ଯଦୁନାଥ ସୂପକାର

ଉଇକିପିଡ଼ିଆ‌ରୁ
ଯଦୁନାଥ ସୂପକାର
ଜନ୍ମଛାଞ୍ଚ:ଜନ୍ମ ବର୍ଷ
ବୃତ୍ତି(s)କଳାକାର
ବସ୍ତ୍ର ଡିଜାଇନ
ସନ୍ତାନଶ୍ରୀଭାଷ ଚନ୍ଦ୍ର ସୁପକାର
ପୁରସ୍କାର(ଗୁଡ଼ିକ)ପଦ୍ମଶ୍ରୀ
ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର

ଯଦୁନାଥ ସୂପକାର ଜଣେ ଭାରତୀୟ କଳାକାର ଓ ବସ୍ତ୍ର ଡିଜାଇନର ଥିଲେ ।[୧] ତାଙ୍କର ଜନ୍ମ ସନ ୧୯୩୧ରେ[୨] ଭାରତୀୟ ରାଜ୍ୟ ଓଡ଼ିଶାର ସମ୍ବଲପୁରରେ ହୋଇଥିଲା ଓ ସେ ବାରାଣସୀର ହସ୍ତ‌ତନ୍ତ ଶିଳ୍ପର ବିକାଶ କରି ଲୋକପ୍ରିୟ ହୋଇଥିଲେ ।[୩] ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ଗ୍ରହୀତା ଥିଲେ[୪] ଓ ଅନେକ ଦେଶମାନଙ୍କରେ ତାଙ୍କର ସୃଷ୍ଟି ପ୍ରଦର୍ଶିତ ହୋଇଥିଲା । [୫] The ଭାରତ ସରକାର ତାଙ୍କୁ ସନ ୧୯୮୫ରେ ପଦ୍ମଶ୍ରୀ ପୁରସ୍କାର ଦେଇ ସମ୍ମାନିତ କରିଥିଲେ ।[୬] ତାଙ୍କର ପୁତ୍ର ଶ୍ରୀଭାଷ ଚନ୍ଦ୍ର ସୂପକାର ମଧ୍ୟ ଜଣେ ବସ୍ତ୍ର ଡିଜାଇନର ଓ ଜାତୀୟ ପୁରସ୍କାର ପାଇଛନ୍ତି ।[୭]

ଆଧାର[ସମ୍ପାଦନା]

  1. "Banarasi brilliance dazzles Delhi". The Hindu. 26 September 2009. Retrieved July 19, 2015.
  2. "WorldCat profile". WorldCat. 2015. Retrieved July 19, 2015.
  3. "Weaving the state of his dreams". Hindustan Times. 28 January 2011. Retrieved July 19, 2015.
  4. "ODISHA LALITA KALA ACADEMY AWARD WINNERS" (PDF). Givernment of Odisha. 2015. Retrieved July 19, 2015.
  5. "Page 87 - Art Journal April 2012". India Art Festival. 2015. Retrieved July 19, 2015.
  6. "Padma Awards" (PDF). Ministry of Home Affairs, Government of India. 2015. Retrieved June 18, 2015.
  7. "Weaving the state of his dreams". High Beam. 2015. Retrieved July 19, 2015.