Jump to content

ଟାୟୋଟ୍ରୋପିଅମ ବ୍ରୋମାଇଡ

ଉଇକିପିଡ଼ିଆ‌ରୁ
ଟାୟୋଟ୍ରୋପିଅମ (Tiotropium)
Clinical data
Trade namesSpiriva, Braltus[]
AHFS/Drugs.commonograph
MedlinePlusa604018
Pregnancy
category
    Routes of
    administration
    Inhalation by mouth
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability19.5% (inhalation)
    MetabolismLiver 25%
    (CYP2D6, CYP3A4)
    Elimination half-life5–6 days
    ExcretionKidney
    Identifiers
    • (1α,2β,4β,7β)-
      7-[(hydroxidi-2-thienylacetyl)oxy]-9,9-dimethyl-
      3-oxa-9-azoniatricyclo[3.3.1.02,4]nonane bromide
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    ChEMBL
    ECHA InfoCard100.234.575 Edit this at Wikidata
    Chemical and physical data
    FormulaC19H22BrNO4S2
    Molar mass472.416 g/mol
    3D model (JSmol)
    • C[N+]1(C2CC(CC1C3C2O3)OC(=O)C(C4=CC=CS4)(C5=CC=CS5)O)C.[Br-]
    • InChI=1S/C19H22NO4S2/c1-20(2)12-9-11(10-13(20)17-16(12)24-17)23-18(21)19(22,14-5-3-7-25-14)15-6-4-8-26-15/h3-8,11-13,16-17,22H,9-10H2,1-2H3/q+1/t11?,12-,13+,16-,17-/m0/s1 checkY
    • Key:LERNTVKEWCAPOY-MCGYIYAPSA-N checkY
      (verify)

    ଟାୟୋଟ୍ରୋପିଅମ ବ୍ରୋମାଇଡ (Tiotropium bromide, ଏକ ବିକ୍ରୟ ନାମ ସିପ୍ରିଭା/Spiriva) ଏକ ଦୀର୍ଘକାଳୀନ ବ୍ରୋଙ୍କୋଡାଇଲେଟର (bronchodilator ଯାହା କ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ (ସିଓପିଡି) ଓ ଆଜ୍‌ମା ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[][] ମୂଖ୍ୟତଃ ଏହା ପ୍ରତିଷେଧ ଭାବରେ ବ୍ୟବ‌ହାର କରାଯାଏ, ଚିକିତ୍ସା ନିମନ୍ତେ ନୁହେଁ ।[] ଏହା ଖୋଲା ପାଟିରେ ଆଘ୍ରାଣ କରାଯାଏ ।[] ଏହାର ପ୍ରଭାବ ଅଧ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୨୪ ଘଣ୍ଟା ପର୍ଯ୍ୟନ୍ତ ରହେ ।[]

    ଟାୟୋଟ୍ରୋପିଅମ ବ୍ରୋମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, ନାକରୁ ପାଣି ବୋହିବା, ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଅଣନିଶ୍ୱାସୀ ଓ ମୁଣ୍ଡ ବିନ୍ଧା ହୋଇପାରେ ।[] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଞ୍ଜିଓଇଡିମା, ଅଧିକ ବ୍ରୋଙ୍କୋସ୍ପାଜ୍ମ (bronchospasm), ଓ କ୍ୟୁଟ ପ୍ରଲମ୍ବିତ (QT prolongation) ହୋଇଯାଏ ।[] ଏହି ଔଷଧ ଯୋଗୁ ଗର୍ଭାବସ୍ଥାରେ କୌଣସି ହାନୀ ହେବାର ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ କିନ୍ତୁ ଉପ‌ଯୁକ୍ତ ଅନୁଶୀଳନ ମଧ୍ୟ ହୋଇନାହିଁ ।[] ଏହା ଏକ ପ୍ରକାର ଆଣ୍ଟିକଲିନର୍ଜିକ (anticholinergic) ଔଷଧ ଓ ଅଣରୈକ୍ଷିକ ମାଂସପେଶୀ (smooth muscle) ଉପରେ ଆସେଟାଇଲକଲିନର (acetylcholine) ପ୍ରଭାବକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ସନ ୧୯୮୯ରେ ଟାୟୋଟ୍ରୋପିଅମ ବ୍ରୋମାଇଡ ପେଟେଣ୍ଟ ହେବା ପରେ ସନ ୨୦୦୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱକୃତ ହୋଇଥିଲା ।[] ସନ ୨୦୧୯ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୧୩.୭୫ ଆମେରିକୀୟ ଡଲାର ଅଛି ।[] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଡୋଜ ପିଛା ପ୍ରାୟ ୦.୮୬ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ୮ ନିୟୁତ ପ୍ରେସକ୍ରିପସନ ହୋଇ ୯୫ତମ ସର୍ବାଧିକ ପ୍ରେସକ୍ରିପସନର ମାନ୍ୟତା ଲାଭ କରିଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୯ ସୁଦ୍ଧା ଏହା କୌଣସି ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୋଇନାହିଁ । []

    1. 1 2 3 British national formulary : BNF 76 (76 ed.). Pharmaceutical Press. 2018. pp. 247–248. ISBN 9780857113382.
    2. 1 2 3 4 5 6 7 "Tiotropium Bromide Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 31 January 2019.
    3. "Tiotropium Use During Pregnancy". Drugs.com (in ଇଂରାଜୀ). Retrieved 31 January 2019.
    4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 447. ISBN 9783527607495.
    5. "NADAC as of 2019-01-30". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-27. Retrieved 31 January 2019.
    6. "The Top 300 of 2019". clincalc.com. Retrieved 22 December 2018.
    7. "Generic Spiriva Availability". Drugs.com (in ଇଂରାଜୀ). Retrieved 31 January 2019.

    ବାହ୍ୟ ଲିଙ୍କ

    [ସମ୍ପାଦନା]