ଆମିଟ୍ରିପ୍ଟିଲିନ

ଉଇକିପିଡ଼ିଆ‌ରୁ
ଆମିଟ୍ରିପ୍ଟିଲିନ
Clinical data
Pronunciation/ˌæmɪˈtrɪptɪln/[୧]
Trade namesAmitrip, Elevil, Endep, Levate
AHFS/Drugs.commonograph
MedlinePlusa682388
data
Pregnancy
category
  • AU: C
  • US: C (Risk not ruled out)
Routes of
administration
Oral, intramuscular
ATC code
Legal status
Legal status
Pharmacokinetic data
Bioavailability30–60% due to first pass metabolism
Protein binding96%<[୨]
MetabolismLiver[୨]
Elimination half-life10 to 50 hrs[୨]
ExcretionMostly kidney[୨]
Identifiers
  • 3-(10,11-Dihydro-5H-dibenzo[a,d]cycloheptene-5-ylidene)-N,N-dimethylpropan-1-amine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.038 Edit this at Wikidata
Chemical and physical data
FormulaC20H23N
Molar mass277.403 g/mol
3D model (JSmol)
  • c3cc2c(/C(c1c(cccc1)CC2)=C\CCN(C)C)cc3
  • InChI=1S/C20H23N/c1-21(2)15-7-12-20-18-10-5-3-8-16(18)13-14-17-9-4-6-11-19(17)20/h3-6,8-12H,7,13-15H2,1-2H3 checkY
  • Key:KRMDCWKBEZIMAB-UHFFFAOYSA-N checkY
  (verify)

ଆମିଟ୍ରିପ୍ଟିଲିନ, ବିକ୍ରୟ ନାମ ଏଲାଭିଲ ଏକ ଔଷଧ ଯାହା ଅନେକ ପ୍ରକାର ମାନସିକ ରୋଗରେ ଦିଆଯାଏ ।[୨] ମୂଖ୍ୟ ଅବସାଦ ରୋଗ (major depressive disorder), ଉତ୍କଣ୍ଠା ରୋଗ (anxiety disorder), ଆଟେନସନ ଡେଫିସିଟ ହାଇପରଆକ୍ଟିଭିଟି ରୋଗ (attention deficit hyperactivity disorder) ଓ ବାଇପୋଲାର ଡିଜଅର୍ଡ଼ର ଇତ୍ୟାଦି ରୋଗରେ ଏହା ଦିଆଯାଏ ।[୨][୩] ଏହା ଅଧକପାଳିର ପ୍ରତିଷେଧ, ନୁରୋପାଥିକ ଯନ୍ତ୍ରଣା ଯେପରିକି ଫାଇବ୍ରୋମ୍ୟାଲଜିଆ, ପୋଷ୍ଟଥର୍ପେଟିକ ନିଉରାଲଜିଆନିଦ୍ରାହୀନତାର (insomnia) ଚିକିତ୍ସା କରିବାକୁ ଦିଆଯାଏ ।[୨][୪] ଏହା ପାଟିରେ ଦିଆଯାଏ । [୨]

ଶୁଷ୍କ ପାଟି, ଦୃଷ୍ଟି ସମସ୍ୟା, ଠିଆ ନିମ୍ନ ରକ୍ତଚାପ, ନିଦ୍ରାଳୁଭାବ ଓ କୋଷ୍ଠକାଠିନ୍ୟ ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଏହି ଔଷଧ ଯୋଗୁ ଦେଖାଯାଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅପସ୍ମାର ବାତ, ୨୫ ବର୍ଷରୁ କମ ବୟସ୍କ ଲୋକଙ୍କର ଆତ୍ମହତ୍ୟା ସଙ୍କଟ, ମୂତ୍ରରୋଧ, [ଗ୍ଲକୋମା]] ଓ ହୃତ୍‌ପିଣ୍ଡ ସମସ୍ୟା ମୂଖ୍ୟତଃ ଦେଖାଯାଏ । ଏହା ଏମଏଓ ଇନହିବିଟରସିସାପ୍ରାଇଡ ଔଷଧ ସ‌ହିତ ଦିଆଯାଏ ନାହିଁ ।[୨] ଗର୍ଭାବସ୍ଥାରେ ଏହି ଔଷଧ ଦେଲେ ସମସ୍ୟା ହୁଏ ।[୫][୨] ସ୍ତନ୍ୟପାନ କାଳରେ ଅସୁବିଧା ହୁଏନି ।[୬] ଟ୍ରାଇସାଇକ୍ଲିକ ଅବସାଦରୋଧୀ (ଟିସିଏ) ଶ୍ରେଣୀର ଆମିଟ୍ରିପ୍ଟିଲିନ ଏକ ଔଷଧ । ଏହାର ସଠିକ କାର୍ଯ୍ୟକଳାପ ଅସ୍ପଷ୍ଟ ଅଛି ।[୨]

ସନ ୧୯୬୦ରେ ଆମିଟ୍ରିପ୍ଟିଲିନ ଅବିଷ୍କୃତ ହୋଇଥିଲା[୭]ଫୁଡ ଆଣ୍ଡ ଡ୍ରଗ ଆଡମିନିସ୍ଟ୍ରେସନଦ୍ୱାରା ମଞ୍ଜୁରୀ ଦିଆଯାଇଥିଲା ।[୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୨] ଏହାର ଗୋଟିଏ ଡୋଜର ହୋଲସେଲ ମୂଲ୍ୟ ୦.୦୧ରୁ ୦.୦୪ ଆମେରିକୀୟ ଡଲାର । [୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଡୋଜ ପିଛା ମୂଲ୍ୟ ୦.୨୦ ଡଲାର ।[୨]

ଆଧାର[ସମ୍ପାଦନା]

  1. Oxford Dictionary: Definition of amitriptyline (British & World English)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ "Amitriptyline Hydrochloride". The American Society of Health-System Pharmacists. Retrieved Sep 25, 2014.
  3. Leucht, C; Huhn, M; Leucht, S (December 2012). "Amitriptyline versus placebo for major depressive disorder". The Cochrane Database of Systematic Reviews. 12: CD009138. doi:10.1002/14651858.CD009138.pub2. PMID 23235671.
  4. Moore, RA; Derry, S; Aldington, D; Cole, P; Wiffen, PJ (6 July 2015). "Amitriptyline for neuropathic pain in adults". The Cochrane database of systematic reviews. 7: CD008242. PMID 26146793.
  5. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
  6. "Amitriptyline Levels and Effects while Breastfeeding". drugs.com. Sep 8, 2014. Retrieved 25 September 2014.
  7. Sneader, Walter (2005). Drug Discovery a History. Chichester: John Wiley & Sons. p. 414. ISBN 9780470015520.
  8. Fangmann P, Assion HJ, Juckel G, González CA, López-Muñoz F (February 2008). "Half a century of antidepressant drugs: on the clinical introduction of monoamine oxidase inhibitors, tricyclics, and tetracyclics. Part II: tricyclics and tetracyclics". Journal of Clinical Psychopharmacology. 28 (1): 1–4. doi:10.1097/jcp.0b013e3181627b60. PMID 18204333.{{cite journal}}: CS1 maint: multiple names: authors list (link)
  9. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  10. "Amitriptyline". International Drug Price Indicator Guide. Retrieved 2 December 2015.