Jump to content

ଆଜିଥ୍ରୋମାଇସିନ

ଉଇକିପିଡ଼ିଆ‌ରୁ
ଆଜିଥ୍ରୋମାଇସିନ
Clinical data
Trade namesZithromax, Azithrocin, others
Synonyms9-deoxy-9a-aza-9a-methyl-9a-homoerythromycin A
AHFS/Drugs.commonograph
MedlinePlusa697037
data
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    Oral (capsule, tablet or suspension), intravenous, ophthalmic
    ATC code
    Legal status
    Legal status
    Pharmacokinetic data
    Bioavailability38% for 250 mg capsules
    MetabolismHepatic
    Elimination half-life11–14 h (single dose) 68 h (multiple dosing)
    ExcretionBiliary, renal (4.5%)
    Identifiers
    • (2R,3S,4R,5R,8R,10R,11R,12S,13S,14R)-2-ethyl-3,4,10-trihydroxy-3,5,6,8,10,12,14-heptamethyl-15-oxo- 11-{[3,4,6-trideoxy-3-(dimethylamino)-β-D-xylo-hexopyranosyl]oxy}-1-oxa-6-azacyclopentadec-13-yl 2,6-dideoxy-3-C-methyl-3-O-methyl-α-L-ribo-hexopyranoside
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    NIAID ChemDB
    ECHA InfoCard100.126.551 Edit this at Wikidata
    Chemical and physical data
    FormulaC38H72N2O12
    Molar mass748.984 g•mol−1
    3D model (JSmol)
    • CN(C)[C@H]3C[C@@H](C)O[C@@H](O[C@@H]2[C@@H](C)[C@H](O[C@H]1C[C@@](C)(OC)[C@@H](O)[C@H](C)O1)[C@@H](C)C(=O)O[C@H](CC)[C@@](C)(O)[C@H](O)[C@@H](C)N(C)C[C@H](C)C[C@@]2(C)O)[C@@H]3O
    • InChI=1S/C38H72N2O12/c1-15-27-38(10,46)31(42)24(6)40(13)19-20(2)17-36(8,45)33(52-35-29(41)26(39(11)12)16-21(3)48-35)22(4)30(23(5)34(44)50-27)51-28-18-37(9,47-14)32(43)25(7)49-28/h20-33,35,41-43,45-46H,15-19H2,1-14H3/t20-,21-,22+,23-,24-,25+,26+,27-,28+,29-,30+,31-,32+,33-,35+,36-,37-,38-/m1/s1 checkY
    • Key:MQTOSJVFKKJCRP-BICOPXKESA-N checkY
      (verify)

    ଆଜିଥ୍ରୋମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାର ଜୀବାଣୁ ସଂକ୍ରମଣର ଚିକିତ୍ସାରେ ବ୍ୟବ‌ହାର କରାଯାଏ । [୧] ଏହି ରୋଗମାନଙ୍କ ମଧ୍ୟରେ ମଧ୍ୟ କର୍ଣ୍ଣ ସଂକ୍ରମଣ, ତଣ୍ଟି ସଂକ୍ରମଣ, ନିମୋନିଆ, ପର୍ଯ୍ୟଟକ ତରଳ ଝାଡ଼ା ଓ ଅନ୍ୟ କେତେକ ଖାଦ୍ୟନଳୀ ସଂକ୍ରମଣ ଅନ୍ତର୍ଭୁକ୍ତ । ଅନେକ ଯୌନସଂଚାରିତ ସଂକ୍ରମଣ ରୋଗ ଯେପରିକି କ୍ଲାମିଡିଆ ଓ ଗନରିଆ ସଂକ୍ରମଣରେ ମଧ୍ୟ ବ୍ୟବ‌ହାର କରାଯାଏ । ମ୍ୟାଲେରିଆ ରୋଗରେ ଅନ୍ୟ କେତେକ ଔଷଧ ସ‌ହିତ ଏହା ଦିଆଯାଇପାରେ । ଏହା ପାଟିରେ ଓ ଶୀରାରେ ଇଞ୍ଜେକସନ ଆକାରରେ ଦିଆଯାଏ । [୧]

    ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ, ବାନ୍ତି, ତରଳ ଝାଡ଼ା ଓ ପେଟ ଖରାପ ଉଲ୍ଲେଖ‌ଯୋଗ୍ୟ । ଆଲର୍ଜି ଓ କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା ହୋଇପାରେ । ଗର୍ଭାବସ୍ଥାରେ କୌଣସି ଅସୁବିଧା ହୁଏନାହିଁ ।[୧] ସ୍ତନ୍ୟପାନ ସମୟରେ ଏହାର ଭୂମିକା ସ୍ପଷ୍ଟ ନ ହେଲେ ମଧ୍ୟ ଭଲ ଥାଇପାରେ । [୨] ଏହା ମାକ୍ରୋଲାଇଡ ଆଣ୍ଟିବାୟୋଟିକ ଦଳର ଏକ ଆଜାଲାଇଡ । ଏହା ଜୀବାଣୁର ପ୍ରୋଟିନ ପ୍ରସ୍ତୁତିରେ ବାଧା ସୃଷ୍ଟି କରି ତାହାର ବୃଦ୍ଧି ରୋକିଦିଏ ।[୧]

    ଆଜିଥ୍ରୋମାଇସିନ ସନ ୧୯୮୦ରେ ପ୍ରଥମେ ତିଆରି ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ।[୫] ଡୋଜ ପିଛା ଏହାର ମୂଲ୍ୟ ୦.୧୮ରୁ ୨.୯୮ ଆମେରିକୀୟ ଡଲାର । [୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ସମ୍ପୁର୍ଣ୍ଣ କୋର୍ଷର ମୂଲ୍ୟ ୩୩ ଡଲାର ।[୧]

    1. 1 2 3 4 5 "Azithromycin". The American Society of Health-System Pharmacists. Retrieved Aug 1, 2015.
    2. ↑ "Azithromycin use while Breastfeeding". Retrieved 4 September 2015.
    3. ↑ Greenwood, David (2008). Antimicrobial drugs : chronicle of a twentieth century medical triumph (1. publ. ed.). Oxford: Oxford University Press. p. 239. ISBN 9780199534845.
    4. ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    5. ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. ISBN 9781284057560.
    6. ↑ "Azithromycin". International Drug Price Indicator Guide. Archived from the original on 24 March 2020. Retrieved 4 September 2015.