ଗ୍ଲାଇମ‌ପିରାଇଡ

ଉଇକିପିଡ଼ିଆ‌ରୁ
ଗ୍ଲାଇମ‌ପିରାଇଡ
Clinical data
Trade namesAmaryl, other
AHFS/Drugs.commonograph
MedlinePlusa696016
data
Pregnancy
category
  • US: C (Risk not ruled out)
Routes of
administration
By mouth (tablets)
ATC code
Legal status
Legal status
Pharmacokinetic data
Bioavailability100%
Protein binding>99.5%
MetabolismComplete Liver (1st stage through CYP2C9)
Elimination half-life5–8 hours
ExcretionUrine (~60%), feces (~40%)
Identifiers
  • 3-Ethyl-4-methyl-N-[2-(4-{[(trans-4-methylcyclohexyl)carbamoyl]sulfamoyl}phenyl)ethyl]-2-oxo-2,5-dihydro-1H-pyrrole-1-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.170.771 Edit this at Wikidata
Chemical and physical data
FormulaC24H34N4O5S
Molar mass490.617 g/mol
3D model (JSmol)
Melting point207 °C (405 °F)
  • O=C3C(/CC)=C(/C)CN3C(=O)NCCc1ccc(cc1)S(=O)(=O)NC(=O)N[C@H]2CC[C@H](C)CC2
  • InChI=1S/C24H34N4O5S/c1-4-21-17(3)15-28(22(21)29)24(31)25-14-13-18-7-11-20(12-8-18)34(32,33)27-23(30)26-19-9-5-16(2)6-10-19/h7-8,11-12,16,19H,4-6,9-10,13-15H2,1-3H3,(H,25,31)(H2,26,27,30)/t16-,19- checkY
  • Key:WIGIZIANZCJQQY-RUCARUNLSA-N checkY
 ☒NcheckY (what is this?)  (verify)

ଗ୍ଲାଇମ‌ପିରାଇଡ (ଇଂରାଜୀ ଭାଷାରେ Glimepiride, ଏକ ବ୍ୟବସାୟୀକ ନାମ ଆମାରିଲ/Amaryl) ଏକ ଔଷଧ ଯାହା ମଧୁମେହ ଟାଇପ ୨ ରୋଗର ଚିକିତ୍ସାରେ ଦିଆଯାଏ । [୧][୨] ମେଟ୍‌ଫର୍ମିନ ଅପେକ୍ଷା ଏହା କମ୍ ପସନ୍ଦ କରାଯାଏ ।[୧] ଏହା ସ‌ହିତ ଉପ‌ଯୁକ୍ତ ଖାଦ୍ୟ ଓ ବ୍ୟାୟାମର ଉପଦେଶ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ । [୧] ଗ୍ଲାଇମ‌ପିରାଇଡର ସର୍ବୋଚ୍ଚ ପ୍ରଭାବ ପ୍ରାୟ ୩ ଘଣ୍ଟାରେ ଆସେ ଓ ଏକ ଦିନ ପର୍ଯ୍ୟନ୍ତ ରହେ । [୧]

ଗ୍ଲାଇମ‌ପିରାଇଡର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଅଇ, ମୁଣ୍ଡ ଓଜନିଆ ଲାଗେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ କମ୍ ରକ୍ତ ଶର୍କରା (low blood sugar) ହୋଇଯାଏ ।[୧] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ ।[୩] ଅଗ୍ନାଶୟରୁ (pancreas) ଇନସୁଲିନ (ଔଷଧ) କ୍ଷରଣ ପରିମାଣ ଏହା ବୃଦ୍ଧି କରାଏ ।[୧] ଏହା ଦ୍ୱିତୀୟ ପିଢ଼ିର ସଲଫୋନିଲୁରିଆ (sulfonylurea) ଔଷଧ । [୪]

ଗ୍ଲାଇମ‌ପିରାଇଡ ସନ ୧୯୭୯ରେ ପେଟେଣ୍ଟ ହେବା ପରେ ସନ ୧୯୯୫ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୫] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୭ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୨.୧୫ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୬] ସନ ୨୦୧୬ରେ ଏହାର ୧୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୬୧ ତମ ସ୍ଥାନରେ ଥଲା । [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Glimepiride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
  2. ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. p. 693. ISBN 9780857113382.
  3. "Glimepiride Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
  4. Davis SN (2004). "The role of glimepiride in the effective management of Type 2 diabetes". J. Diabetes Complicat. 18 (6): 367–76. doi:10.1016/j.jdiacomp.2004.07.001. PMID 15531188.
  5. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 449. ISBN 9783527607495.
  6. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  7. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]