Jump to content

ସ୍ପାଜମୋଡ଼ିକ ଡିସଫୋନିଆ

ଉଇକିପିଡ଼ିଆ‌ରୁ
(Spasmodic dysphoniaରୁ ଲେଉଟି ଆସିଛି)
ଲାରିଞ୍ଜିଆଲ ଡିସଟୋନିଆ (Laryngeal dystonia)
ବିଭାଗସ୍ନାୟୁ ରୋଗ ବିଜ୍ଞାନ (Neurology)
ଲକ୍ଷଣକଥା କ‌ହିବା ବେଳେ ସ୍ୱର ଭାଙ୍ଗିଯିବା ଯୋଗୁ କଥା ବୁଝିହୁଏନି । []
ଆକ୍ରାନ୍ତ ସମୟ୩୦ରୁ ୫୦ ବର୍ଷ ବ‌ୟସ[]
ଅବଧିଦୀର୍ଘକାଳୀନ[]
କାରଣଅଜ୍ଞାତ[]
ବିପଦ କାରକପାରିବାରିକ ଇତିହାସ[]
ରୋଗ ନିର୍ଣ୍ଣୟ ପଦ୍ଧତିଚିକିତ୍ସକ ଗୋଷ୍ଟୀର ପରୀକ୍ଷା ଆବଶ୍ୟକ []
ସଠିକ ରୋଗ ନିର୍ଣ୍ଣୟ(Stuttering), (muscle tension dysphonia)[]
ଚିକିତ୍ସାପ୍ରଭାବିତ ମାଂସପେଶୀରେ ବୋଟୁଲିନମ ପ୍ରାଣୀ ବିଷ (Botulinum toxin) ପ୍ରୟୋଗ, ସ୍ୱର ଚିକିତ୍ସା (voice therapy), କାଉନସେଲିଙ୍ଗ (counselling)), ଆମ୍ପ୍ଲିଫିକେସନ ଡିଭାଇସ (amplification device)[]
ପୁନଃପୌନିକପ୍ରତି ଏକ ଲକ୍ଷ ଲୋକରେ ୨ ଜଣ[]

ସ୍ପାଜମୋଡ଼ିକ ଡିସଫୋନିଆ ବା ଲାରିଞ୍ଜିଆଲ ଡିସଟୋନିଆ (ଇଂରାଜୀ ଭାଷାରେ Spasmodic dysphonia, also known as laryngeal dystonia) ଏକ ବେମାରି ଯେଉଁଥିରେ କଣ୍ଠସ୍ୱର (voice) ବାହାରକରୁଥିବା ମାଂସପେଶୀମାନଙ୍କର ସ୍ପାଜ୍‌ମ (spasm) ହୋଇଯାଏ ।[][] ଏହ ଫଳରେ ସ୍ୱର ବାଧା ପ୍ରାପ୍ତ ହୁଏ, କିଛି କିଛି ବାକ୍ୟ ପରେ ସ୍ପାଜ୍‌ମ ହେଉଥିବାରୁ କଥା ବୁଝିହୁଏନି ।[] କଣ୍ଠସ୍ୱର କଷ୍ଟରେ ବାହାରୁଥିବାରୁ ଅନେକ ସମୟରେ କଥା କ‌ହିବା ବନ୍ଦ ହୋଇଯାଏ ।[] ଏହା ସମୟ କ୍ରମେ ହୁଏ ଓ ଆଜୀବନ ରହେ ।[]

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[] ପୂର୍ବରୁ ପାରିବାରିକ ରୋଗ ଇତିହାସ ଥିଲେ ଏହି ରୋଗ ସଙ୍କଟ ଥାଏ । [] ଉର୍ଦ୍ଧ୍ୱ ଶ୍ୱାସକ୍ରିୟା ସଂକ୍ରମଣ (upper respiratory infection), ସ୍ୱର ପେଟିକା (larynx) ଉପରେ ଆଘାତ ଓ ମାନସିକ ଚାପ (psychological stress) ପଡ଼ିଲେ ଏହି ରୋଗ ଟ୍ରିଗର ହୋଇଯାଏ ।[] କେନ୍ଦ୍ରୀୟ ସ୍ନାୟୁମଣ୍ଡଳରେ (central nervous system) ଥିବା ବାସାଲ ଗାଙ୍ଗ୍ଲିଆରେ (basal ganglia) କିଛି ତୃଟି ଥିବାରୁ ଏହି ବେମାରୀ ହେଉଥିବା ବିଶ୍ୱାସ କରାଯାଏ ।[] ବିଭିନ୍ନ ବିଷୟର ଏକ ଚିକିତ୍ସକ ଦଳ ଏହି ରୋଗ ନିର୍ଣ୍ଣୟରେ ସାହାଯ୍ୟ କରନ୍ତି ।[]

ଏହି ରୋଗ ଆରୋଗ୍ୟ ହେଉନଥିଲେ ମଧ୍ୟ ଚିକିତ୍ସା କଲେ ଲକ୍ଷଣରେ ଉନ୍ନତି ପରିଲକ୍ଷିତ ହୁଏ ।[] ସ୍ୱର ପେଟିକାର ପ୍ରଭାବିତ ମାଂସପେଶୀରେ ବୋଟୁଲିନମ ପ୍ରାଣୀ ବିଷ (Botulinum toxin) ଇଞ୍ଜେକସନ ଦିଆଯାଏ ।[] କିଛି ମାସ ନିମନ୍ତେ ଏହି ଉନ୍ନତି ଫଳପ୍ରଦ ରହେ ।[] ଉଲ୍ଲେଖନୀୟ ଅନ୍ୟାନ୍ୟ ଚିକିତ୍ସାମାନଙ୍କ ନାମ ସ୍ୱର ଚିକିତ୍ସା (voice therapy), କାଉନସେଲିଙ୍ଗ (counselling)), ଆମ୍ପ୍ଲିଫିକେସନ ଡିଭାଇସ (amplification device) ।[] ଅପରେଶନ କ୍ୱଚିତ କରାଯାଏ । []

ପ୍ରତି ଏକ ଲକ୍ଷ ଲୋକରେ ୨ ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[] ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ବୟସ ୧୩ରୁ ୫୦ ବର୍ଷ ମଧ୍ୟରେ ଏହି ରୋଗ ହୁଏ । [] ବିଭିନ୍ନ ଲୋକଙ୍କର ସାଂଘାତିକ ହେବା ହାର ଭିନ୍ନ ଭିନ୍ନ ହୁଏ ।[] ଆୟଷ (Life expectancy) ବଦଳେ ନାହିଁ ।[]

ଉଲ୍ଲେଖନୀୟ ରୋଗଗ୍ରସ୍ତ ଲୋକ

[ସମ୍ପାଦନା]
  1. 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 "Spasmodic Dysphonia". NIDCD (in ଇଂରାଜୀ). 6 March 2017. Archived from the original on 4 July 2017. Retrieved 16 July 2017.
  2. 1 2 3 4 "Laryngeal Dystonia". NORD (National Organization for Rare Disorders). 2017. Archived from the original on 16 November 2016. Retrieved 16 July 2017.
  3. Albert, Martin L.; Knoefel, Janice E. (1994). Clinical Neurology of Aging (in ଇଂରାଜୀ). Oxford University Press. p. 512. ISBN 9780195071672. Archived from the original on 2017-09-08.
  4. "'Dilbert' creator recovers from rare disorder". Associated Press. 2006-10-27. Archived from the original on 2007-11-17. Retrieved 2007-07-30.
  5. Frank Allison Archived 2007-10-15 at the Wayback Machine.
  6. Beal Jr., Jim (1998-04-29). "Golden country Johnny Bush hasn't run dry after almost 50 years of heartaches and honky-tonks". San Antonio Express-News. Archived from the original on 2016-03-04. Retrieved 2018-04-18.
  7. The Voice Gallery - Thomas Allen Publishers - Thomas Allen & Son Limited Archived 2007-10-19 at the Wayback Machine.
  8. "Archived copy". Archived from the original on 2017-09-08. Retrieved 2017-07-16.{{cite web}}: CS1 maint: archived copy as title (link)
  9. McHale, Laurie; Degginger, Craig (May 14, 1999). "Chip Hanauer's restored voice gives him a new lease on life". [[:en:University of Washington|]] News and Information. Archived from the original on December 15, 2012. Retrieved September 22, 2012.
  10. Liebovich, Mark (2006-06-25). "Another Kennedy Living Dangerously". The New York Times. Archived from the original on 2008-04-07. Retrieved 2007-07-30.
  11. Sullivan, Jim (2004-02-19). "Hello, Mary Lou – Goodbye, Heartache". Boston Globe. Archived from the original on 2012-10-04. Retrieved 2018-04-18.
  12. Heffernan, Virginia (2006-02-25). "After the Hit Records, A Search for His Roots". The New York Times.
  13. Archived 2007-12-03 at the Wayback Machine.
  14. Clarke, Jenna. "The reason why '90s pop star Jenny Morris disappeared". Sydney Morning Herald. Archived from the original on 2015-10-11.
  15. Australian Story (Series 2015; Episode 37) - Raise Your Voice, Australian Broadcasting Corporation (ABC). First aired Monday 12 October 2015.
  16. "About Diane Rehm". WAMU 88.5 American University Radio. Archived from the original on 2007-08-10. Retrieved 2007-07-30.
  17. "Jimmie Rodgers: A Singer Silenced". Archived from the original on 2015-09-21.
  18. "Mark Stuart informs his Facebook followers that he has Spasmodic Dyphonia". Archived from the original on 2017-09-08.
  19. "Thompson's Trials: UK Folk Rock Great Makes Triumphant Return to the Stage". Tim Perlich, NOW Toronto. 2002-10-17. Archived from the original on 2007-09-29. Retrieved 2007-08-23.