ଆଲେଣ୍ଡ୍ରୋନିକ ଏସିଡ

ଉଇକିପିଡ଼ିଆ ରୁ
Jump to navigation Jump to search
ଆଲେଣ୍ଡ୍ରୋନିକ ଏସିଡ
Alendronic acid.svg
Alendronate-3D-balls.png
Clinical data
Trade namesFosamax, others
SynonymsAlendronate, alendronate sodium
AHFS/Drugs.commonograph
MedlinePlusa601011
data
Pregnancy
category
  • C
Routes of
administration
By mouth
ATC code
Legal status
Legal status
  • UK: POM (Prescription only)
Pharmacokinetic data
Bioavailability0.6%
Metabolismexcreted unchanged
Elimination half-life126 months
ExcretionKidney
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.128.415 Edit this at Wikidata
Chemical and physical data
FormulaC4H13NO7P2
Molar mass249.097
3D model (JSmol)
 NYesY (what is this?)  (verify)

ଆଲେଣ୍ଡ୍ରୋନିକ ଏସିଡ (Alendronic acid, ଏକ ବିକ୍ରୟ ନାମ ଫୋସାମାକ୍ସ/ Fosamax) ଏକ ବାଇଫସଫୋନେଟ ଔଷଧ (bisphosphonate medication) ଯାହା ଓଷ୍ଟିଓପୋରୋସିସ ଓ ଅସ୍ଥିପାଜେଟସ ରୋଗ (Paget's disease of bone) ଚିକିତ୍ସାରେ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧] ଔଷଧ ସାଥିରେ ଜୀବସାର ଘ (en:vitamin D), କ୍ୟାଲସିଅମ ପରିପୂରକ (en:calcium supplementation) ଦିଆଯାଏ ଓ ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ କରିବାକୁ ଉପଦେଶ ଦିଆଯାଏ ।[୧]

ଆଲେଣ୍ଡ୍ରୋନିକ ଏସିଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ଉଦର ଯନ୍ତ୍ରଣା, ଅଇ ଓ ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ହୋଇପାରେ ।[୧] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଗ୍ରାସନଳୀ ସମସ୍ୟା, ଫିମର ଅସ୍ଥିଭଗ୍ନ (femur fracture) ଓ ହନୁହାଡ଼ର ଓଷ୍ଟିଓନେକ୍ରୋସିସ (osteonecrosis of the jaw) ହୋଇପାରେ ।[୧] ଗର୍ଭାବସ୍ଥାକ୍ରନିକ ବୃକ୍‌କ ରୋଗରେ (poor kidney function) ଏହା ଦେବାକୁ ମନା କରାଯାଏ ।[୨] ଅସ୍ଥିକୁ ଭାଙ୍ଗୁଥବା ଜୀବକୋଷମାନଙ୍କର କାମକୁ ଆଲେଣ୍ଡ୍ରୋନିକ ଏସିଡ କମେଇଦିଏ ।[୧]

ସନ ୧୯୭୮ରେ ଆଲେଣ୍ଡ୍ରୋନିକ ଏସିଡ ବିଷୟ ବର୍ଣ୍ଣନା କରାଯିବା ପରେ ସନ ୧୯୯୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧][୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଡୋଜ ପିଛା ପ୍ରାୟ ୦.୪୧ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧.୧୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୪] ସନ ୨୦୧୬ରେ ଏହାର ୧୦ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୭୩ତମ ସ୍ଥାନ ଅଧିକାର କରିଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Fosamax Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 2 February 2019.
  2. ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. pp. 710–711. ISBN 9780857113382.
  3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 523. ISBN 9783527607495.
  4. "NADAC as of 2019-01-30". Centers for Medicare and Medicaid Services (in ଇଂରାଜୀ). Retrieved 2 February 2019.
  5. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]