ଫେବୁକ୍ସୋସ୍ଟାଟ

ଉଇକିପିଡ଼ିଆ‌ରୁ
(Febuxostatରୁ ଲେଉଟି ଆସିଛି)
ଫେବୁକ୍ସୋସ୍ଟାଟ
Clinical data
Trade namesUloric, Febuday, Adenuric, others
AHFS/Drugs.commonograph
MedlinePlusa609020
data
Pregnancy
category
  • US: C (Risk not ruled out)
Routes of
administration
By mouth
ATC code
Legal status
Legal status
Pharmacokinetic data
Bioavailability~49% absorbed
Protein binding~99% to albumin
Metabolismvia CYP1A2, 2C8, 2C9, UGT1A1, 1A3, 1A9, 2B7
Elimination half-life~5-8 hours
ExcretionUrine (~49% mostly as metabolites, 3% as unchanged drug); feces (~45% mostly as metabolites, 12% as unchanged drug)
Identifiers
  • 2-(3-cyano-4-isobutoxyphenyl)-4-methyl-
    1,3-thiazole-5-carboxylic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
ECHA InfoCard100.207.329 Edit this at Wikidata
Chemical and physical data
FormulaC16H16N2O3S
Molar mass316.374 g/mol
3D model (JSmol)
  • N#Cc1c(OCC(C)C)ccc(c1)c2nc(c(s2)C(=O)O)C
  • InChI=1S/C16H16N2O3S/c1-9(2)8-21-13-5-4-11(6-12(13)7-17)15-18-10(3)14(22-15)16(19)20/h4-6,9H,8H2,1-3H3,(H,19,20) checkY
  • Key:BQSJTQLCZDPROO-UHFFFAOYSA-N checkY
 ☒NcheckY (what is this?)  (verify)

ଫେବୁକ୍ସୋସ୍ଟାଟ (ଇଂରାଜୀ ଭାଷାରେ Febuxostat, ଏକ ବିକ୍ରୟ ନାମ ୟୁଲୋରିକ/ Uloric) ଏକ ଔଷଧ ଯାହା ଅଧିକ ୟୁରିକ ଏସିଡ ସ୍ତର high uric acid levels| ସ‌ହିତ ଥିବା ଗାଉଟ୍ ରୋଗର ଦୀର୍ଘକାଳୀନ ଚିକିତ୍ସା ନିମନ୍ତେ ଦିଆଯାଏ ।[୧] ଆଲୋପ୍ୟୁରିନଲ (allopurinol) ଔଷଧ ନେବା ସମ୍ଭବ ହେଉନଥିବା ରୋଗୀଙ୍କୁ ଏହା ଦିଆଯାଏ ।[୨][୩] ଏହି ଔଷଧ ଦେବା ଆରମ୍ଭ କଲାବେଳେ ଗାଉଟ୍ ବଢ଼ି ନ‌ଯିବା ପାଇଁ ଏନଏସଏଆଇଡି (NSAIDs) ଦିଆଯାଏ ।[୧][୩] ଏହା ପାଟିରେ ଦିଆଯାଏ । [୧]

ଫେବୁକ୍ସୋସ୍ଟାଟର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଅଇ, ଗଣ୍ଠି ଯନ୍ତ୍ରଣା ଓ ରାସ୍ ହୋଇପାରେ । [୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଲୋପ୍ୟୁରିନଲ, ସ୍ଟିଭେନ-ଜନସନ ସିଣ୍ଡ୍ରୋମ (Stevens-Johnson syndrome) ଓ ଆନାଫାଇଲାକ୍‌ସିସ ଭଳି ମୃତ୍ୟୁ ସଙ୍କଟ ରହିପାରେ ।[୩][୨] ଗର୍ଭାବସ୍ଥାସ୍ତନ୍ୟପାନ (breastfeeding) ସମୟରେ ଏହା ଦେବା ବିଧେୟ ନୁହେଁ ।[୩] ଏହ ଜାନ୍ଥିନ ଅକ୍ସିଡେଜ (xanthine oxidase) ଅବରୋଧ କରି ୟୁରିକ ଏସିଡ (uric acid) ଉତ୍ପାଦନ କମେଇଦିଏ । [୧]

ଫେବୁକ୍ସୋସ୍ଟାଟ ସନ ୨୦୦୮ରେ ୟୁରୋପ ୟୁନିଅନରେ ଓ ସନ ୨୦୦୯ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪][୧] ସନ ୨୦୧୯ ସୁଦ୍ଧା ଏହାର ଜେନେରିକ (generic medication) ଔଷଧ ନାହିଁ ।[୩] ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୩୨୦ ଆମେରିକୀୟ ଡଲାର ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Febuxostat Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 26 February 2019.
  2. ୨.୦ ୨.୧ "Drug Safety and Availability - FDA adds Boxed Warning for increased risk of death with gout medicine Uloric (febuxostat)". FDA (in ଇଂରାଜୀ). 21 February 2019. Retrieved 26 February 2019.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ British national formulary : BNF 76 (76 ed.). Pharmaceutical Press. 2018. p. 1087. ISBN 9780857113382.
  4. "Adenuric". European Medicines Agency - Commission (in ଇଂରାଜୀ). 17 September 2018. Retrieved 26 February 2019.
  5. "NADAC as of 2019-02-20". Centers for Medicare and Medicaid Services (in ଇଂରାଜୀ). Archived from the original on 2019-02-26. Retrieved 26 February 2019.