ବ୍ୟବହାରକାରୀ:Subas Chandra Rout

    ଉଇକିପିଡ଼ିଆ‌ରୁ
    Wikipedia:Babel
    Oriya.PNGor
    ଏହି ସଭ୍ୟଙ୍କର ମାତୃଭାଷା ଓଡ଼ିଆ


    Konark Wheel.jpgଏହି ବ୍ୟବହାରକାରୀଙ୍କ ଘର ଓଡ଼ିଶାରେ
    or-୫ ଏହି ସଭ୍ୟ ଖୁବ ଉଚ୍ଚ ଧରଣର ଓଡ଼ିଆରେ ଲେଖାଲେଖି କରିପାରିବେ ।
    en-2 This user is able to contribute with an intermediate level of English.
    hi-1यह सदस्य हिन्दी भाषा का प्रारंभिक ज्ञान रखते हैं।
    This user can contribute with a basic level of Hindi.
    Search user languages

    Hi, Welcome. I am Dr Subas Chandra Rout, an Orthopedician by profession.
    My user name is - user:Subas Chandra Rout
    Education - MBBS, MS (Orthopedics), D. Ortho and LLB.
    I retired in the rank of Joint Director in the Department of Health and Family Welfare of Govt. of Odisha (India), subsequently Asst. Professor, KIMS Medical College.
    At present I edit Wikipedia, Wikisource, Wiktionary and Wikimedia Commons.

    ସ୍ଵାଗତଂ ମୋର ନାମ- (Doctor) ସୁବାସ ଚନ୍ଦ୍ର ରାଉତ, ଶିକ୍ଷାଗତ ଯୋଗ୍ୟତା- M.S. (Orthopaedics), D. Ortho ଓ LLB.
    ବର୍ତ୍ତମାନ ଅବସ୍ଥାନ- ପାଇକ ନଗର, ଭୁବନେଶ୍ୱର, ଓଡ଼ିଶା, ଭାରତ ।
    E-Mail - subasmangal@yahoo.co.in
    ଅତୀତରେ ଓଡିଶା ସ୍ଵାସ୍ଥ୍ୟ ବିଭାଗରେ ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ଓ କିମ୍‌ସ୍ ମେଡିକାଲ କଲେଜରେ ସହକାରୀ ପ୍ରଫେଶର ପଦବୀରେ କାମ କରି ଅବସର ଗ୍ରହଣ କରିଥିଲି ।
    ଅଧୁନା ମୁଁ ମୂଖ୍ୟତଃ ଉଇକିପିଡିଆ, ଉଇକିପାଠାଗାର ଓ କିଛି ପରିମାଣରେ ଉଇକିଅଭିଧାନ ଓ ଉଇକିମିଡିଆ କମନ୍ସ ସମ୍ପାଦନା କରିବାରେ ବ୍ରତୀ ଅଛି ।