Jump to content

ଇନସୁଲିନ ଗ୍ଲାର୍ଜିନ

ଉଇକିପିଡ଼ିଆ‌ରୁ
ଇନସୁଲିନ ଗ୍ଲାର୍ଜିନ
Clinical data
Trade namesLantus, Toujeo, Abasaglar, Basaglar, other
AHFS/Drugs.commonograph
MedlinePlusa600027
data
Pregnancy
category
  • US: C (Risk not ruled out)
Routes of
administration
Subcutaneous
ATC code
Legal status
Legal status
Identifiers
  • Recombinant human insulin
CAS Number
IUPHAR/BPS
DrugBank
ChemSpider
  • none
UNII
KEGG
ECHA InfoCard100.241.126 Edit this at Wikidata
Chemical and physical data
FormulaC267H404N72O78S6
Molar mass6063 g/mol
 ☒NcheckY (what is this?)  (verify)

ଇନସୁଲିନ ଗ୍ଲାର୍ଜିନ (ଇଂରାଜୀ ଭାଷାରେ Insulin glargine, ଏକ ବ୍ୟବସାୟୀକ ନାମ ଲାଣ୍ଟସ) ଏକ ଦୀର୍ଘ-କାର୍ଯ୍ୟକାରୀ ଇନସୁଲିନ (insulin) ଯାହା ଉଭୟ ଟାଇପ ୧ଟାଇପ ୨ ମଧୁମେହ ରୋଗର ଚିକିତ୍ସାରେ ଦିଆଯାଏ ।[] ସଂଯୁକ୍ତ ରାଷ୍ଟ୍ରରେ ଏହି ଔଷଧ ଦେବାକୁ ଉପଦେଶ ଦିଆଯାଏନାହିଁ ।[] ଚର୍ମତଳ ଇଞ୍ଜେକସନ (injection just under the skin) ଆକାରରେ ଏହା ଦିନ‌କୁ ଥରେ ଦିଆଯାଏ ।[] ଇଞ୍ଜେକସନ ଦେବାର ଏକ ଘଣ୍ଟା ପରେ ଏହାର ପ୍ରଭାବ ଆରମ୍ଭ ହୁଏ । []

ଇନସୁଲିନ ଗ୍ଲାର୍ଜିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ଶର୍କରା (low blood sugar), ଇଞ୍ଜେକସନ ଦେବା ସ୍ଥାନରେ ସମସ୍ୟା, ଗଲୁ ଓ ଓଜନ ବୃଦ୍ଧି ହୋଇପାରେ ।[] ପ୍ରତିକ୍ରିୟା ସାଂଘାତିକ ହେଲେ ରକ୍ତ ପୋଟାସିଅମ (low blood potassium) କମିଯାଏ ।[] ଗର୍ଭାବସ୍ଥାରେ ଇନସୁଲିନ ଗ୍ଲାର୍ଜିନ ଅପେକ୍ଷା ଏନପିଏଚ ଇନସୁଲିନ (NPH insulin) ଅଧିକ ପସନ୍ଦ କରାଯାଏ । [] ଇଞ୍ଜେକସନ ଦେବାପରେ ମାଇକ୍ରୋକ୍ରିସ୍ଟାଲ (microcrystal) ୨୪ ଘଣ୍ଟା ଧରି ଧୀରେ ନିର୍ଗତ ହୁଏ । [] ରକ୍ତରେ ଥିବା ଶର୍କରାକୁ (glucose) ଏହି ଔଷଧ ଅବଶୋଷଣ କରି ଯକୃତରୁ ଶର୍କରା ପ୍ରସ୍ତୁତି କମେଇଦିଏ । []

ସନ ୨୦୦୦ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଇନସୁଲିନ ଗ୍ଲାର୍ଜିନ ସ୍ୱୀକୃତ ହୋଇଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହାର ୧୦୦ ୟୁନିଟ ହୋଲସେଲ ମୂଲ୍ୟ ୨୬ଡଲାର ଥିଲା । [] ଏହି ସମୟରେ ସଂଯୁକ୍ତ ରାଷ୍ଟ୍ରରେ ଏହାର ମୁଲ୍ୟ ୨.୩୫ ପା‌ଉଣ୍ଡ ଥିଲା ।[] ସନ ୨୦୧୬ରେ ଏହାର ୨୬ ନିୟୁତ ପ୍ରେସକ୍ରିପସନ ହୋଇ ୨୨ତମ ସର୍ବାଧିକ ପ୍ରେସକ୍ରିପସନ ହେବାର ମାନ୍ୟତା ପାଇଥିଲା । []

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Insulin Glargine Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
  2. ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. p. 701. ISBN 9780857113382.
  3. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
  4. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ

[ସମ୍ପାଦନା]