Jump to content

ଏଣ୍ଟେକାଭିର

ଉଇକିପିଡ଼ିଆ‌ରୁ
(Entecavirରୁ ଲେଉଟି ଆସିଛି)
ଏଣ୍ଟେକାଭିର
Clinical data
Pronunciation/ɛnˈtɛkəvɪər/ en-TEK-a-vir or en-TE-ka-veer
Trade namesବାରାକ୍ଲୁଡ/Baraclude[]
AHFS/Drugs.commonograph
MedlinePlusa605028
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    ପାଟିରେ
    ATC code
    Legal status
    Legal status
    • AU: S4 (Prescription only)
    • CA: Rx-କେବଳ ପ୍ରେସକ୍ରିପସନରେ
    • UK: POM (Prescription only)
    • US: Rx-କେବଳ ପ୍ରେସକ୍ରିପସନରେ
    Pharmacokinetic data
    Bioavailabilityn/a (≥70)[]
    Protein binding୧୩% (in vitro)
    Metabolismnegligible/nil
    Elimination half-life୧୨୮–୧୪୯ ଘଣ୍ଟା
    Excretionବୃକ୍‌କ (Renal ୬୨–୭୩%
    Identifiers
    • 2-Amino-9-[(1S,3R,4S)-4-hydroxy-3-(hydroxymethyl)-2-methylidenecyclopentyl]-1H-purin-6-one
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.111.234 Edit this at Wikidata
    Chemical and physical data
    FormulaC12H15N5O3
    Molar mass277.279 g/mol
    3D model (JSmol)
    Melting point220 °C (428 °F) value applies to entecavir monohydrate and is a minimum value[]
    • O=C2/N=C(\Nc1n(cnc12)[C@@H]3C(=C)/[C@H](CO)[C@@H](O)C3)N
    • InChI=1S/C12H15N5O3/c1-5-6(3-18)8(19)2-7(5)17-4-14-9-10(17)15-12(13)16-11(9)20/h4,6-8,18-19H,1-3H2,(H3,13,15,16,20)/t6-,7-,8-/m0/s1 ☒N
    • Key:
      • YXPVEXCTPGULBZ-WQYNNSOESA-N
      • QDGZDCVAUDNJFG-FXQIFTODSA-N
       ☒N
     ☒NcheckY (what is this?)  (verify)

    ଏଣ୍ଟେକାଭିର (ଇଂରାଜୀ ଭାଷାରେ Entecavir ବା ETV, ବିକ୍ରୟ ନାମ ବାରାକ୍ଲୁଡ) ଏକ ଆଣ୍ଟିଭାଇରାଲ ଔଷଧ ଯାହା ହେପାଟାଇଟିସ ବି ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । ଏଚଆଇଭି/ଏଡସ ରୋଗ ଓ ଆଣ୍ଟିଭାଇରାଲ ଔଷଧ ସାଥିରେ ଏହା ମଧ୍ୟ ଦିଆଯାଏ । ଏଣ୍ଟେକାଭିର ବଟିକା ବା ଦ୍ରବଣ ଆକାରରେ ମିଳେ ଓ ଏହା ପାଟିରେ ଦିଆଯାଏ । []

    ଏଣ୍ଟେକାଭିରର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମୁଣ୍ଡବଥା, ଅଇ, ଉଚ୍ଚ ରକ୍ତ ଶର୍କରା ଓ ଧୀମା ବୃକ୍‌କ କାର୍ଯ୍ୟ ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ଯକୃତ ବୃଦ୍ଧି (enlargement of the liver), ଉଚ୍ଚ ରକ୍ତ ଲାକ୍ଟେଟ ସ୍ତର (high blood lactate levels) ଓ ଔଷଧ ବନ୍ଦ କଲେ ହେପାଟାଇଟିସ ରୋଗ ହୋଇପାରେ ।[] ଗର୍ଭାବସ୍ଥାରେ ଏହା କୌଣସି କ୍ଷତି କରିବା ଜଣାଯାଇନଥିଲେ ମଧ୍ୟ ଏହାର ଉତ୍ତମ ଅନୁଶୀଳନ ହୋଇନାହିଁ ।[] ଏଣ୍ଟେକାଭିର ଏକ ନ୍ୟୁକ୍ଲିଓସାଇଡ ରିଭର୍ସ ଟ୍ରାନ୍ସକ୍ତିପ୍ଟେଜ ଇନହିବିଟର (nucleoside reverse transcriptase inhibitors ବା NRTIs) ଔଷଧ । ଏହା ରିଭର୍ସ ଟ୍ରନ୍ସକ୍ରିପ୍ଟେଜ (reverse transcriptase) କାମ ଅବରୋଧ କରି ହେପାଟାଇଟିସ ବି ଭୁତାଣୁ ବ‌ହୁଗୁଣିତ ହେବାକୁ ପ୍ରତିରୋଧ କରେ ।[]

    ସନ ୨୦୦୫ରେ ଏଣ୍ଟେକାଭିର ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱିକୃତୀପ୍ରାପ୍ତ ହେଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ସନ ୨୦୧୫ ସୁଦ୍ଧା ଏହା ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୋଇନାହିଁ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୩୯୨ ଆମେରିକୀୟ ଡଲାର ।[]

    1. 1 2 3 4 5 "Entecavir". The American Society of Health-System Pharmacists. Retrieved 28 November 2016.
    2. "Baraclude (entecavir) Tablets for Oral Use & Oral Solution. U.S. Full Prescribing Information." Bristol-Myers Squibb Company, 2005. Revised December 2013.
    3. The Merck Index (14th ed.). 2006. p. 613. ISBN 978-0-911910-00-1. {{cite encyclopedia}}: Missing or empty |title= (help)
    4. "Entecavir (Baraclude) Use During Pregnancy". www.drugs.com. Retrieved 6 December 2016.
    5. "WHO Model List of Essential Medicines (19th)" (PDF). World Health Organization. April 2015. Retrieved 6 December 2016.
    6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 76. ISBN 9781284057560.
    7. "NADAC as of 2016-11-30 | Data.Medicaid.gov". Centers for Medicare and Medicaid Services. Archived from the original on 2016-11-30. Retrieved 6 December 2016.