ନେଫ୍ରୋଟିକ ସିଣ୍ଡ୍ରୋମ
ଦେଖଣା
(Nephrotic syndromeରୁ ଲେଉଟି ଆସିଛି)
ଲେଖା ଚାଲିଛି...
| ନେଫ୍ରୋଟିକ ସିଣ୍ଡ୍ରୋମ (Nephrotic syndrome) | |
|---|---|
ନେଫ୍ରୋଟିକ ସିଣ୍ଡ୍ରୋମର ମୂଖ୍ୟ କାରଣ ରୂପେ ବିବେଚିତ ମଧୁମେହ ଗ୍ଲୋମେରୁଲୋସ୍କ୍ଲେରୋସିସର ଅଣୁବୀକ୍ଷଣ ଚିତ୍ର । | |
| ବିଭାଗ | ବୃକ୍କ ରୋଗ ବିଜ୍ଞାନ (Nephrology) |
| ଲକ୍ଷଣ | ଶୋଥ ବା ଇଡିମା (Swelling), ଓଜନ ଲାଭ, ଥକ୍କା ଅନୁଭବ, ଫେଣଯୁକ୍ତ ମୂତ୍ର [୧] |
| କାରଣ | ଫୋକାଲ ସେଗମେଣ୍ଟାଲ ଗ୍ଲୋମେରୁଲୋସ୍କ୍ଲେରୋସିସ (Focal segmental glomerulosclerosis), ମେମ୍ବ୍ରେନସ ନେଫ୍ରୋପାଥି (membranous nephropathy), ମିନିମାଲ ଚେଞ୍ଜ ଡିଜିଜ (minimal change disease), ମଧୁମେହ, ଲୁପସ (lupus)[୧][୨] |
| ରୋଗ ନିର୍ଣ୍ଣୟ ପଦ୍ଧତି | ମୂତ୍ର ପରୀକ୍ଷା (Urine testing), ବୃକ୍କ ବାୟୋପ୍ସି (kidney biopsy)[୧] |
| ସଠିକ ରୋଗ ନିର୍ଣ୍ଣୟ | ନେଫ୍ରୋଟୋଲ ସିଣ୍ଡ୍ରୋମ (Nephritic syndrome), ସିରୋସିସ, ସାଂଘାତିକ ଅପପୁଷ୍ଟି (malnutrition)[୨] |
| ଚିକିତ୍ସା | କାରଣ ଅନୁଯାୟୀ ଚିକିତ୍ସା [୧] |
| ପୁନଃପୌନିକ | ଏକ ଲକ୍ଷରେ ୫ଜଣ [୩][୪] |
ନେଫ୍ରୋଟିକ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Nephrotic syndrome) ଏକ ଲକ୍ଷଣ ସମୂହର ନାମ ଯାହା ବୃକ୍କ (kidney) ନଷ୍ଟ ହେବା ଯୋଗୁ ଜାତ ହୁଏ ।[୧] ଏହି ଲକ୍ଷଣମାନଙ୍କର ନାମ ପ୍ରୋଟିନୁରିଆ (protein in the urine), ହାଇପୋଆଲବୁମିନେମିଆ (low blood albumin levels), ହାଇପରଲିପିଡେମିଆ (high blood lipids), ଓ ଉଲ୍ଲେଖନୀୟ ଇଡିମା ଫୁଲା (swelling) ।[୧] ଓଜନ ବୃଦ୍ଧି, ଥକ୍କା ଅନୁଭବ, ଫେଣଯୁକ୍ତ ମୂତ୍ର ମଧ୍ୟ ଦେଖାଯାଏ ।[୧] ରୋଗ ଜଟିଳ ହେଲେ ରକ୍ତ ଜମାଟ (blood clots), ସଂକ୍ରମଣ ଓ ଉଚ୍ଚ ରକ୍ତଚାପ ହୋଇପାରେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Nephrotic Syndrome in Adults". National Institute of Diabetes and Digestive and Kidney Diseases. February 2014. Retrieved 9 November 2017.
- ↑ ୨.୦ ୨.୧ ଆଧାର ଭୁଲ: ଅଚଳ
<ref>ଚିହ୍ନ;Fer2018ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;Kh2016ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;Net2012ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।