ନାଲଟ୍ରେକ୍ସୋନ

ଉଇକିପିଡ଼ିଆ ରୁ
Jump to navigation Jump to search
ନାଲଟ୍ରେକ୍ସୋନ
Naltrexone skeletal.svg
Naltrexone-3D-balls.png
Clinical data
Trade namesରେଭିଟା, ଭିଭିଟ୍ରଲ ଓ ଅନ୍ୟାନ୍ୟ
SynonymsEN-1639A; UM-792; N-Cyclopropyl-methylnoroxymorphone; N-Cyclopropylmethyl-14-hydroxydihydro-morphinone; 17-(Cyclopropylmethyl)-4,5α-epoxy-3,14-dihydroxymorphinan-6-one
AHFS/Drugs.commonograph
MedlinePlusa685041
Pregnancy
category
  • AU: B3
  • US: C (Risk not ruled out)
Routes of
administration
ପାଟିରେ (By mouth), ମାଂସପେଶୀ ଇଞ୍ଜେକସନ (intramuscular injection), ଚର୍ମ ତଳ ଇମ୍ପ୍ଲାଣ୍ଟ (subcutaneous implant)
ATC code
Legal status
Legal status
Pharmacokinetic data
Bioavailability5–40%
Protein binding21%
MetabolismLiver
Elimination half-lifeNaltrexone: 4 hours
6β-Naltrexol: 13 hours
ExcretionUrine
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.036.939 Edit this at Wikidata
Chemical and physical data
FormulaC20H23NO4
Molar mass341.401 g/mol
3D model (JSmol)
Melting point୧୬୯ °C (୩୩୬ °F)
 NYesY (what is this?)  (verify)

ନାଲଟ୍ରେକ୍ସୋନ (ଇଂରାଜୀ ଭାଷାରେ Naltrexone, ବ୍ୟବସାୟୀକ ନାମମାନଙ୍କ ମଧ୍ୟରୁ ରେଭିଟା ଓ ଭିଭିଟ୍ରଲ ଅନ୍ୟତମ) ଏକ ଔଷଧ (medication) ଯାହା ଆଲକୋହୋଲ (alcohol) ବା ଓପିଅଏଡ ନିର୍ଭରତାର (opioid dependence) ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[୧] ଡିଟକ୍ସିଫିକେସନ ପୂର୍ବରୁ ନାଲଟ୍ରେକ୍ସନ ଦେବା ଉଚିତ ନୁହେଁ ।[୧] ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[୧] ଏହାର ପ୍ରଭାବ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇଯାଏ ।[୧] ଓପିଅଏଡ କାମନା କମିବାକୁ କିଛି ସପ୍ତାହ ଲାଗିଯାଏ ।[୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା (trouble sleeping), ଉତ୍କଣ୍ଠା (anxiety), ଅଇ (nausea) ଓ ମୁଣ୍ଡ ବିନ୍ଧା ହୋଇପାରେ ।[୧] ଓପିଅଏଡ ଗ୍ରହଣ କରୁଥିବା ବ୍ୟକ୍ତିର ଉଇଥଡ୍ରାଆଲ ଲକ୍ଷଣ (opioid withdrawal) ଦେଖାଯାଇପାରେ ।[୧] ଯକୃତ ଫେଲ en:liver failure ହୋଇଥିଲେ ଏହା ଦିଆଯାଏ ନାହିଁ ।[୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[୧][୨] ନାଲଟ୍ରେକ୍ସୋନ ଏକ ଓପିଅଏଡ ଆଣ୍ଟାଗୋନିସ୍ଟ ଯାହା ଓପିଅଏଡ ପ୍ରଭାବକୁ ଅବରୋଧ କରେ ।[୧]

ସନ ୧୯୫୫ରେ ପ୍ରସ୍ତୁତ ହୋଇଥିବା ନାଲଟ୍ରେକ୍ସୋନ ସନ ୧୯୮୪ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧][୩] ୨୦୧୭ରେ ଏହାର ଦୈନିକ ହୋଲସେଲ ମୂଲ୍ୟ ୦.୭୪ ଆମେରିକୀୟ ଡଲାର ଥିଲା ।[୪][୫] ବର୍ଦ୍ଧିଷ୍ଣୁ ମୁକ୍ତ ହେଉଥିବା ଔଷଧର ମାସକ ଖର୍ଚ୍ଚ ପ୍ରାୟ ୧,୨୬୭ ।[୫] ବୁପ୍ରୋପିଅନ/ନାଲଟ୍ରାକ୍ସନ (bupropion/naltrexone) ଭଳି ଏହା ମଧ୍ୟ ମୋଟାପଣର ଚିକିତ୍ସା ନିମନ୍ତେ ମଧ୍ୟ ବ୍ୟବ‌ହାର କରାଯାଏ । [୬]

See also[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Naltrexone Monograph for Professionals - Drugs.com". Drugs.com. American Society of Health-System Pharmacists. Archived from the original on 9 November 2017. Retrieved 9 November 2017.
  2. Tran, TH; Griffin, BL; Stone, RH; Vest, KM; Todd, TJ (July 2017). "Methadone, Buprenorphine, and Naltrexone for the Treatment of Opioid Use Disorder in Pregnant Women". Pharmacotherapy. 37 (7): 824–839. doi:10.1002/phar.1958. PMID 28543191.
  3. Sadock, Benjamin J.; Sadock, Virginia A.; Sussman, Norman (2012). Kaplan & Sadock's Pocket Handbook of Psychiatric Drug Treatment (in ଇଂରାଜୀ). Lippincott Williams & Wilkins. p. 265. ISBN 9781451154467. Archived from the original on 2017-12-05.
  4. "Naltrexone". ATC/DDD Index. WHO Collaborating Centre for Drug Statistics Methodology. Archived from the original on 3 March 2016. Retrieved 11 July 2016. DDD ... 50 mg
  5. ୫.୦ ୫.୧ "NADAC as of 2017-11-29". Centers for Medicare and Medicaid Services (in ଇଂରାଜୀ). Archived from the original on 3 December 2017. Retrieved 3 December 2017.
  6. "Naltrexone/bupropion for obesity". Drug and therapeutics bulletin. 55 (11): 126–129. November 2017. doi:10.1136/dtb.2017.11.0550. PMID 29117992.