କୋଲିସ ଅସ୍ଥି ଭଗ୍ନ
କୋଲିସ ଅସ୍ଥି ଭଗ୍ନ (Colles' fracture) | |
---|---|
Colles fracture, Pouteau fracture[୧] | |
ବିଭାଗ | ଆଶୁ ଚିକିତ୍ସା ବିଭାଗ (Emergency medicine), ଅସ୍ଥିଶଲ୍ୟ ବିଭାଗ (orthopedics) |
ଲକ୍ଷଣ | ଯନ୍ତ୍ରଣା, ଫୁଲା, କୁରୁପ, ବ୍ରୁଇସିଙ୍ଗ (bruising)[୨] |
ଆକ୍ରାନ୍ତ ସମୟ | ହଠାତ୍[୨] |
କାରଣ | ସିଧା ଅବୟବ ପତନ [୨] |
ବିପଦ କାରକ | ଓଷ୍ଟିଓପୋରୋସିସ[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଏକ୍ସ-ରେ (X-rays)[୨] |
ଚିକିତ୍ସା | ପ୍ଲାସ୍ଟର କାସ୍ଟ (Cast), ଅପରେଶନ[୩] |
Prognosis | ୧-୨ ବର୍ଷ ମଧ୍ୟରେ ସୁସ୍ଥ [୨] |
ପୁନଃପୌନିକ | ~ଆଜୀବନ ୧୫% ସଙ୍କଟ[୩] |
କୋଲିସ ଅସ୍ଥି ଭଗ୍ନ (Colles' fracture) ଏକ ଦୂରସ୍ଥ ରେଡିଅସ (radius) ଅସ୍ଥି ଭଗ୍ନ (fracture of the distal forearm) ଯେଉଁଥିରେ ଭଙ୍ଗା ଅଂଶ ଡର୍ସାଲ ବା ପଛକୁ (backwards) ବଙ୍କା ହୋଇଯାଏ ।[୨] ଯନ୍ତ୍ରଣା, ଫୁଲା, କୁରୁପ, ବ୍ରୁଇସିଙ୍ଗ (bruising) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[୨] ଆଘାତ ପରିମାଣ ଅତ୍ୟଧିକ ଥିଲେ ମିଡିଆନ ସ୍ନାୟୁ (median nerve) କ୍ଷତିଗ୍ରସ୍ତ ହୋଇପାରେ ।[୧]
ଅବୟବ ସଳଖ ଥାଇ ପଡ଼ିଗଲେ ଏହିଭଳି ଭଙ୍ଗା ଦେଖାଯାଏ ।[୨] ଓଷ୍ଟିଓପୋରୋସିସ ରୋଗ ଥିଲେ ଏହି ଭଙ୍ଗା ସଙ୍କଟ ରହେ ।[୨] ଏକ୍ସ-ରେ (X-rays) କରି ଏହି ଆଘାତ ନିର୍ଣ୍ଣୟ ନିଶ୍ଚିତ କରାଯାଏ ।[୨] ଅଲନା (ulna) ଅସ୍ଥିର ଅଗ୍ରଭାବ ମଧ୍ୟ ଏହା ସହିତ ଭାଙ୍ଗିଥାଇପାରେ ।[୪]
ଏହି ଭଙ୍ଗା ନିମନ୍ତେ ପ୍ଲାସ୍ଟର (casting) ବା ଅପରେଶନ ଆବଶ୍ୟକ ହୁଏ ।[୩] ଅଧିକାଂଶ କେଶ୍ରେ ବିଶେଷତଃ ୫୦ ବର୍ଷ ବୟସ ପରେ ରିଡକସନ (Surgical reduction) ଓ ପ୍ଲାସ୍ଟର ଚିକିତ୍ସା ଯଥେଷ୍ଟ ହୁଏ ।[୫] ଯନ୍ତ୍ରଣା ଲାଘବ ନିମନ୍ତେ ପ୍ରୋସିଡ୍ୟୁରାଲ ସିଡେସନ (procedural sedation and analgesia) ଓ ଯନ୍ତ୍ରଣା ଲାଘବ ବା ହେମାଟୋମା ବ୍ଲକ (hematoma block) କରାଯାଏ ।[୫] ସମ୍ପୁର୍ଣ୍ଣ ସୁସ୍ଥ ହେବାକୁ ୧-୨ ବର୍ଷ ଲାଗେ । [୨]
ପ୍ରାୟ ୧୫% ଲୋକଙ୍କର ଏହି ଭଙ୍ଗା ହେବା ଦେଖାଯାଏ ।[୩] ପିଲା ଓ ମଧ୍ୟ ବୟସ୍କ ଅପେକ୍ଷା ଯୁବକ ଓ ବୟସ୍କ ଲୋକଙ୍କର ଅଧିକ ଭଙ୍ଗିବା ଦେଖାଯାଏ ।[୩] ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ଅଧିକ ଭାଙ୍ଗେ ।[୩] ସନ ୧୮୧୪ରେ ଏହି ଭଙ୍ଗା ବିଷୟ ଆବ୍ରାହମ କୋଲିସ (Abraham Colles) ପ୍ରଥମେ ବର୍ଣ୍ଣନା କରିଥଲେ । [୩]
ଏହା ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Distal forearm 23-A2.2 CRIF". www2.aofoundation.org (in ଇଂରାଜୀ). Archived from the original on 13 October 2017. Retrieved 13 October 2017.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Distal Radius Fractures (Broken Wrist)". orthoinfo.aaos.org. March 2013. Archived from the original on 2 July 2017. Retrieved 12 October 2017.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Blakeney, WG (18 November 2010). "Stabilization and treatment of Colles' fractures in elderly patients". Clinical interventions in aging. 5: 337–44. doi:10.2147/CIA.S10042. PMC 3010169. PMID 21228899.
{{cite journal}}
: CS1 maint: unflagged free DOI (link) - ↑ Pfenninger, John L.; Fowler, Grant C. (2010). Pfenninger and Fowler's Procedures for Primary Care E-Book: Expert Consult (in ଇଂରାଜୀ). Elsevier Health Sciences. p. 1292. ISBN 1455700924. Archived from the original on 2017-10-13.
- ↑ ୫.୦ ୫.୧ Oussedik, S; Haddad, F (September 2005). "Manipulation and immobilization of Colles' fractures". British journal of hospital medicine (London, England : 2005). 66 (9): M34-5. doi:10.12968/hmed.2005.66.Sup2.19718. PMID 16200794.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ |
---|
- Colles Fracture Wheeless' Textbook