ସଲଫାସାଲାଜିନ

ଉଇକିପିଡ଼ିଆ‌ରୁ
(Sulfasalazineରୁ ଲେଉଟି ଆସିଛି)
ସଲଫାସାଲାଜିନ
Clinical data
Trade namesAzulfidine, Salazopyrin, Sulazine, others
AHFS/Drugs.commonograph
MedlinePlusa682204
Pregnancy
category
Routes of
administration
by mouth
ATC code
Pharmacokinetic data
Bioavailability<15%
Elimination half-life5-10 hours
Identifiers
  • 2-hydroxy-5-[(E)-2-{4-[(pyridin-2-yl)sulfamoyl]phenyl}diazen-1-yl]benzoic acid
CAS Number
PubChem CID
DrugBank
ChemSpider
UNII
KEGG
ChEMBL
ECHA InfoCard100.009.069 Edit this at Wikidata
Chemical and physical data
FormulaC18H14N4O5S
Molar mass398.394 g/mol
3D model (JSmol)
  • O=S(=O)(Nc1ccccn1)c3ccc(/N=N/c2cc(C(O)=O)c(O)cc2)cc3
  • InChI=1S/C18H14N4O5S/c23-16-9-6-13(11-15(16)18(24)25)21-20-12-4-7-14(8-5-12)28(26,27)22-17-3-1-2-10-19-17/h1-11,23H,(H,19,22)(H,24,25) checkY
  • Key:NCEXYHBECQHGNR-UHFFFAOYSA-N checkY
 ☒NcheckY (what is this?)  (verify)

ସଲଫାସାଲାଜିନ (ଇଂରାଜୀ ଭାଷାରେ Sulfasalazine ବା SSZ, ବିକ୍ରୟ ନାମ ଆଜୁଲଫିଡିନ/Azulfidine) ଏକ ଔଷଧ ଯାହା ରିଉମାଟଏଡ ଆର୍ଥ୍ରାଇଟିସ, ଅଲସରେଟିଭ କୋଲାଇଟିସକ୍ରନ୍ ରୋଗ ଆଦି ରୋଗମାନଙ୍କର ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[୧] ରିଉମାଟଏଡ ଆର୍ଥ୍ରାଇଟିସ ରୋଗରେ ଏହାକୁ ପ୍ରଥମ ଧାଡ଼ିର ଔଷଧ ରୂପେ ବିବେଚନା କରାଯାଏ ।[୨] ଏହାକୁ ପାଟିରେ ଦିଆଯାଏ ।[୧]

ସଲଫାସାଲାଜିନ ଚିକିତ୍ସାରେ ପ୍ରାୟ ୨୫% ଲୋକଙ୍କର ଉଲ୍ଲେଖନୀୟ ପାର୍ଶ୍ୱ ପ୍ରତିକ୍ରିୟା ହୁଏ ।[୨] ସାଧାରଣତଃ ଅରୁଚି, ଅଇ, ମୁଣ୍ଡବଥା ଓ ରାସ ଆଦି ଲକ୍ଷଣ ଦେଖାଯାଏ ।[୧] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଅସ୍ଥିମଜ୍ଜା ଦମନ (bone marrow suppression), ଯକୃତ ସମସ୍ୟା (liver problems) ଓ ବୃକ୍‌କ ସମସ୍ୟା (bone marrow suppression) ହୋଇପାରେ । [୨][୩] ଆସ୍ପିରିନ (aspirin) ଓ ସଲଫୋନାମାଇଡ (sulfonamide) ଔଷଧ ପ୍ରତି ଆଲର୍ଜି ଥିଲେ ଏହା ଦିଆଯାଏନାହିଁ ।[୨] ଗର୍ଭାବସ୍ଥାରେ ଏହା ଶିଶୁ ପ୍ରତି ନିରାପଦ ଥାଏ । ସଲଫାସାଲାଜିନ ଏକ ଡିଏମଏଆରଡି (disease-modifying antirheumatic drugs) ଶ୍ରେଣୀର ଔଷଧ । ଏହାର ସଠିକ କାର୍ଯ୍ୟବିଧି ଅଜଣା ଅଛି, ଏହା ସଲଫାପାଇରିଡିନ (sulfapyridine) ଓ ୫-ଆମିନୋସାଲିସିଲିକ ଏସିଡ (5-aminosalicylic acid)- ଏହି ଦୁଇ ଭାଗରେ ବିଭାକ୍ତ ହୋଇଯାଏ ।[୧]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୫୦ରେ ସଲଫାସାଲାଜିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହେଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Sulfasalazine". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ ୨.୨ ୨.୩ WHO Model Formulary 2008 (PDF). World Health Organization. 2009. p. 41,45. ISBN 9789241547659. Retrieved 8 December 2016.
  3. ୩.୦ ୩.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 464. ISBN 9781284057560.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Sulfasalazine". International Drug Price Indicator Guide. Archived from the original on 10 May 2017. Retrieved 8 December 2016.