ରିଫାପେଣ୍ଟିନ

ଉଇକିପିଡ଼ିଆ‌ରୁ
ରିଫାପେଣ୍ଟିନ
Clinical data
Synonyms3{[(4-cyclopentyl-1-piperazinyl)imino]methyl}rifamycin
AHFS/Drugs.commonograph
MedlinePlusa602026
Pregnancy
category
  • C
Routes of
administration
by mouth
ATC code
Pharmacokinetic data
Bioavailabilityincreases when administered with food
Identifiers
  • (7S,9E,11S,12R,13S,14R,15R,16R,17S,18S,19E,21Z,26E)-26-{[(4-cyclopentylpiperazin-1-yl)amino]methylidene}-2,15,17,29-tetrahydroxy-11-methoxy-3,7,12,14,16,18,22-heptamethyl-6,23,27-trioxo-8,30-dioxa-24-azatetracyclo[23.3.1.14,7.05,28]triaconta-1(28),2,4,9,19,21,25(29)-heptaen-13-yl acetate
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.057.021 Edit this at Wikidata
Chemical and physical data
FormulaC47H64N4O12
Molar mass877.031 g/mol
3D model (JSmol)
  • CC(=O)O[C@H]3[C@H](C)[C@H](O)[C@H](C)[C@@H](O)[C@@H](C)\C=C\C=C(\C)C(=O)Nc6c(/C=N/N1CCN(CC1)C2CCCC2)c(O)c5c4C(=O)[C@@](C)(O/C=C/[C@H](OC)[C@H]3C)Oc4c(C)c(O)c5c6O
  • InChI=1S/C47H64N4O12/c1-24-13-12-14-25(2)46(59)49-37-32(23-48-51-20-18-50(19-21-51)31-15-10-11-16-31)41(56)34-35(42(37)57)40(55)29(6)44-36(34)45(58)47(8,63-44)61-22-17-33(60-9)26(3)43(62-30(7)52)28(5)39(54)27(4)38(24)53/h12-14,17,22-24,26-28,31,33,38-39,43,53-57H,10-11,15-16,18-21H2,1-9H3,(H,49,59)/b13-12+,22-17+,25-14-,48-23+/t24-,26+,27+,28+,33-,38-,39+,43+,47-/m0/s1 checkY
  • Key:WDZCUPBHRAEYDL-GZAUEHORSA-N checkY
  (verify)

ରିଫାପେଣ୍ଟିନ (ଇଂରାଜୀ ଭାଷାରେ Rifapentine ବା RPT, ବିକ୍ରୟ ନାମ ପ୍ରିଫଟିନ/Priftin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଯକ୍ଷ୍ମା ରୋଗର ଚିକିତ୍ସାରେ ଦିଆଯାଏ । ସକ୍ରିୟ ଯକ୍ଷ୍ମା ରୋଗରେ ଏହା ଅନ୍ୟାନ୍ୟ ଯକ୍ଷ୍ମା ଔଷଧ (antituberculosis medication) ସ‌ହିତ ଦିଆଯାଏ ।[୧] ଏହି ଔଷଧ ପାଟିରେ ଦିଆଯାଏ ।[୨]

ରିଫାପେଣ୍ଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତର ପରିବର୍ତ୍ତନ ହୁଏ ଯେପରିକି ନିଉଟ୍ରୋପିନିଆ (low neutrophil counts in the blood) ଓ ବର୍ଦ୍ଧିତ ଯକୃତ ଏଞ୍ଜାଇମ ସ୍ତର (elevated liver enzymes) ସ‌ହିତ ପାୟୁରିଆ (white blood cells in the urine) ବା ପରିସ୍ରାରେ ପୁଜ ପଡ଼ିବା ଆଦି ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems) ବା କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା (Clostridium difficile associated diarrhea) ହୋଇପାରେ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ଏହା ରିଫାମାଇସିନ (rifamycin) ପରିବାରର ଔଷଧ ଓ ଡିଏନଏ-ଡିପେଣ୍ଡେଣ୍ଟ ଆରଏନଏ ପଲିମରେଜ (DNA-dependent RNA polymerase) କାର୍ଯ୍ୟ ଅବରୋଧ କରେ ।[୨]

ଡାକ୍ତରୀ ବ୍ୟବ‌ହାର ନିମନ୍ତେ ରିଫାପେଣ୍ଟିନ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୮ରେ ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ପ୍ରାୟ ୧୦୦ରୁ ୨୦୦ ଡଲାର ।[୪] ପୃଥିବୀର ଅନେକ ସ୍ଥାନରେ ୨ନ ୨୦୧୫ ସୁଦ୍ଧା ଏହା ମିଳୁନଥିଲା ।[୫]

ଆଧାର[ସମ୍ପାଦନା]

  1. The selection and use of essential medicines: Twentieth report of the WHO Expert Committee 2015 (including 19th WHO Model List of Essential Medicines and 5th WHO Model List of Essential Medicines for Children) (PDF). World Health Organization. 2015. p. 37. ISBN 9789240694941. Retrieved 10 December 2016.
  2. ୨.୦ ୨.୧ ୨.୨ "Rifapentine". The American Society of Health-System Pharmacists. Retrieved 8 December 2016.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 53. ISBN 9781284057560.
  5. Nieburg, Phillip; Dubovi, Talia; Angelo, Sahil (2015). Tuberculosis—A Complex Health Threat: A Policy Primer of Global TB Challenges (in ଇଂରାଜୀ). Rowman & Littlefield. p. 15. ISBN 9781442240957.