Jump to content

ଏଥିଓନାମାଇଡ

ଉଇକିପିଡ଼ିଆ‌ରୁ
ଏଥିଓନାମାଇଡ
Clinical data
Trade namesTrecator, others
AHFS/Drugs.commonograph
MedlinePlusa682402
Pregnancy
category
  • US: C (Risk not ruled out)
    Routes of
    administration
    by mouth
    ATC code
    Legal status
    Legal status
    Pharmacokinetic data
    Protein binding~30%
    Elimination half-life2 to 3 hours
    Identifiers
    • 2-ethylpyridine-4-carbothioamide
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.007.846 Edit this at Wikidata
    Chemical and physical data
    FormulaC8H10N2S
    Molar mass166.244 g/mol
    3D model (JSmol)
    • S=C(c1ccnc(c1)CC)N
    • InChI=1S/C8H10N2S/c1-2-7-5-6(8(9)11)3-4-10-7/h3-5H,2H2,1H3,(H2,9,11) checkY
    • Key:AEOCXXJPGCBFJA-UHFFFAOYSA-N checkY
      (verify)

    ଏଥିଓନାମାଇଡ (ଇଂରଜୀ ଭାଷାରେ Ethionamide) ଏକ ଆଣ୍ଟିବାୟୋଟିକ ଯାହା ଯକ୍ଷ୍ମା ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । ଏହା ବିଶେଷତଃ ବ‌ହୁ ଔଷଧ ପ୍ରତିରୋଧୀ ଯକ୍ଷ୍ମା (multidrug-resistant tuberculosis) ରୋଗରେ ଅନ୍ୟାନ୍ୟ ଯକ୍ଷ୍ମା ବିରୋଧୀ ଔଷଧ (antituberculosis medications) ସ‌ହିତ ଦିଆଯାଏ । [] କୁଷ୍ଠ ରୋଗରେ ଏହା ଆଉ ଦିଆଯାଉ ନାହିଁ । [][] ଏହି ଔଷଧକୁ ପାଟିରେ ଦିଆଯାଏ ।[]

    ଏଥିଓନାମାଇଡର ଅତ୍ୟଧିକ ପାର୍ଶ୍ୱ ପ୍ରତିକ୍ରିୟା ଅଛି ।[] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ପେଟ ଯନ୍ତ୍ରଣା (abdominal pain) ଓ ଅରୁଚି ଆଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହେପାଟାଇଟିସଅବସାଦ ଦେଖାଯାଏ । ଯକୃତ ସମସ୍ୟା (liver problems) ଥିଲେ ଏହା ବ୍ୟବ‌ହାର କରିବା ଉଚିତ ନୁହେଁ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ମଧ୍ୟ ଅଜ୍ଞାତ ଅଛି । [] ଏଥିଓନାମାଇଡ ଏକ ଥାଇଓମାଇଡ (thioamides) ଶ୍ରେଣୀର ଔଷଧ । ଏହା ମାଇକୋଲିକ (mycolic acid) ବ୍ୟବ‌ହାରରେ ବାଧା ସୃଷ୍ଟି କରି କାମ କରେ ।[]

    ଏଥିଓନାମାଇଡ ସନ ୧୯୫୬ରେ ଆବିଷ୍କୃତ ହୋଇ ସନ ୧୯୬୫ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତିପ୍ରାପ୍ତ ହେଲା ।[][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ହୋଲସେଲ ମୂଲ୍ୟ ୫.୯୪ରୁ ୨୪.୧୨ ଆମେରିକୀୟ ଡଲାର ।[]

    1. Trecator (ethionamide) tablet, film coated (Wyeth Pharmaceuticals Company, a subsidiary of Pfizer Inc.) on DailyMed
    2. 1 2 3 4 5 "Ethionamide". The American Society of Health-System Pharmacists. Retrieved 8 December 2016.
    3. "Standard Chemotherapy". www.hrsa.gov. Retrieved 2016-12-15.
    4. Wolff, Kerstin A.; Nguyen, Liem (2012-09-01). "Strategies for potentiation of ethionamide and folate antagonists against Mycobacterium tuberculosis". Expert Review of Anti-infective Therapy. 10 (9): 971–981. doi:10.1586/eri.12.87. ISSN 1478-7210. PMC 3971469. PMID 23106273.
    5. 1 2 "Ethionamide". TB Online. Global Tuberculosis Community Advisory Board. Retrieved 2012-08-18.
    6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    7. "Ethionamide". International Drug Price Indicator Guide. Retrieved 8 December 2016.[permanent dead link]