Jump to content

ଅକ୍ସିଟୋସିନ

ଉଇକିପିଡ଼ିଆ‌ରୁ
ଅକ୍ସିଟୋସିନ
Clinical data
Pronunciation/ˌɒks[invalid input: 'ɨ']ˈtsɪn/
Trade namesPitocin
AHFS/Drugs.commonograph
Pregnancy
category
  • AU: A
    Routes of
    administration
    Intranasal, IV, IM
    ATC code
    Legal status
    Legal status
    Pharmacokinetic data
    Protein binding30%
    Metabolismliver and other oxytocinases
    Elimination half-life1–6 min (IV)
    ~2 h (intranasal)[][]
    ExcretionBiliary and kidney
    Identifiers
    • 1-({(4R,7S,10S,13S,16S,19R)-19-amino-7-(2-amino-2-oxoethyl)-10-(3-amino-3-oxopropyl)-16-(4-hydroxybenzoyl)-13-[(1S)-1-methylpropyl]-6,9,12,15,18-pentaoxo-1,2-dithia-5,8,11,14,17-pentaazacycloicosan-4-yl}carbonyl)-L-prolyl-L-leucylglycinamide
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.045 Edit this at Wikidata
    Chemical and physical data
    FormulaC43H66N12O12S2
    Molar mass1007.19 g/mol
    3D model (JSmol)
    • CC[C@H](C)[C@@H]1NC(=O)[C@H](Cc2ccc(O)cc2)NC(=O)[C@@H](N)CSSC[C@H](NC(=O)[C@H](CC(N)=O)NC(=O)[C@H](CCC(N)=O)NC1=O)C(=O)N3CCC[C@H]3C(=O)N[C@@H](CC(C)C)C(=O)NCC(N)=O
    • InChI=1S/C43H66N12O12S2/c1-5-22(4)35-42(66)49-26(12-13-32(45)57)38(62)51-29(17-33(46)58)39(63)53-30(20-69-68-19-25(44)36(60)50-28(40(64)54-35)16-23-8-10-24(56)11-9-23)43(67)55-14-6-7-31(55)41(65)52-27(15-21(2)3)37(61)48-18-34(47)59/h8-11,21-22,25-31,35,56H,5-7,12-20,44H2,1-4H3,(H2,45,57)(H2,46,58)(H2,47,59)(H,48,61)(H,49,66)(H,50,60)(H,51,62)(H,52,65)(H,53,63)(H,54,64)/t22-,25-,26-,27-,28-,29-,30-,31-,35-/m0/s1 checkY
    • Key:XNOPRXBHLZRZKH-DSZYJQQASA-N checkY
     ☒NcheckY (what is this?)  (verify)

    ଅକ୍ସିଟୋସିନ (ଓଏକ୍ସଟି) ଏକ ଔଷଧ ଓ ହରମୋନ[] ଏହା ଔଷଧ ହିସାବରେ ଜରାୟୁର ସଙ୍କୋଚନ କରେ ଯାହାଦ୍ୱାରା ପ୍ରସବ ଆରମ୍ଭ ହୁଏ ବା ଦୃତ ହୁଏ ଓ ପ୍ରସବୋତ୍ତର ରକ୍ତସ୍ରାବ ବନ୍ଦ ହୁଏ । ଏହା ଅନ୍ତଃପେଶୀ ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ବେଳେ ବେଳେ ଜରାୟୁର ଅତ୍ୟଧିକ ସଙ୍କୋଚନ ହୁଏ ଯାହା ଯୋଗୁ ଶିଶୁର ଅସୁବିଧା ହୁଏ । ଅଇ ଓ ଅଳ୍ପ ହୃତ୍‌ପିଣ୍ଡ ହାର ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । ଅତ୍ୟଧିକ ଅକ୍ସିଟୋସିନ ଡୋଜ ଦେଲେ ଜଳ ବିଷାୟନ (water intoxication) ଓ ଜରାୟୁ ଫାଟିବା ଇତ୍ୟାଦି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ । ଆଲର୍ଜି ମଧ୍ୟ ହୋଇପାରେ ।[]

    ମସ୍ତିଷ୍କର ଏକ ଅଂଶ ହାଇପୋଥାଲାମସରେ ଏହା ପ୍ରସ୍ତୁତ ହୋଇ ପଛ ପିଟୁଇଟାରି ଗ୍ରନ୍ଥିରେ ସଞ୍ଚିତ ହୋଇରହେ ।[][] ଯୌନ ପ୍ରଜନନ, ଜନ୍ମ ସମୟରେ ଓ ଜନ୍ମ ପର ସମୟରେ ଏହାର ଭୂମିକା ଅଛି ।[] ପ୍ରସବ ବେଳେ ଜରାୟୁ ଓ ଜରାୟୁଗ୍ରୀବା ପ୍ରସାରିତ ହେଲେ, ସ୍ତନ୍ୟପାନ ସମୟରେ ସ୍ତନାଗ୍ର ଉତ୍ତେଜିତ ହେଲେ ଅକ୍ସିଟୋସିନ ନିର୍ଗତ ହୁଏ ।[] ଏହା ଜନ୍ମରେ ସାହାଯ୍ୟ କରେ, ମାଆ ଓ ଶିଶୁର ବନ୍ଧନ ମଜବୁତ କରେ ଓ କ୍ଷୀର ପ୍ରସ୍ତୁତିରେ ଅଂଶ ଗ୍ରହଣ କରେ ।[][]


    ଅକ୍ସିଟୋସିନ ସନ ୧୯୫୨ରେ ଆବିଷ୍କୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ସନ୨୦୧୪ରେ ଡୋଜ ପ୍ରତି ମୂଲ୍ୟ ୦.୧୦ରୁ ୦.୫୬ ଆମେରିକୀୟ ଡଲାର ଥିଲା ।[୧୦]

    1. Weisman O, Zagoory-Sharon O, Feldman R (September 2012). "Intranasal oxytocin administration is reflected in human saliva". Psychoneuroendocrinology. 37 (9): 1582–6. doi:10.1016/j.psyneuen.2012.02.014. PMID 22436536.
    2. Huffmeijer R, Alink LR, Tops M, et al. (2012). "Salivary levels of oxytocin remain elevated for more than two hours after intranasal oxytocin administration". Neuro Endocrinol. Lett. 33 (1): 21–5. PMID 22467107.
    3. 1 2 3 "Oxytocin". The American Society of Health-System Pharmacists. Retrieved June 2015. {{cite web}}: Check date values in: |accessdate= (help)
    4. Pubchem. "OXYTOCIN | C43H66N12O12S2 - PubChem". pubchem.ncbi.nlm.nih.gov. Retrieved 2015-07-25.
    5. 1 2 3 Chiras, Daniel D. (2012). Human biology (7th ed.). Sudbury, MA: Jones & Bartlett Learning. p. 262. ISBN 9780763783457.
    6. Yang, HP; Wang, L; Han, L; Wang, SC (2013). "Nonsocial functions of hypothalamic oxytocin". ISRN neuroscience. 2013: 179272. doi:10.1155/2013/179272. PMC 4045544. PMID 24967304.{{cite journal}}: CS1 maint: unflagged free DOI (link)
    7. Human Evolutionary Biology. Cambridge University Press. 2010. p. 282. ISBN 9781139789004.
    8. Corey, E.J. (2012). "Oxytocin". Molecules and Medicine. John Wiley & Sons. ISBN 9781118361733.
    9. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    10. "Oxytocin". International Drug Price Indicator Guide. Retrieved 20 December 2015.[permanent dead link]