ଆମିଟ୍ରିପ୍ଟିଲିନ
Clinical data | |
---|---|
Pronunciation | /ˌæmɪˈtrɪptɪliːn/[୧] |
Trade names | Amitrip, Elevil, Endep, Levate |
AHFS/Drugs.com | monograph |
MedlinePlus | a682388 |
data |
|
Pregnancy category | |
Routes of administration | Oral, intramuscular |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 30–60% due to first pass metabolism |
Protein binding | 96%<[୨] |
Metabolism | Liver[୨] |
Elimination half-life | 10 to 50 hrs[୨] |
Excretion | Mostly kidney[୨] |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.038 |
Chemical and physical data | |
Formula | C20H23N |
Molar mass | 277.403 g/mol |
3D model (JSmol) | |
| |
| |
(verify) |
ଆମିଟ୍ରିପ୍ଟିଲିନ, ବିକ୍ରୟ ନାମ ଏଲାଭିଲ ଏକ ଔଷଧ ଯାହା ଅନେକ ପ୍ରକାର ମାନସିକ ରୋଗରେ ଦିଆଯାଏ ।[୨] ମୂଖ୍ୟ ଅବସାଦ ରୋଗ (major depressive disorder), ଉତ୍କଣ୍ଠା ରୋଗ (anxiety disorder), ଆଟେନସନ ଡେଫିସିଟ ହାଇପରଆକ୍ଟିଭିଟି ରୋଗ (attention deficit hyperactivity disorder) ଓ ବାଇପୋଲାର ଡିଜଅର୍ଡ଼ର ଇତ୍ୟାଦି ରୋଗରେ ଏହା ଦିଆଯାଏ ।[୨][୩] ଏହା ଅଧକପାଳିର ପ୍ରତିଷେଧ, ନୁରୋପାଥିକ ଯନ୍ତ୍ରଣା ଯେପରିକି ଫାଇବ୍ରୋମ୍ୟାଲଜିଆ, ପୋଷ୍ଟଥର୍ପେଟିକ ନିଉରାଲଜିଆ ଓ ନିଦ୍ରାହୀନତାର (insomnia) ଚିକିତ୍ସା କରିବାକୁ ଦିଆଯାଏ ।[୨][୪] ଏହା ପାଟିରେ ଦିଆଯାଏ । [୨]
ଶୁଷ୍କ ପାଟି, ଦୃଷ୍ଟି ସମସ୍ୟା, ଠିଆ ନିମ୍ନ ରକ୍ତଚାପ, ନିଦ୍ରାଳୁଭାବ ଓ କୋଷ୍ଠକାଠିନ୍ୟ ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଏହି ଔଷଧ ଯୋଗୁ ଦେଖାଯାଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅପସ୍ମାର ବାତ, ୨୫ ବର୍ଷରୁ କମ ବୟସ୍କ ଲୋକଙ୍କର ଆତ୍ମହତ୍ୟା ସଙ୍କଟ, ମୂତ୍ରରୋଧ, [ଗ୍ଲକୋମା]] ଓ ହୃତ୍ପିଣ୍ଡ ସମସ୍ୟା ମୂଖ୍ୟତଃ ଦେଖାଯାଏ । ଏହା ଏମଏଓ ଇନହିବିଟର ଓ ସିସାପ୍ରାଇଡ ଔଷଧ ସହିତ ଦିଆଯାଏ ନାହିଁ ।[୨] ଗର୍ଭାବସ୍ଥାରେ ଏହି ଔଷଧ ଦେଲେ ସମସ୍ୟା ହୁଏ ।[୫][୨] ସ୍ତନ୍ୟପାନ କାଳରେ ଅସୁବିଧା ହୁଏନି ।[୬] ଟ୍ରାଇସାଇକ୍ଲିକ ଅବସାଦରୋଧୀ (ଟିସିଏ) ଶ୍ରେଣୀର ଆମିଟ୍ରିପ୍ଟିଲିନ ଏକ ଔଷଧ । ଏହାର ସଠିକ କାର୍ଯ୍ୟକଳାପ ଅସ୍ପଷ୍ଟ ଅଛି ।[୨]
ସନ ୧୯୬୦ରେ ଆମିଟ୍ରିପ୍ଟିଲିନ ଅବିଷ୍କୃତ ହୋଇଥିଲା[୭] ଓ ଫୁଡ ଆଣ୍ଡ ଡ୍ରଗ ଆଡମିନିସ୍ଟ୍ରେସନଦ୍ୱାରା ମଞ୍ଜୁରୀ ଦିଆଯାଇଥିଲା ।[୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୨] ଏହାର ଗୋଟିଏ ଡୋଜର ହୋଲସେଲ ମୂଲ୍ୟ ୦.୦୧ରୁ ୦.୦୪ ଆମେରିକୀୟ ଡଲାର । [୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଡୋଜ ପିଛା ମୂଲ୍ୟ ୦.୨୦ ଡଲାର ।[୨]
ଆଧାର
[ସମ୍ପାଦନା]- ↑ "Oxford Dictionary: Definition of amitriptyline (British & World English)". Archived from the original on 2014-07-14. Retrieved 2016-02-03.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ "Amitriptyline Hydrochloride". The American Society of Health-System Pharmacists. Retrieved Sep 25, 2014.
- ↑ Leucht, C; Huhn, M; Leucht, S (December 2012). "Amitriptyline versus placebo for major depressive disorder". The Cochrane Database of Systematic Reviews. 12: CD009138. doi:10.1002/14651858.CD009138.pub2. PMID 23235671.
- ↑ Moore, RA; Derry, S; Aldington, D; Cole, P; Wiffen, PJ (6 July 2015). "Amitriptyline for neuropathic pain in adults". The Cochrane database of systematic reviews. 7: CD008242. PMID 26146793.
- ↑ "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
- ↑ "Amitriptyline Levels and Effects while Breastfeeding". drugs.com. Sep 8, 2014. Retrieved 25 September 2014.
- ↑ Sneader, Walter (2005). Drug Discovery a History. Chichester: John Wiley & Sons. p. 414. ISBN 9780470015520.
- ↑ Fangmann P, Assion HJ, Juckel G, González CA, López-Muñoz F (February 2008). "Half a century of antidepressant drugs: on the clinical introduction of monoamine oxidase inhibitors, tricyclics, and tetracyclics. Part II: tricyclics and tetracyclics". Journal of Clinical Psychopharmacology. 28 (1): 1–4. doi:10.1097/jcp.0b013e3181627b60. PMID 18204333.
{{cite journal}}
: CS1 maint: multiple names: authors list (link) - ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
- ↑ "Amitriptyline". International Drug Price Indicator Guide. Archived from the original on 30 March 2017. Retrieved 2 December 2015.