୧] ହେପାଟାଇଟିସ ବି ରୋଗରେ ମଧ୍ୟ ଏହା ଦିଆଯାଏ ଯେତେବେଳେ ଅନ୍ୟ ବିକଳ୍ପ ମିଳେନାହିଁ । ଉଭୟ ଏଚଆଇଭି-୧ ଓ ଏଚଆଇଭି-୨ ନିମନ୍ତେ କାର୍ଯ୍ୟକାରୀ ହୁଏ । ଅନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ଜିଡୋଭୁଡିନ (zidovudine) ଓ ଆବାକାଭିର (abacavir) ସାଥିରେ ମିଶ୍ରିତ କରି ଦିଆଯାଏ । ଏଚଆଇଭି ସଂକ୍ରମିତ ହେବା ପରେ ମଧ୍ୟ ପ୍ରତିଷେଧକ ଭାବରେ ଲାମିଭୁଡିନ ଦିଆଯାଏ । ବଟିକା ବା ତରଳ ପଦାର୍ଥ ଭାବରେ ପାଟିରେ ଏହି ଔଷଧ ଖିଆଯାଏ । [୧]

    ସାଧାରଣ ପାର୍ଶ୍ୱପ୍ରତିକ୍ରିୟା: ଅଇ, ତରଳ ଝାଡ଼ା, ମୁଣ୍ଡବଥା, ଥକ୍କାଣ ଓ କାଶ ହୁଏ । ସାଂଘାତିକ ପାର୍ଶ୍ୱପ୍ରତିକ୍ରିୟା: ଯକୃତ ରୋଗ, ଲାକ୍ଟିକ ଏସିଡୋସିସ (lactic acidosis) ଓ ହେପାଟାଇଟିସ ରୋଗ ଅଧିକ ଗମ୍ଭୀର ହୁଏ । ୩ ମାସ ବୟସ ପରଠାରୁ ଏହି ନିରାପଦ ଓ ଗର୍ଭାବସ୍ଥାରେ ବ୍ୟବ‌ହାର ଯୋଗ୍ୟ । ଏହି ଔଷଧର ଖାଦ୍ୟ ସାଥିରେ ସମ୍ପର୍କ ନାହିଁ, ଯେ କୌଣସି ସମୟରେ ଖାଇବାକୁ ଦିଆଯାଇପାରେ । ଲାମିଭୁଡିନ ଏକ ନ୍ୟୁକ୍ଲିଓସାଇଡ ରେଭର୍ସ ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର (nucleoside reverse transcriptase inhibitor), ଏହା ଏଚଆଇଭି ରେଭର୍ସ ଟ୍ରାନ୍ସକ୍ରିପ୍ଟେଜ (HIV reverse transcriptase) ଓ ହେପାଟାଇଟିସ ବି ଭାଇରସ ପଲିମରେଜମାନଙ୍କୁ ଅବରୋଧ କରେ ।[୧]

    ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୫ରେ ଲାମିଭୁଡିନ ପ୍ରଥମେ ମଞ୍ଜୁରୀ ପାଇଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ ଏହାର ଦୈନିକ ହୋଲସେଲ ଖର୍ଚ୍ଚ ଦୈନିକ ପ୍ରାୟ ୦.୦୬ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୨୦୦ ଡଲାର ।[୫]

    1. 1 2 3 4 5 "Lamivudine". The American Society of Health-System Pharmacists. Retrieved 31 July 2016.
    2. ↑ Therapy of Viral Infections Volume 15 of Topics in Medicinal Chemistry. Springer. 2015. p. 6. ISBN 9783662467596.
    3. ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    4. ↑ "Lamivudine". International Drug Price Indicator Guide. Retrieved 23 July 2016.[permanent dead link]
    5. ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 65. ISBN 9781284057560.