ଟ୍ରାଜୋଡନ

ଉଇକିପିଡ଼ିଆ‌ରୁ
ଟ୍ରାଜୋଡନ
Clinical data
Trade namesପୃଥିବୀରେ ଅନେକ ବ୍ରାଣ୍ଡ ନାମରେ ମିଳେ [୧]
SynonymsAF-1161
AHFS/Drugs.commonograph
MedlinePlusa681038
Pregnancy
category
  • US: C (Risk not ruled out)
Routes of
administration
ପାଟିରେ ଦିଆଯାଏ (ବଟିକା)
ATC code
Legal status
Legal status
  • AU: S4 (Prescription only)
  • CA: କେବଳ ପ୍ରେସକ୍ରିପସନରେ ମିଳେ ।
  • UK: POM (Prescription only)
  • US: କେବଳ ପ୍ରେସକ୍ରିପସନରେ ମିଳେ ।
Pharmacokinetic data
Bioavailabilityପାଟିରେ ଦେଲେ: ୬୫%[୩]
Protein binding୮୯–୯୫%[୪]
Metabolismଯକୃତ (CYP3A4)[୨]
MetabolitesmCPP[୫]
Onset of actionପାଟିରେ: ୧ ଘଣ୍ଟା (Tmax)[୬]
Elimination half-lifeTrazodone IR: ୭ ଘଣ୍ଟା hours[୩]
Trazodone ER: ୧୦ ଘଣ୍ଟା [୩]
mCPP: ୪–୮ ଘଣ୍ଟା[୭]
ExcretionUrine: ୭୦–୭୫%[୩]
Feces: 21%[୩]
Identifiers
  • 2-{3-[4-(3-Chlorophenyl)piperazin-1-yl]propyl}[1,2,4]triazolo[4,3-a]pyridin-3(2H)-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.039.364 Edit this at Wikidata
Chemical and physical data
FormulaC19H22ClN5O
Molar mass371.8641 g/mol
3D model (JSmol)
  • Clc4cccc(N3CCN(CCCN1/N=C2/C=C\C=C/N2C1=O)CC3)c4
  • InChI=1S/C19H22ClN5O/c20-16-5-3-6-17(15-16)23-13-11-22(12-14-23)8-4-10-25-19(26)24-9-2-1-7-18(24)21-25/h1-3,5-7,9,15H,4,8,10-14H2 checkY
  • Key:PHLBKPHSAVXXEF-UHFFFAOYSA-N checkY
  (verify)

ଟ୍ରାଜୋଡନ (ଇଂରାଜୀ ଭାଷାରେ Trazodone) ଏକ ଔଷଧ ଯାହା ଅନେକ ନାମରେ ପୃଥିବୀରେ ବିକ୍ରୟ ହୁଏ,[୧] ଓ ଏହା ଏକ ଅବସାଦରୋଧୀ ଔଷଧ (antidepressant) ।[୮] ପ୍ରମୁଖ ଅବସାଦ ବେମାରୀ, ଉଦ୍‌ବେଗ ଅବ୍ୟବସ୍ଥା ଓ ଅନ୍ୟାନ୍ୟ ଔଷଧ ସ‌ହିତ ଆଲକୋହୋଲ ଡିପେଣ୍ଡେନ୍ସ (alcohol dependence) ରୋଗମାନଙ୍କର ଚିକିତ୍ସାରେ ଏହି ଔଷଧ ଦିଆଯାଏ ।[୮] ପାଟିରେ ଏ ଔଷଧ ଦିଆଯାଏ । [୮]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ବେହୋସ ଅନୁଭବ, ବାନ୍ତି ଓ ମୁଣ୍ଡବିନ୍ଧା ହୁଏ ।[୮] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆତ୍ମହତ୍ୟା, ପ୍ରକଟିତ ବାଇପୋଲାର ଡିଜଅଡର, ଅନିୟମିତ ହୃଦ୍‌ଗତି (irregular heart rate) ଓ ପ୍ରାୟାପିଜ୍ମ ଇତ୍ୟାଦି ଦେଖାଯାଏ ।[୮] ଗର୍ଭାବସ୍ଥା ବା ସ୍ତନ୍ୟପାନ କରେଇବା ସମୟରେ ଏହାର ପ୍ରତିକ୍ରିୟା ଅସ୍ପଷ୍ଟ ଅଛି ।[୯] ଏହା ସେରୋଟୋନିନ ଆଣ୍ଟାଗୋନିସ୍ଟ ଓ ରିଅପଟେକ ଇନ‌ହିବିଟର (serotonin antagonist and reuptake inhibitor)/ SARI) ଶ୍ରେଣୀର ଫିନାଇଲପିପେରାଜିନ (phenylpiperazine) ଯୌଗିକ ପଦାର୍ଥ । [୧୦][୧୧] ଏହାର ଏକ ପ୍ରଶାନ୍ତି କରଣ ପ୍ରଭାବ ମଧ୍ୟ ଅଛି ।[୧୨]

ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ରରେ ସନ ୧୯୮୧ରେ ଟ୍ରାଜୋଡନ ସ୍ୱୀକୃତ ହୋଇଥିଲା ।[୮] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୮] ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୫ରେ ଏହାର ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୨୧.୨୩ ପାଉଣ୍ଡ ଥିଲା ।[୧୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୪.୫୩ ଆମେରିକୀୟ ଡଲାର ଥିଲା ।[୧୩] ସନ ୨୦୧୪ରେ ଏହି ଔଷଧର ୨୬ ନିୟୁତ ପ୍ରେସକ୍ରିପସନ ଆସିଥିଲା । [୧୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ Drugs.com international listings for Trazodone Page accessed Feb 10, 2016
  2. Lemke, Thomas L.; Williams, David A. (2012). Foye's Principles of Medicinal Chemistry (in ଇଂରାଜୀ). Lippincott Williams & Wilkins. p. 615. ISBN 9781609133450.
  3. ୩.୦ ୩.୧ ୩.୨ ୩.୩ ୩.୪ Truven Health Analytics, Inc. DrugPoint System (Internet) [cited 2013 Oct 1]. Greenwood Village, CO: Thomsen Healthcare; 2013.[not in citation given]
  4. "Trazodone". DrugBank. Retrieved 7 June 2015.
  5. Sheldon H. Preskorn; Christina Y. Stanga; John P. Feighner; Ruth Ross (6 December 2012). Antidepressants: Past, Present and Future. Springer Science & Business Media. pp. 68–. ISBN 978-3-642-18500-7.
  6. "MicroMedex DrugPoints - Trazodone". Pharmacy Choice. Retrieved 20 April 2017.
  7. Alan F. Schatzberg, M.D.; Charles B. Nemeroff, M.D., Ph.D. (2017). The American Psychiatric Association Publishing Textbook of Psychopharmacology, Fifth Edition. American Psychiatric Pub. pp. 460–. ISBN 978-1-58562-523-9.{{cite book}}: CS1 maint: multiple names: authors list (link)
  8. ୮.୦ ୮.୧ ୮.୨ ୮.୩ ୮.୪ ୮.୫ ୮.୬ "Trazodone Hydrochloride". The American Society of Health-System Pharmacists. Retrieved 8 January 2018.
  9. "Trazodone Use During Pregnancy". Drugs.com. Retrieved 7 January 2018.
  10. Stahl, Stephen M. (2008). Stahl's Essential Psychopharmacology: Neuroscientific Basis and Practical Applications (in ଇଂରାଜୀ). Cambridge University Press. p. 567. ISBN 9780521857024.
  11. Lemke, Thomas L.; Williams, David A. (2008). Foye's Principles of Medicinal Chemistry (in ଇଂରାଜୀ). Lippincott Williams & Wilkins. p. 586. ISBN 9780781768795.
  12. ୧୨.୦ ୧୨.୧ British national formulary : BNF 69 (69 ed.). British Medical Association. 2015. pp. 257–258. ISBN 9780857111562.
  13. "NADAC as of 2018-01-03". Centers for Medicare and Medicaid Services (in ଇଂରାଜୀ). Archived from the original on 2019-06-24. Retrieved 7 January 2018.
  14. "Trazodone hydrochloride prescriptions number U.S. 2004-2014". Statista (in ଇଂରାଜୀ). Retrieved 7 January 2018.

ବାହ୍ୟ ଲିଙ୍କ[ସମ୍ପାଦନା]