Jump to content

କେଫିନ ସାଇଟ୍ରେଟ

ଉଇକିପିଡ଼ିଆ‌ରୁ
(Caffeine citrateରୁ ଲେଉଟି ଆସିଛି)
କେଫିନ ସାଇଟ୍ରେଟ
Clinical data
Trade namesCafcit, other
AHFS/Drugs.commonograph
Pregnancy
category
  • US: C (Risk not ruled out)
    Routes of
    administration
    by mouth, i.v.
    ATC code
    Identifiers
    • 1,3,7-trimethylpurine-2,6-dione; 2-hydroxypropane-1,2,3-tricarboxylic acid
    CAS Number
    PubChem CID
    ChemSpider
    ECHA InfoCard100.125.472 Edit this at Wikidata
    Chemical and physical data
    FormulaC14H18N4O9
    Molar mass386.314 g/mol
    3D model (JSmol)
    • O=C(O)C(O)(CC(=O)O)CC(=O)O.O=C2N(c1ncn(c1C(=O)N2C)C)C
    • InChI=1S/C8H10N4O2.C6H8O7/c1-10-4-9-6-5(10)7(13)12(3)8(14)11(6)2;7-3(8)1-6(13,5(11)12)2-4(9)10/h4H,1-3H3;13H,1-2H2,(H,7,8)(H,9,10)(H,11,12) checkY
    • Key:RCQXSQPPHJPGOF-UHFFFAOYSA-N checkY
      (verify)

    କେଫିନ ସାଇଟ୍ରେଟ (ଇଂରାଜୀ ଭାଷାରେ Caffeine citrate, ବିକ୍ରୟ ନାମ କାଫସିଟ) ଏକ ଔଷଧ ଯାହା ଅପକ୍ୱ ଶିଶୁର ଶ୍ୱାସକ୍ରିୟା ଅଭାବ (lack of breathing in premature babies) ଥିଲେ ଦିଆଯାଏ ।[] ଶିଶୁ ୩୫ ସପ୍ତାହ ପୂର୍ବରୁ ଜନ୍ମ ହୋଇଥିଲେ ବା ୨ କେଜି ଓଜନରୁ କମ ଥଲେ ଓ ଅନ୍ୟାନ୍ୟ ଶ୍ୱାସକ୍ରିୟ ଅଭାବର କାରଣ ନିର୍ଣ୍ଣୟ ପରେ ଏହା ଦିଆଯାଇପାରେ ।[] ଏହା ପାଟିରେ ଦିଆଯାଏ ବା ଶିରା ଇନଫ୍ୟୁଜନ (slow injection into a vein) ଆକାରରେ ଦିଆଯାଏ ।[]

    କେଫିନ ସାଇଟ୍ରେଟର କେଫିନ ସାଇଟ୍ରେଟରେ ଖୁଏଇବା ସମସ୍ୟା, ଅଧିକ ହୃଦ୍‌ଗତି ହାର, ଅଳ୍ପ ରକ୍ତ ଶର୍କରା, ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସବୃକ୍‌କ ସମସ୍ୟା (kidney problems) ଦେଖାଯାଇପାରେ ।[][] କେଫିନ (caffeine ) ସ୍ତର ପରୀକ୍ଷା କ୍ୱଚିତ ସୁପାରିସ କରାଯାଏ ।[] ଏହା କେଫିନର ସାଇଟ୍ରେଟ (citrate) ଲବଣ/ସଲ୍ଟ ।[] ଏହା ଜାନ୍ଥିନ (xanthine) ଶ୍ରେଣୀର ଏକ ଔଷଧ । [] ମସ୍ତିଷ୍କରେ (brain) ଥିବା ଶ୍ୱାସକ୍ରିୟା ସେଣ୍ଟରକୁ (respiratory centers) ଏହା ଉତ୍ତେଜିତ କରି କାର୍ଯକ୍ଷମ ହୁଏ ।[]

    ସନ ୧୮୧୯ରେ କେଫିନ ଆବିଷ୍କୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଇଂଲଣ୍ଡରେ ଏହାର ଏକ ୧୦ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୪.୯୦ ପାଉଣ୍ଡ । ଶିରାଭ୍ୟନ୍ତର ଆକାରର ଔଷଧ ପାଟିରେ ଦିଆଯାଇପାରେ । []

    1. 1 2 3 4 5 "Caffeine; Caffeine and Sodium Benzoate Injection; Caffeine Citrate". The American Society of Health-System Pharmacists. Retrieved 8 December 2016.
    2. 1 2 3 WHO Model Formulary 2008 (PDF). World Health Organization. 2009. p. X. ISBN 9789241547659. Retrieved 8 December 2016.
    3. Donn, Steven M.; Sinha, Sunil K. (2012). Manual of Neonatal Respiratory Care (in ଇଂରାଜୀ). Springer Science & Business Media. p. 457. ISBN 9781461421559.
    4. Brown, Nathan (2015). In Silico Medicinal Chemistry: Computational Methods to Support Drug Design (in ଇଂରାଜୀ). Royal Society of Chemistry. p. 20. ISBN 9781782621638.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    6. Ainsworth, Sean B. (2014). Neonatal Formulary: Drug Use in Pregnancy and the First Year of Life (in ଇଂରାଜୀ) (7 ed.). John Wiley & Sons. p. 120. ISBN 9781118819517.