Jump to content

ମେଥୋଟ୍ରେକ୍ସେଟ

ଉଇକିପିଡ଼ିଆ‌ରୁ
(Methotrexateରୁ ଲେଉଟି ଆସିଛି)
ମେଥୋଟ୍ରେକ୍ସେଟ
Clinical data
Pronunciation/ˌmɛθəˈtrɛkˌst, ˌm-, -θ-/ (listen)[][][]
Trade namesTrexall, Rheumatrex, others[]
AHFS/Drugs.commonograph
MedlinePlusa682019
data
Pregnancy
category
  • AU: D
  • US: X (Contraindicated)
    Routes of
    administration
    By mouth, IV, IM, SC, intrathecal
    ATC code
    Legal status
    Legal status
    Pharmacokinetic data
    Bioavailability60% at lower doses, less at higher doses.[]
    Protein binding35–50% (parent drug),[] 91–93% (7-hydroxymethotrexate)[]
    MetabolismHepatic and intracellular[]
    Elimination half-life3–10 hours (lower doses), 8–15 hours (higher doses)[]
    ExcretionUrine (80–100%), faeces (small amounts)[][]
    Identifiers
    • (2S)-2-[(4-{[(2,4-Diaminopteridin-6-yl)methyl](methyl)amino}benzoyl)amino]pentanedioic acid
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    PDB ligand
    ECHA InfoCard100.000.376 Edit this at Wikidata
    Chemical and physical data
    FormulaC20H22N8O5
    Molar mass454.44 g/mol
    3D model (JSmol)
    • O=C([C@H](CCC(O)=O)NC(C1=CC=C(N(CC2=CN=C(N=C(N)N=C3N)C3=N2)C)C=C1)=O)O
    • InChI=1S/C20H22N8O5/c1-28(9-11-8-23-17-15(24-11)16(21)26-20(22)27-17)12-4-2-10(3-5-12)18(31)25-13(19(32)33)6-7-14(29)30/h2-5,8,13H,6-7,9H2,1H3,(H,25,31)(H,29,30)(H,32,33)(H4,21,22,23,26,27)/t13-/m0/s1 checkY
    • Key:FBOZXECLQNJBKD-ZDUSSCGKSA-N checkY
      (verify)

    ମେଥୋଟ୍ରେକ୍ସେଟ (ଇଂରାଜୀ ଭାଷାରେ Methotrexate ବା MTX, ପୂର୍ବରୁ ଜଣାଥିବା ନାମ amethopterin), ଏକ କେମୋଥେରାପି ଔଷଧ (chemotherapy agent) ଓ ଇମ୍ମ୍ୟୁନ ସିସ୍ଟମ ସପ୍ରେସାଣ୍ଟ (immune system suppressant) ।[] ଆଗରୁ ଏହି ଅନ୍ୟାନ୍ୟ ରୋଗ ଯଥା:- କର୍କଟ, ଅଟୋଇମ୍ମ୍ୟୁନ ଡିଜିଜ, ଅଥାନ ଗର୍ଭ ଓ ଡାକ୍ତରୀ ଗର୍ଭପାତ ସକାଶେ ବ୍ୟବ‌ହାର କରାଯାଉଥିଲା । ଏହାଦ୍ୱାରା ଚିକିତ୍ସା ହେଉଥିବା କର୍କଟ ରୋଗମାନଙ୍କର ନାମ: ସ୍ତନ କର୍କଟ, ଲିଉକେମିଆ, ଫୁସଫୁସ କର୍କଟ, ଲିମ୍ଫୋମାଓସ୍ଟିଓସାର୍କୋମା (osteosarcoma) । ଅଟୋଇମ୍ମ୍ୟୁନ ରୋଗମାନଙ୍କର ନାମ: ସୋରିଆସିସ, ରିଉମାଟଏଡ ଆର୍ଥ୍ରାଇଟିସକ୍ରନ୍ ରୋଗ ଏ ଔଷଧ ଉଭୟ ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଥକ୍କା, ଜ୍ୱର, ସଂକ୍ରମଣ ସଙ୍କଟ, ଲିଉକୋପିନିଆ ବା ସ୍ୱଳ୍ପ ଶ୍ୱେତ ରକ୍ତ କଣିକା (low white blood cell counts) ଓ ଅଲସରେଟିଭ ସ୍ଟୋମାଟାଇଟିସ (breakdown of the skin inside the mouth) ଇତ୍ୟାଦି ଅସୁବିଧା ଦେଖାଯାଏ । ଯକୃତ ରୋଗ (liver disease), ଫୁସଫୁସ ରୋଗ (lung disease, ଲିମ୍ଫୋମା ଓ ସାଂଘାତିକ ଚର୍ମ ରାସ ହୁଏ । ଦୀର୍ଘ କାଳ ଧରି ଚିକିତ୍ସିତ ହେଉଥିବା ରୋଗୀର ନିୟମିତ ପାର୍ଶ୍ୱ ପ୍ରତିକ୍ରିୟା ଅନୁଶୀଳନ ଆବଶ୍ୟକ ହୁଏ । ସ୍ତନ୍ୟପାନ (breastfeeding) ସମୟରେ ଏହା ନିରାପଦ ନୁହେଁ । ବୃକ୍‌କ ରୋଗ (kidney problem) ଥିଲେ ଅଳ୍ପ ମାତ୍ରାର ଔଷଧ ଦିଆଯାଏ । ଦେହର ଫୋଲିକ ଏସିଡ ବ୍ୟବ‌ହାରକୁ ଏହା ଅବରୋଧ କରେ । []

    ମେଥୋଟ୍ରେକ୍ସେଟ ପ୍ରଥମେ ସନ ୧୯୪୭ରେ ପ୍ରସ୍ତୁତ ହୋଇ କର୍କଟ ରୋଗ ନିମନ୍ତେ ବ୍ୟ‌ବ‌ହାର କରାଗଲା କାରଣ ସେତେବେଳେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଅନ୍ୟାନ୍ୟ ଔଷଧମାନଙ୍କଠାରୁ ଅଳ୍ପ ଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ ପାଟିରେ ଦିଆଯାଉଥିବା ଏହି ଔଷଧର ହୋଲସେଲ ମୂଲ୍ୟ ଦୈନିକ ୦.୬ରୁ ୦.୩୬ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସକୁ ଖର୍ଚ୍ଚ ୨୫ରୁ ୫୦ ଡଲାର ।[୧୦]

    1. "methotrexate - definition of methotrexate in English from the Oxford dictionary". OxfordDictionaries.com. Archived from the original on 2012-10-22. Retrieved 2016-01-20.
    2. "methotrexate". Merriam-Webster Dictionary.
    3. "methotrexate". Dictionary.com Unabridged. Random House.
    4. 1 2 3 4 5 "Methotrexate". The American Society of Health-System Pharmacists. Retrieved 22 Aug 2016.
    5. 1 2 3 4 5 "Trexall, Rheumatrex (methotrexate) dosing, indications, interactions, adverse effects, and more". Medscape Reference. WebMD. Retrieved 12 April 2014.
    6. 1 2 Bannwarth, B; Labat, L; Moride, Y; Schaeverbeke, T (January 1994). "Methotrexate in rheumatoid arthritis. An update". Drugs. 47 (1): 25–50. doi:10.2165/00003495-199447010-00003. PMID 7510620.
    7. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 251. ISBN 9780470015520.
    8. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    9. "Methotrexate Sodium". International Drug Price Indicator Guide. Retrieved 23 August 2016.[permanent dead link]
    10. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 464. ISBN 9781284057560.