ଭାଇନୋରେଲବିନ

ଉଇକିପିଡ଼ିଆ‌ରୁ
(Vinorelbineରୁ ଲେଉଟି ଆସିଛି)
ଭାଇନୋରେଲବିନ
Clinical data
Trade namesNavelbine
AHFS/Drugs.commonograph
MedlinePlusa695013
Pregnancy
category
  • AU: D
  • US: D (Evidence of risk)
Routes of
administration
intravenous, by mouth[୧]
ATC code
Legal status
Legal status
Pharmacokinetic data
Bioavailability43 ± 14% (oral)[୨]
Protein binding79 to 91%
Metabolismliver (CYP3A4-mediated)
Elimination half-life27.7 to 43.6 hours
ExcretionFecal (46%) and kidney (18%)
Identifiers
  • 4-(acetyloxy)- 6,7-didehydro- 15-((2R,6R,8S)-4-ethyl- 1,3,6,7,8,9-hexahydro- 8-(methoxycarbonyl)- 2,6-methano- 2H-azecino(4,3-b)indol-8-yl)- 3-hydroxy- 16-methoxy- 1-methyl- methyl ester,
CAS Number
PubChem CID
DrugBank
ChemSpider
UNII
KEGG
ChEMBL
Chemical and physical data
FormulaC45H54N4O8
Molar mass778.932 g/mol
3D model (JSmol)
  • O=C(OC)[C@]4(c2nc1ccccc1c2CN3CC(=C/[C@H](C3)C4)\CC)c5c(OC)cc6c(c5)[C@@]89[C@@H](N6C)[C@@](O)(C(=O)OC)[C@H](OC(=O)C)[C@@]7(/C=C\CN([C@@H]78)CC9)CC
  • InChI=1S/C45H54N4O8/c1-8-27-19-28-22-44(40(51)55-6,36-30(25-48(23-27)24-28)29-13-10-11-14-33(29)46-36)32-20-31-34(21-35(32)54-5)47(4)38-43(31)16-18-49-17-12-15-42(9-2,37(43)49)39(57-26(3)50)45(38,53)41(52)56-7/h10-15,19-21,28,37-39,46,53H,8-9,16-18,22-25H2,1-7H3/t28-,37-,38+,39+,42+,43+,44-,45-/m0/s1 checkY
  • Key:GBABOYUKABKIAF-IELIFDKJSA-N checkY
 ☒NcheckY (what is this?)  (verify)

ଭାଇନୋରେଲବିନ (ଇଂରାଜୀ ଭାଷାରେ Vinorelbine ବା NVB, ବିକ୍ରୟ ନାମ ନାଭେଲବିନ/Navelbine) ଗୋଟିଏ କେମୋଥେରାପି ଔଷଧ (chemotherapy medication) ଯାହା ଅନେକ ଗୁଡ଼ିଏ କର୍କଟ ରୋଗମାନଙ୍କର ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଏହି ରୋଗମାନଙ୍କର ନାମ ସ୍ତନ କର୍କଟଫୁସଫୁସ କର୍କଟ[୩] ଏହି ଔଷଧ ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ । [୩][୧]

ଭାଇନୋରେଲବିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression), ଇଞ୍ଜେକସନ ନେବା ସ୍ଥାନରେ ଯନ୍ତ୍ରଣା, ବାନ୍ତି, ଥକ୍କା ଅନୁଭବ ଓ ତରଳ ଝାଡ଼ା ଇତ୍ୟାଦି ଦେଖାଯାଏ । ଅନ୍ୟାନ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସୀ (shortness of breath) ହୋଇପାରେ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିପାରେ ।[୩] ଏହା ଭିନ‌କା ଆଲକାଲଏଡ (vinca alkaloid) ଶ୍ରେଣୀର ଏକ ଔଷଧ ।[୧] ମାଇକ୍ରୋଟ୍ୟୁବ୍ୟୁଲର (microtubules) ସାଧାରଣ କର୍ମରେ ବାଧା ପ୍ରଦାନ କରି ଏହି ଔଷଧ ଜୀବକୋଷ ବିଭାଜନ (cell division) ବନ୍ଦ କରିଦେବା ବିଶ୍ୱାସ କରାଯାଏ ।[୩]

ସନ ୧୯୯୪ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଭାଇନୋରେଲବିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୫୦ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୧୮.୧୦ରୁ ୪୨.୮୨ ଆମେରିକୀୟ ଡଲାର ।[୫] ଇଂଲଣ୍ଡରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୧୩୯.୦୦ ପାଉଣ୍ଡ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ British national formulary : BNF 69 (69 ed.). British Medical Association. 2015. p. 594. ISBN 9780857111562.
  2. Marty M, Fumoleau P, Adenis A, Rousseau Y, Merrouche Y, Robinet G, Senac I, Puozzo C (2001). "Oral vinorelbine pharmacokinetics and absolute bioavailability study in patients with solid tumors". Ann Oncol. 12 (11): 1643–9. doi:10.1023/A:1013180903805. PMID 11822766.
  3. ୩.୦ ୩.୧ ୩.୨ ୩.୩ ୩.୪ "Vinorelbine Tartrate". The American Society of Health-System Pharmacists. Retrieved 8 December 2016.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Vinorelbine". International Drug Price Indicator Guide. Retrieved 28 November 2015.[permanent dead link]