ମେବେଣ୍ଡାଜୋଲ

ଉଇକିପିଡ଼ିଆ‌ରୁ
(Mebendazoleରୁ ଲେଉଟି ଆସିଛି)
ମେବେଣ୍ଡାଜୋଲ
Clinical data
Trade namesVermox[୧]
AHFS/Drugs.commonograph
MedlinePlusa682315
Pregnancy
category
  • AU: B3
  • US: C (Risk not ruled out)
Routes of
administration
Oral
ATC code
Legal status
Legal status
Pharmacokinetic data
Bioavailability2-10%
Protein binding95%
MetabolismHepatic (extensive)
Elimination half-life3-6 hours
ExcretionFaeces, urine (5-10%)
Identifiers
  • methyl (5-benzoyl-1H-benzimidazol-2-yl)carbamate
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.046.017 Edit this at Wikidata
Chemical and physical data
FormulaC16H13N3O3
Molar mass295.293 g/mol
3D model (JSmol)
Melting point288.5 °C (551.3 °F)
  • O=C(c2cc1c(nc(n1)NC(=O)OC)cc2)c3ccccc3
  • InChI=1S/C16H13N3O3/c1-22-16(21)19-15-17-12-8-7-11(9-13(12)18-15)14(20)10-5-3-2-4-6-10/h2-9H,1H3,(H2,17,18,19,21) checkY
  • Key:OPXLLQIJSORQAM-UHFFFAOYSA-N checkY
  (verify)

ମେବେଣ୍ଡାଜୋଲ ଔଷଧ ଅନେକ ପ୍ରକାରର ପରଜୀବୀ କୀଟ/ପୋକମାନଙ୍କ ନିମନ୍ତେ ବ୍ୟବ‌ହୃତ ହୁଏ । [୨] ଜିଆ ରୋଗ, ସୁତ୍ରକୃମି, ଅଙ୍କୁଶକୃମି, ଗିନି ପୋକ ସଂକ୍ରମଣ, ହାଇଡାଟିଡ ରୋଗଜିଆର୍ଡ଼ିଆ ରୋଗ ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ବ୍ୟବ‌ହାର କରାଯାଏ । [୨] ଏହି ଔଷଧ ପାଟିବାଟେ ଦିଆଯାଏ । [୨]

ମେବେଣ୍ଡାଜୋଲ ଦେହରେ ଉତ୍ତମରୂପେ ସ‌ହ୍ୟ କରିହୁଏ । [୨] ତ‌ଥାପି ମୁଣ୍ଡବଥା, ବାନ୍ତି, ଓ କାନରେ ଝିଁ ଝିଁ ଶବ୍ଦ ଶୁଣାଯିବା ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । [୨] ମାତ୍ରାଧିକ ସେବନ କଲେ ଅସ୍ଥିମଜ୍ଜା ଦମନ ହୋଇଯାଏ ।[୨] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସଂଦିଗ୍ଧ ଜନ‌କ । [୨] ମେବେଣ୍ଡାଜୋଲ ଔଷଧ ବେଞ୍ଜିମିଡାଜୋଲ ଶ୍ରେଣୀର ଏକ ବ୍ରଡସ୍ପେକ୍‌ଟ୍ରମ ଆଣ୍ଟିହେଲମିନ୍ଥିକ ଏଜେଣ୍ଟ [୨]

ମେବେଣ୍ଡାଜୋଲ ପ୍ରଥମେ ସନ ୧୯୭୧ରେ ବ୍ୟବ‌ହୃତ ହେଲା । [୩]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪]ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । [୫]ଏକ ଡୋଜ ପିଛା ହୋଲସେଲ ମୂଲ୍ୟ ୦.୦୦୪ରୁ ୦.୦୪ ଆମେରିକୀୟ ଡଲାର । [୬] ଆମେରିକାରେ ଏହାର ଗୋଟୋଏ ଡୋଜର ମୂଲ୍ୟ ପ୍ରାୟ ୧୮ ଆମେରିକୀୟ ଡଲାର ।[୨]

ଆଧାର[ସମ୍ପାଦନା]

  1. Ebadi, Manuchair (2008). Desk reference of clinical pharmacology (2 ed.). Boca Raton: CRC Press. p. 403. ISBN 9781420047448.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Mebendazole". The American Society of Health-System Pharmacists. Retrieved Aug 18, 2015.
  3. Mehlhorn, Heinz (2001). Encyclopedic reference of parasitology. 107 tables (2 ed.). Berlin [u.a.]: Springer. p. 259. ISBN 9783540668299.
  4. "WHO Model List of EssentialMedicines" (PDF). World Health.
  5. Hamilton, Richard J. (2012). Tarascon pocket pharmacopoeia (13 ed.). Burlington, Mass.: Jones & Bartlett Learning. p. 33. ISBN 9781449624286.
  6. "Mebendazole". International Drug Price Indicator Guide. Archived from the original on 5 March 2017. Retrieved 18 August 2015.